ସରକାରଙ୍କୁ ବିଜେପି ଯୁବମୋର୍ଚ୍ଚା ପଚାରିଲା ପ୍ରଶ୍ନ – ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେରୋଜଗାର ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ବେରୋଜଗାର ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି ଯୁବ ମୋର୍ଚ୍ଚା। ଓଡ଼ିଆ ଯୁବକଙ୍କୁ କେବେ ନିଯୁକ୍ତି ଦେବ ପ୍ରଶ୍ନ...

ଓଡ଼ିଶା ସରକାର ଟଙ୍କା ଖର୍ଚ୍ଚ କରି ପାରୁ ନାହାନ୍ତି – ରାମ ମାଧବ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ଯେ କେନ୍ଦ୍ରରୁ ଯେତେ ଅର୍ଥ ଆସୁଛି ଓଡ଼ିଶା ସରକାର ତାହାକୁ ଖର୍ଚ୍ଚ କରି ପାରୁ ନାହାଁନ୍ତି। ନରେନ୍ଦ୍ର ମୋଦୀ ସରକାର...

ସର୍ବକ୍ଷମା ଆବେଦନ ଅବଧିକୁ ନେଇ ବିଧାନସଭାରେ ହଙ୍ଗାମା  – ମନ୍ତ୍ରୀ କହିଲେ ଆଉ ବଢ଼ିବନି ସମୟ ସୀମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ବଢ଼ିବନି ସର୍ବକ୍ଷମା ଅବଧି। ଯେଉଁ ଲୋକମାନେ ୨୦ ତାରିଖ ସୁଦ୍ଧା ସର୍ବକ୍ଷମା ପାଇଁ ଆବେଦନ କରିଛନ୍ତି ସେମାନଙ୍କ କଥା ବିଚାରକୁ ନିଆଯିବ। ଏଥିସହିତ ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ ଏଥିପାଇଁ...

ବିଜେଡିକୁ ଟାର୍ଗେଟ କଲେ ନିରଞ୍ଜନ – କହିଲେ ରାଜ୍ୟ ବଜେଟ୍ ହତାଶଜନକ, ଚାଷୀ ପୁଅଙ୍କ ଅସୁବିଧା ବୁଝୁନି ଶାସକ...

ଓଡ଼ିଶାଲାଇଭ୍ ବ୍ୟୁରୋ “ଏଥରକ ରାଜ୍ୟ ବଜେଟ୍ ହେଉଛି ଏକ ହତାଶ ବଜେଟ୍। ଲୋକମାନଙ୍କ କୌଣସି ପ୍ରତିଶ୍ରୁତିକୁ ସରକାର ରକ୍ଷା କରିନାହାନ୍ତି। ପୂର୍ବବର୍ଷ ତୁଳନାରେ ଏଥରର ବଜେଟ୍ ମାତ୍ର ୯ ହଜାର କୋଟି ଅଧିକ”, ପିସିସି...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରହିବ ଉଭୟ କେନ୍ଦ୍ର ଓ ରାଜ୍ୟର ଲୋଗୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଲୋଗୋ ବ୍ୟବହୃତ ହେବ। ଏନେଇ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ...

ବାଙ୍କୀ ଡବଲ୍ ମର୍ଡର – ଦୁଇ ଜଣଙ୍କୁ ଗିରଫ କଲା ପୋଲିସ୍

ଓଡ଼ିଶାଲାଇଭ ବ୍ୟୁରୋ କଟକ: ବାଙ୍କୀ ଡବଲ୍ ମର୍ଡର ଘଟଣାରେ ବୁଧବାର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଦା ଗ୍ରାମର ଭାଗବତ ପ୍ରଧାନଙ୍କ ପୁଅ ବଳଭଦ୍ର ପ୍ରଧାନ ଓ ବାବାଜୀ...

ବିଧାନସଭାରେ ମିଳୁନି ସଠିକ୍ ଉତ୍ତର – ମନ୍ତ୍ରୀଙ୍କୁ ଘେରିଲେ ଶାସକ ଓ ବିରୋଧୀ ସଭ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଧାନସଭାରେ ପ୍ରଶ୍ନ ପଚରା ଯାଉଛି ଗୋଟେ, ହେଲେ ଉତ୍ତର ମିଳୁଛି ଆଉ ଗୋଟେ। ଏହାକୁ ନେଇ ବିଧାନସଭାରେ ହଙ୍ଗାମା ସୃଷ୍ଟି ହୋଇଛି। ବିରୋଧୀ ଦଳ ସରକାରଙ୍କୁ ଏହି ପ୍ରସଙ୍ଗକୁ ନେଇ ଘେରିଥିଲେ। ଆଜି...

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି। କଂଗ୍ରେସର ସଦସ୍ୟ ସଂଖ୍ୟ ଅଧିକ ଥାଇ ମଧ୍ୟ ବିଜେଡିର ବିଜୟ ବର୍ତ୍ତମାନ...

ପୂଜାରୀଙ୍କ ବଜେଟରେ ‘ପୁଷ୍ଟି’ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ପାଇଁ ଆଣିଥିବା ବଜେଟରେ ଗୋଟିଏ ନୂଆ କଥା ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ଶିଶୁ ଓ ମହିଳାଙ୍କ ପୁଷ୍ଟି ସାଧନ ପାଇଁ ବ୍ୟାପକ ଅର୍ଥ...

କୃଷି ପାଇଁ ସରକାରଙ୍କ ଦରଦ – ତିନି ଗୁଣ ଅଧିକ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ବିଧାନସଭାରେ ଯେଉଁ ବଜେଟ ଆଗତ କରିଥିଲେ ସେଥିରେ କୃଷି ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ୨୦୨୦-୨୧ ପାଇଁ ମୋଟ ୧୯ ହଜାର...