ଓଡ଼ିଶାର ମାଇକେଲ୍‌ ଦେବବ୍ରତ ପାତ୍ରଙ୍କୁ ଜାଣନ୍ତୁ, ଯିଏ ହେଲେ ରିଜର୍ଭ ବ୍ୟାଙ୍କ୍‌ର ଡେପୁଟୀ ଗଭର୍ଣ୍ଣର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରିଜର୍ଭ ବ୍ୟାଙ୍କ୍‌ର ମନିଟାରୀ ପଲିସି ଏକ୍ସପର୍ଟ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ହେଲେ ଆର୍‌ବିଆଇ ଡେପୁଟୀ ଗଭର୍ଣ୍ଣର। ଭାରତୀୟ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ...

ସଂକ୍ରାନ୍ତି ପୁରୁଷ ଫକିରମୋହନ ସେନାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା...

ଆମ ସଂସ୍କୃତିରେ ଦୋଳଯାତ୍ରା ଓ ହୋଲି ଉତ୍ସବ

ସୁରେଶ କୁମାର ପ୍ରଧାନ ଆମର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ପର୍ବପର୍ବାଣୀ ପାଳନର ଧାରା ବହୁ ପ୍ରାଚୀନ। ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା...

ଶୂନ୍ୟ ଓ ବ୍ରହ୍ମ

 ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି...

ନୂଆବର୍ଷର ଅନୁଚିନ୍ତା: ଓଡ଼ିଆ ଭାଷାର କିଏ ଭରସା!

କପିଳାସ ଭୂୟାଁ ୨୦୧୯ ଶେଷ ହୋଇ ନୂଆବର୍ଷ ୨୦୨୦ ଆରମ୍ଭ ହେବ। ପୁରୁଣାକୁ ପଛରେ ଛାଡ଼ି ଆମେ ସମସ୍ତେ ଆଗକୁ ବଢ଼ିବା। ପୁରୁଣା ବର୍ଷରେ ଘଟିଥିବା ବହୁତ କିଛି ବାବଦରେ ଆମେ ଚିରାଚରିତ ଭାବେ...

ଜେନେରାଲ ବିପିନ ରାୱତଙ୍କୁ ଜାଣନ୍ତୁ, ଯିଏ ହେଲେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ(ସିଡିଏସ୍‌) ହେଲେ ଜେନେରାଲ ବିପିନ ରାୱତ। ବର୍ତ୍ତମାନ ସେ ଭାରତର ତିନି ସେନା ଜଳ, ସ୍ଥଳ ଓ ଆକାଶ ବାହିନୀର ମୁଖ୍ୟ ଭାବେ କାର୍ଯ୍ୟକରିବେ। ଚିଫ୍‌...

ଚାଉ ଏନ ଲାଇ, କ୍ରିଷ୍ଣା ମେନନ୍ ଓ ବିଜୁ ପଟ୍ଟନାୟକ

ଭାସ୍କର ପରିଚ୍ଛା ଜଣେ ବୈମାନିକ ଭାବରେ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ କାହାଣୀ ଓ କାର୍ଯ୍ୟ ସମ୍ପର୍କରେ ଅନେକ ଘଟଣା କୁହାଯାଏ ଓ ଶୁଣାଯାଏ। ବିମାନ ଚାଳନାରେ ତାଙ୍କର ଦକ୍ଷତା ଓ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ...

ପୁରସ୍କାରକୁ ନମସ୍କାର

ଜଗନ୍ନାଥ ପ୍ରସାଦ ଦାସ ସବୁ ପ୍ରକାରର ପୁରସ୍କାର ସବୁବେଳେ ବିବାଦାସ୍ପଦ, ତେବେ ସାହିତ୍ୟ ପାଇଁ ପୁରସ୍କାର ଏ ଦିଗରେ ସବୁଠାରୁ ଆଗରେ। ଜଣେ କେହି ପୁରସ୍କାର ପାଇଲେ ସେ ଯଦି ଗୋଟିଏ ପାଖରେ ଅଭିନନ୍ଦନର...

ଫୋବ୍‌ର୍ସ ବିଶ୍ୱର ଶକ୍ତିଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫୋର୍ବ୍‌ସ ବିଶ୍ୱର ଶକ୍ତିଶାଳୀ ୧୦୦ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳାଙ୍କ ସହିତ ଭାରତରୁ ଏଚ୍‌ସିଏଲ୍‌ କର୍ପୋରେସନ ସିଇଓ ଏବଂ ନିର୍ଦ୍ଦେଶିକା ରୋଶନୀ ନାଦର ମାଲହୋତ୍ରା,...

ଚୁପ ରହିବାର ଅପରାଧ

ଜଗନ୍ନାଥ ପ୍ରସାଦ ଦାସ ଅନେକ ସମୟରେ ଖବରକାଗଜ ବା ଟେଲିଭିଜନରେ ପ୍ରସାରିତ କିଛି ଫଟୋ ଓ ଭିଡିଓ କାଳକ୍ରମେ ‘ଆଇକନ୍’  ବା ପ୍ରତିମାର ମର୍ଯ୍ୟାଦା ପାଇଥାନ୍ତି। ପୃଥିବୀର ମିଡିଆ ଇତିହାସରେ ଏ ଭଳି କେତୋଟି...