National

ରାଜ୍ୟଗୋ‌ଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଚମକିଲେ ୩ ଓଡ଼ିଆ ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟୋତ୍ସ୍ନା ଶବର ଓ ମୀନା ସନ୍ତାଙ୍କୁ ଯୁବ ବର୍ଗରେ ସ୍ଵର୍ଣ୍ଣ ଝିଲ୍ଲୀ ଦଳବେହେରା ସିନିୟର ମହିଳା ବର୍ଗରେ ରୌପ୍ୟ ପ୍ରତିଯୋଗିତାରେ ଓଡ଼ିଶାର ୪ ଖେଳାଳିଙ୍କ ମଧ୍ୟରୁ ୩ ଜଣଙ୍କୁ ପଦକ ଉତ୍ତରପ୍ରଦେଶର...

ଆଜି ଲଞ୍ଚ ହେବ ଭାରତର ବହୁ ପ୍ରତୀକ୍ଷୀତ ଚନ୍ଦ୍ରଯାନ-୩’ ମିଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ବହୁ ପ୍ରତୀକ୍ଷୀତ 'ଚନ୍ଦ୍ରଯାନ-୩' ମିଶନ ଲଞ୍ଚ ହେବାକୁ ଯାଉଛି। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହାକୁ ଲଞ୍ଚ କରାଯିବ।...

ପ୍ରେମ ପାଇଁ ସୀମା ଡେଇଁଲେ ପାକିସ୍ତାନର ସୀମା

ଓଡ଼ିଶାଲାଇଭ୍ ବ୍ୟୁରୋ କୁହାଯାଏ ପ୍ରେମ ମାନେନା ବାଧା କି ବନ୍ଧନ। ପ୍ରେମ ପାଇଁ ସାତ ଦରିଆ ପାର କରିଯାଏ ପ୍ରେମିକ। ଏବେ ପ୍ରେମ ପାଇଁ ସୀମା ଟପିଛନ୍ତି ପାକିସ୍ତାନର ସୀମା ହାଇଦର। ପାକିସ୍ତାନର ସୀମା ହାଇଦରଙ୍କ...

‘ଅଗ୍ନିପଥ’ ପ୍ରଭାବ: ଇତିହାସ ପାଲଟିବ ‘ଗୋର୍ଖା ବାହିନୀ’

ଓଡ଼ିଶାଲାଇଭ୍ ବ୍ୟୁରୋ “ଯଦି କିଏ ମୃତ୍ୟୁକୁ ଡରେନି ବୋଲି କହୁଥାଏ, ତେବେ ସେ ମିଛ କହୁଛି କିମ୍ବା ସେ ଜଣେ ଗୋର୍ଖା” “ସମସ୍ତଙ୍କର ମୃତ୍ୟୁକୁ ଭୟ ଥାଏ, ଯଦି କେହି କହୁଥାଏ ମୃତ୍ୟୁକୁ ଭୟ କରେନି...

ଫ୍ରାନ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଦୁଇ ଦେଶ ମଧ୍ୟରେ ସ୍ଵାକ୍ଷର ହେବ ବହୁ ବୁଝାମଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇ ଗୁରୁବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପହଞ୍ଚିଛନ୍ତି। ପ୍ୟାରିସ ବିମାନବନ୍ଦରରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ତାଙ୍କୁ ସ୍ଵାଗତ କରିଥିଲେ।...

ଆସନ୍ତାକାଲି ଲଞ୍ଚ ହେବ ‘ଚନ୍ଦ୍ରଯାନ-୩’: ଜହ୍ନ ଯାତ୍ରା ପାଇଁ ଇସ୍ରୋ ପକ୍ଷରୁ କାଉଣ୍ଟଡାଉନ ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ମିଶନ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ। ଭାରତୀୟ ମହାକାଶ ଗବେଶଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶୁକ୍ରବାର ଦିନ ୨ଟା ୩୫ଟା ବେଳେ ଏହି ମିଶନକୁ ଲଞ୍ଚ...

ଦିଲ୍ଲୀକୁ ବୁଡ଼ାଇଲାଣି ଯମୁନା ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଯମୁନା ନଦୀ ପାଣିରେ ଦିଲ୍ଲୀର ହାଲ ଏବେ ପୂରା ବେହାଲ ହୋଇପଡ଼ିଛି। ଯମୁନା ନଦୀର ଜଳସ୍ତର ଲଗାତର ବୃଦ୍ଧି ହେବା କାରଣରୁ ଦିଲ୍ଲୀରେ ପରିସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ହରିୟାଣାର ହାଥିନୀକୁଣ୍ଡ ବ୍ୟାରେଜରୁ...

ଉତ୍ତର ଭାରତରେ ଜଳ ପ୍ରଳୟ, ପ୍ରାଣ ହରାଇଲେଣି ଶତାଧିକ ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ସମଗ୍ର ଉତ୍ତର ଭାରତରେ ଚଳିତବର୍ଷ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟା କାରଣରୁ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ‘ଏମଟିଏସ’ ପରୀକ୍ଷା ପାଇଁ ଆବେଦନ ଜାରି, ଜୁଲାଇ ୨୧ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକରେ ୧୧୯୮ ଟି ଗ୍ରୁପ୍-ସି ‘ମଲ୍ଟିଟାସ୍କିଂ ଷ୍ଟାଫ’ (ଏମଟିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ସବୁ ପଦବୀଗୁଡ଼ିକ ପାଇଁ ୭...

ମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲରେ ତଥ୍ୟ ରଖିବାକୁ ଓଡ଼ିଶାକୁ ମିଳିଲା ଚାରି ସପ୍ତାହ ଅଧିକ ସମୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମାମଲାର ଏବେ ଶୁଣାଣି ଚାଲୁଅଛି। ବୁଧବାର ଏହି ଶୁଣାଣିବେଳେ ମହାନଦୀ ଟ୍ରିବ୍ୟୁନାଲରେ ତଥ୍ୟ ଦାଖଲ ପାଇଁ ଓଡ଼ିଶା ସରକାର ଅଧିକ...