ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାର ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ରରେ ଭୋଟ ଦେବେ ୭୯ ଲକ୍ଷରୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମେ’ ୨୦ ତାରିଖରେ ଓଡ଼ିଶାର ୫ଟି ଲୋକସଭା ଏବଂ ଏହା ଅଧିନସ୍ଥ ୩୫ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ। ଏଥିରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ...

ବାଲେଶ୍ଵରରେ ବିଜେପିର ଶକ୍ତି ପ୍ରଦର୍ଶନ: ଏକାଠି ରୋଡ୍ ସୋ’ କଲେ ଦଳର ୫ ତୁଙ୍ଗ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବାଲେଶ୍ଵରରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବୃହତ୍ ଶକ୍ତି ପ୍ରଦର୍ଶନ କରାଯାଇଛି। ଶନିବାର ଏଠାରେ ରାଜ୍ୟ ବିଜେପିର ୫ ଜଣ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ...

ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ, ନା ବିଜେଡି-ବିଜେପି ମାରିନେବେ ବାଜି

ସତୀଶ ଶର୍ମା ରାଜଗାଙ୍ଗପୁର ବିଧାନସଭା ଆସନ ହାତେଇବାକୁ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ...

ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଆପ୍ ସାଂସଦ ସ୍ଵାତୀ ମାଲିୱାଲଙ୍କୁ ମାରପିଟ ଅଭିଯୋଗ: ହଲଚଲ ଦିଲ୍ଲୀ ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ଵାତୀ ମାଲିୱାଲଙ୍କୁ ମାରପିଟ ଅଭିଯୋଗ ଏବେ ବଡ଼ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ...

ଓଡ଼ିଶାର ବିକାଶ ପାଇଁ ଏଥର ସରକାର ବଦଳିବା ଦରକାର – ହେମାମାଳିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ବିଜେଡି ଶାସନର ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟର ବିକାଶ ପାଇଁ ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ଓଡ଼ିଶାରେ ଦୁର୍ନୀତି ଏବଂ ବେରୋଜଗାରୀ ବଢ଼ିଛି।...

ବିଜେପିରୁ ବହିଷ୍କୃତ ହେଲେ ବିଜୟ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜୟ...

ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବ ବିଜେପି – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ୨ ଦିନ ଥିବାବେଳେ ଶୁକ୍ରବାର ରାଉରକେଲାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ସେ ଏଠାରେ ବିଜେପିର ବିଜୟ ସଂକଳ୍ପ...

ପୁରୀ ବିଧାନସଭା ଆସନ ଲାଗି ଏଥର ହେବ କଡ଼ା ଟକ୍କର: ଦଳ ନା ବ୍ୟକ୍ତିତ୍ଵକୁ ମିଳିବ ଜିତାପଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ପୁରୀ ବିଧାନସଭା ବାଜି ବିଜେପି ହାତକୁ ଯିବ ନା ଗଡ଼ ଫେରିପାଇବ ବିଜେଡି, ଜିତିବା ଲକ୍ଷ୍ୟରେ ବି ରହିଛି କଂଗ୍ରେସ। ପୁରୀ ବିଧାନସଭା ଆସନ ଲାଗି ବିଜେଡି, ବିଜେପି ଏବଂ...

ଖଲ୍ଲିକୋଟ ରାଜନୈତିକ ହିଂସା: ତଦନ୍ତ ପାଇଁ ଏସଆଇଟି ଗଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ହୋଇଥିବା ରାଜନୈତିକ ହିଂସାକାଣ୍ଡ ଓ ହତ୍ୟାର ତଦନ୍ତ ପାଇଁ ଗଠିତ ହୋଇଛି ଏସଆଇଟି। ସାଇଣ୍ଟିଫିକ୍‌, ଫୋରେନ୍‌ସିକ୍‌ ଓ ଡିଜିଟାଲ ତଥ୍ୟ ଆଧାରରେ ଏହି ମାମଲାର ଯାଞ୍ଚ କରାଯିବ।...

ଶ୍ରୀମନ୍ଦିର ରତ୍ନଭଣ୍ଡାର ସମସ୍ୟାର ସମାଧାନ କରିବ ବିଜେପି ସରକାର – ହେମନ୍ତ ବିଶ୍ଵଶର୍ମା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଥିବା ଆସାମର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ଵଶର୍ମା ଜୋରଦାର ପ୍ରଚାର କରିଛନ୍ତି। ଶୁକ୍ରବାର ସେ ଗଞ୍ଜାମର କବିସୂର୍ଯ୍ୟନଗରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ...