ସବସିଡି – ଦେଶର ରାଜକୋଷ ଉପରେ ଚାପ
ଭାସ୍କର ପରିଚ୍ଛା
ଭାରତରେ ବିଭିନ୍ନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସବସିଡି ପ୍ରଦାନ କରାଯାଉଛି। କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ ଆଦିରେ ମାଗଣା ସେବା ସହ ବିଭିନ୍ନ ସାମଗ୍ରୀ...
ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ ଓଡ଼ିଶାରେ କୃଷି କ୍ଷେତ୍ରର ସ୍ଥିତି
ଭାସ୍କର ପରିଚ୍ଛା
ଦେଶ ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାର ଅର୍ଥନୀତିରେ କୃଷି କ୍ଷେତ୍ରର ବିଶେଷ ପ୍ରଭାବ ରହିଛି। ତେବେ କିଛି...
ପୁଣିଥରେ ଗୀତଗୋବିନ୍ଦ ବିବାଦ, ଏନ୍ସିଇଆର୍ଟି ବହିରେ କବି ଜୟଦେବଙ୍କୁ ପଶ୍ଚିମବଙ୍ଗର ଦର୍ଶାଇବାକୁ ନେଇ ତୀବ୍ର ବିରୋଧ
ଭାସ୍କର ପରିଚ୍ଛା
ବିଶ୍ୱବିଖ୍ୟାତ ଉତ୍କଳୀୟ କବି ତଥା ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କୁ ନେଇ ପୁନର୍ବାର ବିବାଦ ଆରମ୍ଭ ହୋଇଛି। ଏଥର ଏହି ବିବାଦର ସୂତ୍ରଧର ସ୍ୱୟଂ ଭାରତ ସରକାରଙ୍କ ସଂସ୍ଥା ଜାତୀୟ ଶିକ୍ଷା ଗବେଷଣା...
ଦୁବାଇରେ ଜଳବାୟୁ ଶିଖର ସମ୍ମିଳନୀ କୋପ୍-୨୮: ବିଶ୍ୱ ତାପମାତ୍ରା ବୃଦ୍ଧିକୁ କମାଇବା ପାଇଁ ଚାଲିଛି ମାନସମନ୍ଥନ
ଭାସ୍କର ପରିଚ୍ଛା
ଦୁବାଇରେ ଜାତିସଂଘ ଦ୍ଵାରା ଆୟୋଜିତ ୨୮ତମ ଜଳବାୟୁ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। କୋପ୍ ୨୮ ନାମରେ ପରିଚିତ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ...
ସ୍କୁଲ୍ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ସହ ମୁକାବିଲାକୁ କରିବ ବ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ବର୍ଷ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଏକ ବଡ଼...
ପାରିବାରିକ ପତ୍ରିକା ‘ରେବତୀ’ର ମେ’ ୨୦୨୩ ସଂଖ୍ୟା – ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ପାରିବାରିକ ପତ୍ରିକା ରେବତୀର ମେ’ ୨୦୨୩ ସଂଖ୍ୟା ବଜାରକୁ ଆସିଛି।
ଚଳିତ ସଂଖ୍ୟାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଛି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପରେ ଆଧାରିତ ବିଷୟ ‘ଖିଆଲି ଶାନ୍ତନୁ’।...
ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତି ପାଇଁ କାହାକୁ ଦାୟୀ କରିବା?
କପିଳାସ ଭୂୟାଁ
ଗାନ୍ଧୀବାଦୀ ନେତା ତଥା ସ୍ଵାଧୀନତା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ (୧୯୫୦-୧୯୫୬) ବିକୃତ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧର ସ୍ଵର କ୍ରମେ ତେଜିବା ଆରମ୍ଭ କରିଛି।...
ଭିନ୍ନକ୍ଷମ ହେଲେ ବି ତାଙ୍କ ଭିତରେ ରହିଛି ଭିନ୍ନ ଏକ କ୍ଷମତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ। ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ। ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ। କାରଣ...
ଅବ୍ୟବସ୍ଥାରୁ ବ୍ୟବସ୍ଥିତ ହୋଇଥିଲା ଓଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୨୭)
ଡକ୍ଟର ଫକୀର ମୋହନ ନାହାକ
‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...
ସମାନତାର ରଜ୍ଜୁରେ ରାକ୍ଷୀ ଓ ସୁରକ୍ଷା
ସ୍ନେହ ମିଶ୍ର
ରାକ୍ଷୀ ପୂର୍ଣ୍ଣିମା ଏମିତି ଏକ ପର୍ବ ଯାହାର ଅପେକ୍ଷା ସବୁ ଭାଇ ଭଉଣୀ କରନ୍ତି। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ।
ସବୁଥର ଭଳି ଏଥର ମଧ୍ୟ ରାକ୍ଷୀ ପୂର୍ଣ୍ଣିମାରେ...