ଆଜି ଶପଥ ନେବେ ମୋଦି

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଐତିହାସିକ ବିଜୟ ପରେ ଆଜିଠୁ ମୋଦିଙ୍କ ଆଉ ଏକ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନରେ ସନ୍ଧ୍ୟା...

କାଜୁଆଲ ଲୁକରେ ନାଇଟ୍ ରାଇଡକୁ ନେଇ ଚର୍ଚ୍ଚାରେ ଯୁବ ସାଂସଦ

ଓଡ଼ିଶାଲାଇଭ ବ୍ୟୁରୋ ଅଧରାତିରେ ଯଦି ଆପଣଙ୍କ ସାଂସଦ ସ୍ଲିପର ପିନ୍ଧି ନିଜ ପତ୍ନୀଙ୍କ ସହିତ ବାଇକରେ ଚଲଉଥିବା ଦେଖିବାକୁ ପାଇବେ ତ ଏହା ସାଧାରଣ ଲୋକଙ୍କ ପାଇଁ ଏକ  ଆଶ୍ଚର୍ଯ୍ୟ କଲାପରି କଥା ହେବ। ୨୦୧୯...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେନି ନବୀନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଗୁରୁବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀ...

ପଞ୍ଚମ ପାଳି ସରକାରର ପ୍ରଥମ କ୍ୟାବିନେଟ୍ – କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=S7NTN1MWJhc] ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ୨ଟି ଏଜେଣ୍ଡାକୁ ଅନୁମୋଦନ କାଳିଆ ଯୋଜନାରେ ବଢ଼ିଲା ହିତାଧିକାରୀ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୪୨.୬୫ ଲକ୍ଷ ଚାଷୀ ପରିବାରକୁ ମିଳିଛି କାଳିଆ...

ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ – ‘ସଶକ୍ତ ଓଡ଼ିଶା’ ଗଠନ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=u4bBfKN60gE] ‘‘ଆମେ ସମସ୍ତେ ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଦରକାର। ନୂଆ ଓଡ଼ିଶା ଗଠନ ପାଇଁ ସମସ୍ତେ ଉଦ୍ୟମ କରିବା ଦରକାର। ଫଳରେ ଏକ ସଶକ୍ତ ଓଡ଼ିଶା ଗଠନ ସମ୍ଭବ...

ଗୁରୁବାରଠୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ, ଜୁନ ୧ରେ ବାଚସ୍ପତି ନିର୍ବାଚନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଜୁନ୍ ୧ ଯାଏଁ ଚାଲିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ନବ ନିର୍ବାଚିତ ବିଧାୟକମାନେ କରିବେ ଶପଥ ଗ୍ରହଣ କାମଚଳା ବାଚସ୍ପତି କରାଇବେ ଶପଥ ପାଠ ଅମର ପ୍ରସାଦ ଶତପଥୀ...

ଜେପି ନାଡ୍ଡା ହେବେ କି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତାକାଲିଠୁ ମୋଦି ଆରମ୍ଭ କରିବେ ଦ୍ୱିତୀୟ ଇନିଂସ। ଶୁଣିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ ଏକ ବଡ଼ ପଦବୀ ମିଳିବ। ଯଦି ଶାହ କ୍ୟାବିନେଟ୍‌ ସମ୍ଭାଳିବେ ତେବେ...

ଆସିଲେ, ଜିତିଲେ ଓ ମନ୍ତ୍ରୀ ହେଲେ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ନବ କିଶୋର ଦାସ ଆଜି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଝାରସୁଗୁଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଏଥର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରି...

ଆସୁ ଆସୁ ମନ୍ତ୍ରୀ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ https://www.youtube.com/watch?v=u4bBfKN60gE ବିଜେଡି ଟିକେଟରେ ନିର୍ବାଚିତ ହେଉ ହେଉ ପଞ୍ଚମ ପାଳିରେ ମନ୍ତ୍ରୀ ହେଲେ ପାଞ୍ଚ ଜଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ନୂଆ ଓ ପୁରୁଣାଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି।...

ଆସନ୍ତାକାଲିଠୁ ମୋଦିଙ୍କ ଦ୍ୱିତୀୟ ଇନିଂସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହି ଉତ୍ସବ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟର। ମୋଦିଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ...