National

ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର‌ ପ୍ରତିଷ୍ଠାତା ମହାଶୟ ଧରମପାଲ୍ ଗୁଲାଟିଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମସଲା କମ୍ପାନି ଏମ୍‌ଡିଏଚ୍‌ (ମହାଶିଆନ ଡି ହାତୀ)ର ପ୍ରତିଷ୍ଠାତା ମହାଶୟ ଧରମପାଲ୍‌ ଗୁଲାଟିଙ୍କ ପରଲୋକ ଘଟିଛି। ୯୮ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ଦେଶର ସବୁ ଥାନା ଓ ତଦନ୍ତକାରୀ ସଂସ୍ଥା ଅଫିସରେ ଲାଗିବ ସିସିଟିଭି କ୍ୟାମେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ସବୁ ଥାନା, ହାଜତରେ ଲାଗିବ ସିସି ଟିଭି କ୍ୟାମେରା। ଏହାସହିତ ସିବିଆଇ, ଏନଆଇଏ. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ସମସ୍ତ ତଦନ୍ତକାରୀ ସଂସ୍ଥା ଅଫିସରେ ମଧ୍ୟ ସିସିଟିଭି କ୍ୟାମେରା ଓ  ଅଡିଓ...

ବିଜେପିର ନୂଆ ରଣନୀତି – ହାଇଦ୍ରାବାଦରେ ଟ୍ରାଏଲ୍, ପଶ୍ଚିମବଙ୍ଗରେ ଫାଇନାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅଳ୍ପକେ ଏନଡିଏ ହାତରେ ରହିଗଲା ବିହାର। ଏ ଖୁସି ଭିତରେ ଭୋଟରଙ୍କ ମୁଡକୁ ନେଇ କିନ୍ତୁ ସବୁ ଦଳର ଚିନ୍ତା ବଢ଼ିଛି। ବିଶେଷ କରି ବିଜେପିର; କାରଣ ଭୋଟ ରାଜନୀତିରେ ଧ୍ରୁବୀକରଣ...

ବାୟୁସେନାରେ ନିଯୁକ୍ତି ସୁଯୋଗ, ଡିସେମ୍ଵର ୩୦ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବାୟୁସେନାରେ ବିଭିନ୍ନ ଟେକ୍ନିକାଲ ଏବଂ ନନ୍ ଟେକ୍ନିକାଲ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ଯୁବକ/ଯୁବତୀମାନେ ଡିସେମ୍ଵର ୩୦ ତାରିଖ ପୂର୍ବରୁ ଅନଲାଇନ୍‌ ଯୋଗେ ଆବେଦନ କରିପାରିବେ। ଆବେଦନ...

ବାହା ହେଲେ ଆଦିତ୍ୟ – ପୁଅ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କଲେ ଉଦିତ ନାରାୟଣ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୧ରେ ନିଜ ପ୍ରେମିକା ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ୱାଲଙ୍କୁ ସେ ବିବାହ କରିଛନ୍ତି।...

ସଚିନ ଦେଖାଇଲେ ମହାନତା – ଗୁରୁତର ରୋଗରେ ପୀଡ଼ିତ ୧୦୦ ପିଲାଙ୍କୁ ଦେବେ ଆର୍ଥିକ ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁତର ରୋଗରେ ପୀଡ଼ିତ ଥିବା ୧୦୦ ପିଲାଙ୍କ ଚିକିତ୍ସା ଦାୟିତ୍ୱ ନେଇ ଚର୍ଚ୍ଚାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟ ଜଗତର ସେ ଚାମ୍ପିୟନ। ଖେଳ ପାଇଁ...

ଆଲୋଚନାରେ ହେଲାନି ସମାଧାନ – ଦିଲ୍ଲୀ ସୀମାରେ ଜିଦ୍‌ରେ ଅଟଳ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରଙ୍କ ସହ ଆଲୋଚନା ପରେ ବାହାରିଲାନି ସମାଧାନ। ଆଜିବି ଧାରଣାରେ ବସିଛନ୍ତି ହଜାର ହଜାର ଚାଷୀ। ଦିଲ୍ଲୀ ସୀମା ସିଙ୍ଘୁ ଓ ଟିକ୍ରିରେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ...

ଦିନେ ମୁଣ୍ଡ ଉପରେ ଥିଲା ୩୦ ଲକ୍ଷ ଟଙ୍କାର କରଜ, ଏବେ ଚାଷ କରି ରୋଜଗାର କରୁଛନ୍ତି ୪୦...

ଓଡ଼ିଶାଲାଇଭ୍ ବ୍ୟୁରୋ ଅଙ୍ଗୁର ଚାଷ କରି ବର୍ଷକୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର ମହିଳା ଚାଷୀ ସଙ୍ଗୀତା। ଦିନେ ତାଙ୍କ ଉପରେ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର କରଜ ବୋଝ ଥିଲା।...

ଚାଷୀଙ୍କ ଆନ୍ଦୋଳନରେ ସିଙ୍ଘୁ ବର୍ଡର ପାଲଟିଛି ‘ମିନି ପଞ୍ଜାବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ହଜାର ହଜାର ଚାଷୀଙ୍କ ସମାଗମରେ ଦିଲ୍ଲୀ-ହରିୟାଣା ବର୍ଡର ସିଙ୍ଘୁ ପାଲଟିଛି ‘ମିନି ପଞ୍ଜାବ’। ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବର ହଜାର ହଜାର ଚାଷୀ ଆନ୍ଦୋଳନରେ ବସିଛନ୍ତି। ସାଙ୍ଗରେ ଲୁଗାପଟା, ରାସନ...

ବର୍ଜ୍ୟ ପ୍ଲାଷ୍ଟିକ୍ ଓ ଗୁଟ୍‌ଖା ଜରିରୁ ୧୦ ଦିନରେ ତିଆରି ହେଲା ଘର – ଚାରିଆଡ଼ୁ ମିଳୁଛି ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକର ମାଙ୍ଗାଳୁରୁ ସହରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ରୁ ସୁନ୍ଦର ଘର ତିଆରି କରିଛି ‘ପ୍ଲାଷ୍ଟିକ୍ ଫର୍ ଚେଞ୍ଜ୍’ ନାମକ ଏକ ସଂସ୍ଥା। ଆଜିକାଲି ପୁନଃ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌କୁ ଟି-ସାର୍ଟ, ସ୍ଵେଟର, ବାସନ ଆଦି ତିଆରିରେ...