ପୁରୀରେ ନରେନ୍ଦ୍ର ମୋଦୀଙ୍କ ବିଶାଳ ରୋଡ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ବିଶାଳ ରୋଡ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ବଡ଼ଠାକୁରଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିଲା ନରେନ୍ଦ୍ର ମୋଦୀଙ୍କ ରୋଡ...
ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ସକାଳ ୯ଟା ସୁଦ୍ଧା ୬.୮୭ ପ୍ରତିଶତ ମତଦାନ...
ଭୋଟ୍ ଦେଉଛି ଓଡ଼ିଶା: ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଆରମ୍ଭ ହେଲା ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ...
ସୁନ୍ଦରଗଡ଼ ଲୋକସଭା ଆସନ: ପୁଣି ଜୁଏଲଙ୍କ ଭାଗରେ ପଡ଼ିବ ନା ବାଜି ମାରିବେ ଦିଲ୍ଲୀପ?
ସତୀଶ ଶର୍ମା
ସୁନ୍ଦରଗଡ଼ ଲୋକସଭା ଆସନରେ ଜୁଏଲ ଓରାମ ପୁଣି ବାଜି ମାରିବେ ନା ଦିଲ୍ଲୀପ ପିନ୍ଧିବେ ବିଜୟ ମୁକୁଟ, ଏପେଟେ ଗଡ଼କୁ ଫେରିବା ଆଶାରେ ରହିଛନ୍ତି ଜନାର୍ଦ୍ଦନ।
ସୁନ୍ଦରଗଡ଼ ଲୋକସଭା ଆସନରେ ଏଥର ଦେଖିବାକୁ ମିଳିବ...
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାର ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଭୋଟ ଦେବେ ୭୯ ଲକ୍ଷରୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୦ ତାରିଖରେ ଓଡ଼ିଶାର ୫ଟି ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ...
ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ, ନା ବିଜେଡି-ବିଜେପି ମାରିନେବେ ବାଜି
ସତୀଶ ଶର୍ମା
ରାଜଗାଙ୍ଗପୁର ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି।
ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ...
ଓଡ଼ିଶାର ବିକାଶ ପାଇଁ ଏଥର ସରକାର ବଦଳିବା ଦରକାର – ହେମାମାଳିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟର ବିକାଶ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାରେ ଦୁର୍ନୀତି ଏବଂ ବେରୋଜଗାରୀ ବଢ଼ିଛି।...
ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବ ବିଜେପି – ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨ ଦିନ ଥିବାବେଳେ ଶୁକ୍ରବାର ରାଉରକେଲାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ସେ ଏଠାରେ ବିଜେପିର ବିଜୟ ସଂକଳ୍ପ...
ପୁରୀ ବିଧାନସଭା ଆସନ ଲାଗି ଏଥର ହେବ କଡ଼ା ଟକ୍କର: ଦଳ ନା ବ୍ୟକ୍ତିତ୍ଵକୁ ମିଳିବ ଜିତାପଟ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ପୁରୀ ବିଧାନସଭା ବାଜି ବିଜେପି ହାତକୁ ଯିବ ନା ଗଡ଼ ଫେରିପାଇବ ବିଜେଡି, ଜିତିବା ଲକ୍ଷ୍ୟରେ ବି ରହିଛି କଂଗ୍ରେସ।
ପୁରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...
ରାଉରକେଲାରେ ରୋଚକ ହେବ ନିର୍ବାଚନ: ୧୦ ବର୍ଷ ପରେ ପୁଣି ଦିଲ୍ଲୀପ-ସାରଦା ଲଢ଼େଇ
ସତୀଶ ଶର୍ମା
ଚଳିତ ନିର୍ବାଚନ ସମୟରେ ରାଉରକେଲା ବିଧାନସଭା ଆସନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ୨୦୧୪ ଭଳି ୨୦୨୪ରେ ରାଉରକେଲା ପୁଣିଥରେ ବଡ଼ ଲଢ଼େଇ ଦେଖିବାକୁ ଯାଉଛି। ଏଥର ରାଉରକେଲା ଆସନ ବିଜେଡି...





















