କହ୍ନୈୟା କୁମାରଙ୍କ ସମ୍ପତ୍ତି କେତେ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ପ୍ରାର୍ଥୀପତ୍ର ଦାଖଲ କଲେ କହ୍ନୈୟା ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଛାତ୍ର ସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନୈୟା କୁମାର ବେଗୁସରାଇ ଲୋକସଭା ଆସନ ପାଇଁ ସିପିଆଇ ଟିକେଟରୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ...

ମତଦାନ ସମୟରେ କାହିଁକି ଲଗାଯାଏ ଭୋଟରଙ୍କ ହାତରେ କାଳି?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମତଦାନ ସମୟରେ ଭୋଟରଙ୍କ ହାତରେ କାଳି ଲାଗିଥାଏ। ଜାଣନ୍ତୁ କ’ଣ ଏହି କାଳିର କାହାଣୀ। ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସମସ୍ତଙ୍କ ନିକଟରେ ନିର୍ବାଚନକୁ ନେଇ ଉତ୍କଣ୍ଠା ଦେଖାଯାଇଥାଏ। ଅନେକ...

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ, ପୋଲିସର ଫୋକସରେ ସମ୍ବେଦନଶୀଳ ବୁଥ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆସନ୍ତାକାଲି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ୪ ଲୋକସଭା ସହ ୨୮ ବିଧାନସଭା ଲାଗି...

ଆସନ୍ତାକାଲି ନବରଙ୍ଗପୁରରେ ଭୋଟ – ୧୭୧ ସମ୍ବେଦନଶୀଳ ବୁଥରେ ସୁରକ୍ଷା କଡ଼ାକଡ଼ି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଲୋକସଭା ଆସନରେ ଆସନ୍ତା କାଲି ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନବରଙ୍ଗପୁରରେ ଥିବା ମୋଟ ୯୮୩ଟି ବୁଥରୁ ୧୭୧ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ, ମତଦାନ ପୂର୍ବରୁ ହେବ ‘ମକ୍‌ ପୋଲ୍‌’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସାଧାରଣ ନିର୍ବାଚନ ପୂର୍ବରୁ ହେବ ମକ୍‌ ପୋଲ। ମତଦାନ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍‌ ପୋଲ’ ଆୟୋଜିତ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ...

ବାରଣାସୀରେ ୨୫ରେ ମୋଦିଙ୍କ ରୋଡ ସୋ, ୨୬ରେ ପ୍ରାର୍ଥିପତ୍ର ଦାଖଲ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଜି ଆମେଠି ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଅନ୍ୟପଟେ ବାରଣାସୀ ଲୋକସଭା ଆସନ ଲାଗି ଆସନ୍ତା ୨୬ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି।...

ଏପ୍ରିଲ ୧୧ରେ ଆମେଠୀ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ ସ୍ମୃତି ଇରାନି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆମେଠୀ ଲୋକସଭା ଆସନ ଲାଗି ରାହୁଲ ଗାନ୍ଧି ବୁଧବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏପ୍ରିଲ ୧୧ ଅର୍ଥାତ ଗୁରୁବାର ଏହି ଆସନ ଲାଗି ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ପ୍ରାର୍ଥିପତ୍ର...

ଆମେଥି ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ, ମା’ ସୋନିଆଙ୍କ ସହ ପୂରା ପରିବାର ଥିଲେ ସାଙ୍ଗରେ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଆମେଥି ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ମା ସୋନିଆଙ୍କ ସହ ତାଙ୍କର ପୂରା ପରିବାର ରାହୁଲଙ୍କ...
Election Update 2PM

Election Update @2PM (୧୦ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ପ୍ରଥମ ଚାରି ଆସନ – କାଣ୍ଟେ କି ଟକ୍କର ଆସନ୍ତା କାଲି ହେବାକୁ ଥିବା ଓଡ଼ିଶାର ଚାରି ଲୋକସଭା ଆସନ ଭୋଟ ସୁଚେଇବ କିଏ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଓ କିଏ...

ଲାଲୁଙ୍କ ଜାମିନ ଆବେଦନ ଖାରଜ : ଲାଲୁଙ୍କ ବିନା ପ୍ରଥମଥର ନିର୍ବାଚନ ଲଢିବ ଆରଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚାରା ଘୋଟାଲା ମାମଲାରେ ଫସିଥିବା ଲାଲୁପ୍ରସାଦ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ ଝଟକା ମିଳିଛି। ସୁପ୍ରିମକୋର୍ଟ ଲାଲୁ କରିଥିବା ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲାଲୁ...