ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ...

ଜୁନ ୧୩ରେ ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୧୩ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଏ ନେଇ ବୁଧବାର ଦିନ ବିଧାନସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଖୁବଶୀଘ୍ର ବିଧାନସଭାର ନୂଆ ମୁଖିଆ ପଦ ସମ୍ଭାଳିବେ। ବାଚସ୍ପତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ନେତା

ଓଡ଼ିଶାଲାଇଭ୍ ବ୍ୟୁରୋ   ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ମେ’ ୪ ତାରିଖରେ ଏକାବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେବା ପରେ ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ...

ନୂଆ ମନ୍ତ୍ରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାତାରାତି ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହେଲା। ଏକା ବେଳକେ ୨୦ ଜଣ ମନ୍ତ୍ରୀ ସାମୁହିକ ଇସ୍ତଫା ଦେଲେ। ମେ’ ୫ ତାରିଖରେ ରାଜ୍ୟ ସରକାରଙ୍କର ନୂଆ ଟିମ୍ ଗଠନ ହେଲା।...

ନବୀନଙ୍କ ନୂଆ ଟିମ୍: କିଏ ମିଶିଲେ, କିଏ ଖସିଲେ?

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ତେବେ ନୂଆ ମନ୍ତ୍ରିମଣ୍ଡଳରେ କିଏ ନୂଆ ସାମିଲ ହେଲେ...

ନୂଆ ମନ୍ତ୍ରୀଙ୍କୁ ଦାୟିତ୍ଵ: କାହାକୁ ମିଳିଲା କେଉଁ ବିଭାଗ?

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇ ଗଠନ ହେଲା ନୂଆ ଟିମ୍। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ମୋଟ ୨୧ ଜଣ। ଏମାନଙ୍କ ମଧ୍ୟରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ଏବଂ...

ଗଠନ ହେଲା ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ: ଶପଥ ନେଲେ ୨୧ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଠନ ହୋଇଛି ନବୀନ ସରକାରଙ୍କର ନୂଆ ମନ୍ତ୍ରିମଣ୍ଡଳ। ରବିବାର ଶପଥ ଗ୍ରହଣ କରିଛନ୍ତି ନୂଆ ମନ୍ତ୍ରୀଗଣ। ପୁରା ମନ୍ତ୍ରିମଣ୍ଡଳର ହୋଇଛି ନବକଳେବର। ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ମୋଟ ୨୧ ଜଣ।...

ନବୀନଙ୍କ ନୂଆ ଷ୍ଟାଇଲ୍‌ – ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ସରୋଜ କୁମାର ମହାପାତ୍ର ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ନବକଳେବର। ପଞ୍ଚମ ପାଳି ସରକାରର ତୃତୀୟ ବର୍ଷ ପୂରଣ ପରେ ନବୀନଙ୍କ ନୂଆ ଷ୍ଟାଇଲକୁ ନେଇ ଜୋରଦାର ଚର୍ଚ୍ଚା। ଓଡ଼ିଶା ରାଜନୀତିକ ଇତିହାସରେ ଆଉ ଏକ ନୂଆ...

କ୍ରାନ୍ତିକାରୀ ନେତା ଭାଗବତ ବେହେରାଙ୍କୁ ନୟାଗଡ଼ରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ମାଟିର ଲୋକପ୍ରିୟ ନେତା ସ୍ୱର୍ଗତ ଭାଗବତ ବେହେରାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱର୍ଗତ ନେତାଙ୍କର ଏକବିଂଶତମ...

ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ସୂର୍ଯ୍ୟନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ଶନିବାର ଦିନ ସେ ନିଜ ଇସ୍ତଫାପତ୍ର ଉପବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଉପବାଚସ୍ପତି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ୨୦୧୯ ମସିହାରୁ ସୂର୍ଯ୍ୟନାରାୟଣ ପାତ୍ର...