ଛତିଶଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ : ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ରାଜ୍ୟରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ। ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁର ଜିଲ୍ଲା ବାସାଗୁଡ଼ାରେ ଶନିବାର ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ମାଓବାଦୀ ଓ ସୁରକ୍ଷାକର୍ମୀ। ମାଓବାଦୀଙ୍କ...

ରାଜ୍ୟରେ ଦୈନିକ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଶହ ଉପରେ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧,୫୩୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୧ ତାରିଖ ରିପୋର୍ଟ ଅନୁଯାୟୀ ୧,୫୭୨ ଜଣ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ନୂଆ...

ଶୁଣିଲାନି ପ୍ରଶାସନ : କାଶୀପୁର ବ୍ଲକର ଦୁଇ ମୁହାଁଣ ନଦୀ ଉପରେ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡ଼ିବାଲି ପଞ୍ଚାୟତର ୭ଟି ଗାଁ ପଣସଗୁଡ଼ା, ପୁଷଘାଟି, କାନ୍ଦ୍ରମୁଇଁ, କେଶମୁଇଁ, କୁଟିଗାଁ, କୁଟିମୁଇଁ ଓ ପାଡ଼ାରିଗୁଡ଼ାର ଲୋକେ ଯାତାୟାତ ପାଇଁ...

ହିଜାବ ବିବାଦ : ରାୟ ନଆସିବା ଯାଏଁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଉପରେ ଗୁରୁବାର ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ...

ରାଜ୍ୟରେ ଦିନକରେ କୋଭିଡ ମୃତ୍ୟୁ ସଂଖ୍ୟା ୮୮୩୮କୁ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୨୦ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛନ୍ତି। କୋଭିଡ ମୃତ୍ୟୁ ସଂଖ୍ୟା ୮,୮୩୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ସର୍ବାଧିକ ୪ ଜଣ...

ଆରମ୍ଭ ହେଲା ୟୁପି ବିଧାନସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟରେ ୫୭.୭୯ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଉତ୍ତର ପ୍ରଦେଶ(ୟୁପି) ବିଧାନସଭା ନିର୍ବାଚନ ମହାସମର। ବିଧାନସଭା ୨୦୨୨ର ପ୍ରଥମ ଚରଣ ଭୋଟ ଗ୍ରହଣ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ପ୍ରଥମ...

ଭୁବନେଶ୍ଵର ଉପକଣ୍ଠସ୍ଥିତ ଭଗବାନପୁରକୁ ସ୍ଥାନାନ୍ତର ହେବ ୧ ନମ୍ବର ପରିବା ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ବର୍ଷ ଧରି ଭୁବନେଶ୍ଵର ୟୁନିଟ ୧ରେ ଚାଲିଆସୁଥିବା ହୋଲସେଲ ପରିବା ହାଟର ଠିକଣା ବଦଳିବାକୁ ଯାଉଛି। ୟୁନିଟ ୧ରୁ ଏହି ପରିବା ହାଟକୁ ଭୁବନେଶ୍ଵର ଉପକଣ୍ଠସ୍ଥିତ ଭଗବାନପୁରକୁ ସ୍ଥାନାନ୍ତର କରାଯିବ।...

ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ସହ ଅନ୍ୟ ଦଳର...

ପୁରୀ ରାଜକୁମାରୀଙ୍କ ହାତଗଣ୍ଠି ପଡ଼ିଲା, ରୋଷଣୀରେ କମ୍ପିଲା ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର ବୈଦିକ ରୀତିନୀରେ ଶେଷ ହୋଇଛି। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ କରିଛନ୍ତି ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ।...

‘ହିଜାବ’ : କର୍ଣ୍ଣାଟକରୁ ସାରା ଦେଶକୁ ବ୍ୟାପିଲାଣି ଏହି ବିବାଦ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ହିଜାବକୁ ନେଇ ମୁଣ୍ଡ ଟେକିଥିବା ବିବାଦ ଏବେ ହିଂସାତ୍ମକ ରୂପ ଧାରଣ କରିଛି। ସାରା ଦେଶରେ ହିଜାବ ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ...