National

ଦେଶରେ ୮୧ ହଜାରରୁ ଅଧିକ ଲୋକ କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦେଶରେ ଦିନକୁ ଦିନ ଅଧିକ ମାରାତ୍ମକ ହେବାରେ ଲାଗିଛି କରୋନା ଭାଇରସ୍। ବର୍ତ୍ତମାନ ସୁଦ୍ଧା ଦେଶରେ ୮୧ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବାବେଳେ ଅଢ଼େଇ ହଜାରରୁ ଅଧିକ...

କରୋନା ଯୁଦ୍ଧରେ ସାମିଲ ହେବାକୁ କିଙ୍ଗ୍‌ ଖାନଙ୍କ ଅପିଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଷ୍ଟାରମାନେ କରୋନା ସହିତ ଯୁଦ୍ଧରେ ଲଗାତର ସାହାଯ୍ୟ କରୁଛନ୍ତି। ବଲିଉଡ କିଙ୍ଗ୍‌ ଖାନ ଆରମ୍ଭରୁ ଲୋକଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଆସୁଛନ୍ତି। ଏଥର ଶାହରୁଖ କୋଭିଡ -୧୯ ବିରୋଧରେ ଯୁଦ୍ଧରେ...

ମିଷ୍ଟର ପରଫେକ୍ସନିଷ୍ଟ୍ ଅମୀରଙ୍କ ସହ କାମ ନ କରିବାକୁ କାହିଁକି ନିଷ୍ପତ୍ତି ନେଇଥିଲେ ମାଧୁରୀ?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅମୀର ଖାନଙ୍କ ସହ ମାଧୁରୀ ଦୀକ୍ଷିତ ପ୍ରାୟ ୨୮ ବର୍ଷ ହେବ କାମ କରିନାହାନ୍ତି। ଆସନ୍ତୁ ଜାଣିବା ଏହାର କାରଣ… ବଡ଼ ପରଦାରେ ଦର୍ଶକ ଅମୀର ଖାନ ଓ ମାଧୁରୀ ଦୀକ୍ଷିତଙ୍କ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ...

ବିଶ୍ୱର କେତୋଟି ଅଜବ ଜେଲ୍ – କେଉଁଠି ଡ୍ୟାନ୍ସ ଶିଖାଯାଏ ତ କେଉଁଠି ଜେଲରେ ରୁମ୍ କିଣିବାକୁ ପଡ଼େ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁନିଆରେ ଆପଣ ଅନେକ ପ୍ରକାରର ଜେଲ୍ ବିଷୟରେ ଶୁଣିଥିବେ। କେଉଁଠି କଏଦୀମାନଙ୍କୁ ଅତ୍ୟାଚାର କରାଯାଏ ତ ଅନ୍ୟ କେଉଁଠି କଏଦୀମାନଙ୍କୁ ଯତ୍ନର ସହିତ ରଖାଯାଏ। ବିଶ୍ୱର ଏଭଳି କିଛି ଅଜବ ପ୍ରକାରର ଜେଲ୍...

ଲକ୍‌ଡାଉନ୍‌ ୧.୦ରୁ ୩.୦ ଯାଏଁ ଭାରତରେ କ’ଣ ପରିବର୍ତ୍ତନ ହୋଇଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗକୁ ଲକ୍‌ଡାଉନ୍‌ ୪.୦ ଆସିପାରେ ବୋଲି ପ୍ରଧାନମନ୍ତ୍ରୀ ସଙ୍କେତ ଦେଇସାରିଛନ୍ତି। ଏହି ସମୟ ମଧ୍ୟରେ ନିୟମ ମଧ୍ୟ କୋହଳ ହୋଇପାରେ। ହେଲେ ଦେଶରୁ କରୋନାର କୋପ କମିବ ବୋଲି କୌଣସି ସଙ୍କେତ...

Birthday Special: କେଉଁ ଫିଲ୍ମ ଦେଇଥିଲା ମାଧୁରୀଙ୍କୁ ପରିଚୟ?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଦୀର୍ଘ ଲମ୍ବା ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଆଜି ଏହି ବଲିଉଡ ଡିଭା ୫୩ ବର୍ଷ ବୟସରେ ପାଦ ଥାପିଛନ୍ତି।...

ଆତ୍ମନିର୍ଭର ଭାରତ ଅଭିଯାନ – ଚାଷୀ, ଗରିବ, ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୋଦୀ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=Nj8M51Kzv2U କରୋନା ମାଡ଼ ଭାରତର ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି। ହେଲେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ, ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଆତ୍ମନିର୍ଭର ଭାରତ ଅଭିଯାନରେ ପ୍ୟାକେଜ...
DRDO

DRDO ଅଧୀନରେ ସାଇଣ୍ଟିଷ୍ଟ-ବି ପଦବୀରେ ୧୬୭ ଜଣଙ୍କ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ   RAC (ରିକ୍ରୁଟମେଣ୍ଟ ଆଣ୍ଡ୍ ଆସେସମେଣ୍ଟ ସେଣ୍ଟର) ତରଫରୁ DRDO ଅଧୀନରେ ସାଇଣ୍ଟିଷ୍ଟ-ବି ପଦବୀରେ ସମୁଦାୟ ୧୬୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଜୁଲାଇ ୧୦ ତାରିଖ...

ଖୁବ୍‌ଶୀଘ୍ର ଲାଗୁ ହେବ ୱାନ୍‌ ନେସନ, ୱାନ୍‌ ରାସନ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରା ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ୱାନ୍‌ ନେସନ୍‌, ୱାନ୍‌ ରାସନ କାର୍ଡ। ଏହି କାର୍ଡ ପ୍ରଚଳନ ହେଲେ ପ୍ରବାସୀମାନେ ଯେକୌଣସି ରାଜ୍ୟର ରାସନ ଡିପୋକୁ ଯାଇ ରାସନ ପାଇପାରିବେ।...