ବର୍ଦ୍ଧମାନ ରାଜକୁମାରଙ୍କ ଜୀବନ ସାଥୀ ହେବେ ଗଜପତି ମହାରାଜାଙ୍କ ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ଵରସ୍ଥିତ ହୋଟେଲ ମେ’...
ହ୍ୟୁଣ୍ଡାଇ ପାକିସ୍ତାନର ବିବାଦୀୟ ଟ୍ଵିଟ : ଭାରତରେ ହ୍ୟୁଣ୍ଡାଇକୁ ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ଉପରେ ହ୍ୟୁଣ୍ଡାଇ ପାକିସ୍ତାନର ଏକ ବିବାଦୀୟ ଟ୍ଵିଟର ପୋଷ୍ଟକୁ ନେଇ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନି ନିଜର ଭୁଲକୁ ନେଇ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ...
ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ ଓଏସଏସଟିଇଟି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୯ ତାରିଖ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା(ଓଏସଏସଟିଇଟି) ପରୀକ୍ଷା କରାଯିବ। ରାଜ୍ୟର ମୋଟ ୩୩୮ଟି କେନ୍ଦ୍ରରେ ଏହି ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ୭୨,୨୮୦ ଜଣ ପ୍ରାର୍ଥୀ ଓଏସଏସଟିଇଟି...
୫ ସରକାରୀ ବାବୁଙ୍କୁ ବାଧ୍ୟତାମୂଳକ ଅବସର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଓ ଅପାରଗତା ଅଭିଯୋଗ ପରେ ରାଜ୍ୟ ସରକାର ଏହିଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାଧ୍ୟତାମୂଳକ...
ଭକ୍ତଙ୍କ ଦର୍ଶନ ପାଇଁ ୧୨ରୁ ଖୋଲିବ ଭୁବନେଶ୍ଵରର ସବୁ ଧର୍ମାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ଵରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ସମ୍ପୂର୍ଣ୍ଣ ଟିକା ନେଇଥିବା ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ। ମନ୍ଦିର ପ୍ରବେଶ...
ଚିରନିଦ୍ରାରେ ‘ମହାଭାରତ’ର ଭୀମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ଧାରାବାହିକ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ପ୍ରବୀଣ କୁମାର ସୋବତୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା ପ୍ରବୀଣ କୁମାର...
ରାଜ୍ୟରେ ୯ରୁ ପୁଣି ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସକ୍ରିୟ ରହିଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବ୍ରୁଆରି ୯ ଓ ୧୦ ତାରିଖରେ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ପଶ୍ଚିମ ଓ...
ଭିଜେଇ ଚାଲିଗଲେ କୋକିଳ କଣ୍ଠୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଶୁଣିବାକୁ ମିଳିବନି ସ୍ଵର ସମ୍ରାଜ୍ଞୀଙ୍କ ମଧୁର ଗୁଞ୍ଜନ। ଚିରଦିନ ପାଇଁ ନୀରବିଗଲେ ବାଣୀକନ୍ୟା ଲତା ମଙ୍ଗେସକର । କୋଟି କୋଟି ଜନତାଙ୍କ ହୃଦୟକୁ ଭାଙ୍ଗି ଦେଇ ଚାଲିଗଲେ ଅପହଞ୍ଚ ଦୁନିଆଁକୁ।
ଲତା...
ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ ନାଗାର୍ଜୁନ ବିଡ଼ିକା
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ ଦିବ୍ୟାଙ୍ଗ, ଅକର୍ମଣ୍ୟ ନୁହେଁ। ନିର୍ବାଚନ ପରେ ନିର୍ବାଚନ ଆସୁଛି। ଜଣକ ପରେ ଜଣେ ପ୍ରାର୍ଥୀ ବଦଳୁଛନ୍ତି। କିନ୍ତୁ ପଛୁଆ ଅଞ୍ଚଳ ଭାବେ ପରିଚିତ ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ଭାଗ୍ୟ...
କୋହଳ ହେଲା ନିର୍ବାଚନ କଟକଣା : ଏଣିକି ୨୦ ଜଣଙ୍କୁ ନେଇ ପ୍ରଚାର କରିପାରିବେ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କୋଭିଡ କଟକଣା ଯୋଗୁଁ ନିର୍ବାଚନ ପ୍ରାଚାର ଠିକ୍ ଭାବେ କରିପାରୁ ନଥିଲେ ପ୍ରାର୍ଥୀ। ମାତ୍ର ୫ ଜଣଙ୍କୁ ସାଙ୍ଗରେ ଧରି ପ୍ରଚାର ପାଇଁ ପ୍ରାର୍ଥୀଙ୍କୁ ଅନୁମତି...





















