National

କରୋନା ଯୋଦ୍ଧା – ଛୁଟି ନ ନେଇ ୯ ମାସର ଗର୍ଭବତୀ ନର୍ସ କରୁଛନ୍ତି ରୋଗୀଙ୍କ ସେବା

 ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ମାସର ଗର୍ଭବତୀ ଅବସ୍ଥାରେ ରୋଗୀଙ୍କ ସେବା କରି ଉଦାହରଣ ପାଲଟିଛନ୍ତି କର୍ଣ୍ଣାଟକର ଜଣେ ନର୍ସ ରୁପା ପ୍ରବୀଣ। ଦେଶ ଯେଉଁ ମାରାତ୍ମକ କରୋନା ସହ ଯୁଦ୍ଧ କରିଛି ସେଥିରେ ଯୋଦ୍ଧା ସାଜିଛନ୍ତି...

ଆଜି ଦେଶବାସୀଙ୍କୁ କ’ଣ କହିବେ ମୋଦୀ – ବଢ଼ିବ କି ଲକ୍‌ଡାଉନ୍‌ ଅବଧି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ମାସରେ ପଞ୍ଚମ ଥର ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ରାତି ୮ଟାରେ ଏହି କାର୍ଯ୍ୟକ୍ରମ ରହିଛି। ତେବେ...
western coalfields ltd

ଓ୍ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍: ଗ୍ରାଜୁଏଟ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀ ପାଇଁ ଚାଲିଛି ଆବେଦନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓ୍ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ ଅଧୀନରେ ଗ୍ରାଜୁଏଟ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀରେ ଯଥାକ୍ରମେ ୧୦୧ ଏବଂ ୨୦୨ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଜିଠାରୁ ଆସନ୍ତା ମେ...

କାହିଁକି ପାଳିତ ହୁଏ ବିଶ୍ୱ ନର୍ସ ଦିବସ? ପଢ଼ନ୍ତୁ ନର୍ସିଂ ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ କାହାଣୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କୁ ନର୍ସିଂର ପ୍ରତିଷ୍ଠାତା ବୋଲି କୁହାଯାଏ। ଲେଡି ଓ୍ୱିଥ୍‌ ଲ୍ୟାମ୍ବ ଭାବେ ବି ସେ ପରିଚିତ। ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ ୧୮୨୦, ମେ’ ୧୨ରେ ଇଂଲଣ୍ଡରେ ଏକ ଧନୀ ପରିବାରେ...

ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ଵୋଧନ କରିବେ ମୋଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଙ୍କଟ ମଧ୍ୟରେ ଆଜି ପୁଣି ଦେଶବାସୀଙ୍କୁ ସମ୍ଵୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାତି ୮ଟାରେ ସେ ଏହି ସମ୍ଵୋଧନ କରିବେ। ଏନେଇ ପିଏମ୍‌ଓ ପକ୍ଷରୁ ଟୁଇଟ କରି ସୂଚନା...

ରାମାୟଣ ସୁଟିଂ ବେଳେ ପୋଡ଼ି ଯାଇଥିଲା ‘ମନ୍ଥରା’ଙ୍କ ପାଦ – ତଥାପି ଜାରି ରଖିଥିଲେ ସୁଟିଂ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରାମାନନ୍ଦ ସାଗରଙ୍କ ରାମାୟଣରେ ଏକ ସିନ୍‌ ସୁଟିଂ ବେଳେ ମନ୍ଥରା ଭୂମିକାରେ ଅଭିନୟ କରିଥିବା ଲଳିତା ପାଓ୍ୱାରଙ୍କ ପାଦ ନିଆଁରେ ଜଳିଯାଇଥିଲା। ତଥାପି ସେ ସୁଟିଂ ଜାରି ରଖିଥିଲେ। ବଲିଉଡରେ ଲଳିତା...
DDA

DDA ଅଧୀନରେ ଏସ୍.ଓ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA) ଅଧୀନରେ ଡେପୁଟି ଡିରେକ୍ଟର, ଆକାଉଣ୍ଟ୍ସ୍ ଅଫିସର୍ ଓ ପ୍ଲାନିଂ ଆସିଷ୍ଟାଣ୍ଟ ଆଦି ବିଭିନ୍ନ ପଦବୀରେ ସମୁଦାୟ ୬୩୭ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।...

କରୋନା ମହାମାରୀ ସହ ଲଢ଼େଇ ପାଇଁ ଉର୍ବଶୀ ଦେଲେ ୫ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଯୁଦ୍ଧ ପାଇଁ ବଲିଉଡ ସେଲିବ୍ରିଟିମାନେ ଦେଶକୁ ସାହାଯ୍ୟ କରିଚାଲିଛନ୍ତି। ଏବେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏହି ଯୁଦ୍ଧରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏବଂ ତାଙ୍କ ତରଫରୁ ମହାମାରୀ...

ଅମିତାଭଙ୍କ ଫିଲ୍ମ ‘ଡନ୍‌’ ପୂରା କଲା ୪୨ ବର୍ଷ – ଏବେ ବି ମନେ ଅଛି ‘ଖାଇକେ ପାନ...

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୪୨ ବର୍ଷ ପୂର୍ବେ ଆଜିର ଦିନରେ ରିଲିଜ୍‌ ହୋଇଥିଲା ବ୍ଲକ ବଷ୍ଟର ଫିଲ୍ମ ‘ଡନ୍‌’। ଏଥିରେ ‘ଡନ୍‌’ ହୋଇଥିଲେ ଅମିତାଭ ବଚ୍ଚନ। ବିଗ୍‌ ଅମିତାଭ ବଚ୍ଚନଙ୍କ ସୁପରହିଟ ଫିଲ୍ମ ‘ଡନ୍‌’ ଆଜି...

ବିଶ୍ୱର ବିଭିନ୍ନ ଦେଶରେ ରହିଛି ଅଲଗା ରଙ୍ଗର ପାସପୋର୍ଟ – ଜାଣନ୍ତୁ, ଏହା ପଛର କାରଣ?

ଓଡ଼ିଶାଲାଇଭ୍ ବ୍ୟୁରୋ ପାସପୋର୍ଟ ଗୋଟିଏ ଦେଶର ଲୋକ ପାଇଁ ଏକ ନାଗରିକତାର ପରିଚୟ। ଯାହା ବିନା ଜଣେ ବ୍ୟକ୍ତି ବିଦେଶକୁ ଯାଇପାରିବ ନାହିଁ। ତେଣୁ ପ୍ରତ୍ୟେକ ଦେଶରେ ତାର ନାଗରିକଙ୍କ ପାଇଁ ପାସପୋର୍ଟ ବ୍ୟବସ୍ଥା...