ମୀରା ଜପିଲେ ନବୀନ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ସମସ୍ତ ଫୋକସ, ନବୀନ ନିବାସ ଉପରେ। ପ୍ରାୟ ପ୍ରତିଦିନ ଅନେକ ଟିକେଟ ଆଶାୟୀ ଆସି ନବୀନ ନିବାସରେ ଦଳର ସଭାପତିଙ୍କୁ ସାକ୍ଷାତ କରୁଛନ୍ତି ଏବଂ ଏହାସହ ପ୍ରାୟ ପ୍ରତିଦିନ ଅନେକ...

ନବୀନ ବୋମା, ସମ୍ଭାଳ…

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପଶ୍ଚିମ ଓଡିଶାରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି। ରବିବାର ଦିନ ଏହିଭଳି ଏକ ବୋମା ପକାଇଛନ୍ତି ନିଜେ ନବୀନ। ଏହି ଖବର ଆସିବା ପରେ ଉଭୟ...

ଚ୍ୟାଉ ପଟ୍ଟନାୟକଙ୍କୁ ସମର୍ଥନ କଲେ ସିଦ୍ଧାନ୍ତ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଦୁଇ ଦୁଇ ଥର ବିଜେଡି ପକ୍ଷରୁ ଟିକେଟ୍‌ ପାଇଁ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପ୍ରତ୍ରଙ୍କୁ ଏଥର ଟିକେଟ୍‌ ମିଳିବ କି ନାହିଁ ସେ ନେଇ ଆଶା...

ପଦ୍ମ ଧରିଲେ ପ୍ରକାଶ ବେହେରା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଦଳ ପାଇଁ ମନ ପ୍ରାଣ ଦେଇ କାମ କରିବି ରବିବାର ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ପ୍ରକାଶ ବେହେରା। ଦିଲ୍ଲୀ ବିଜେପି ପାର୍ଟି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। କେନ୍ଦ୍ର...

ଲୋକସଭା ଆସନ ଲାଗି ଆଜି ବିଜେପି ଘୋଷଣା କରିବ ପ୍ରାର୍ଥୀ ତାଲିକା!

 ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜେପିର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ପ୍ରଥମ ପର୍ଯ୍ୟାୟ...

ନବୀନ ନିବାସରେ ପଶ୍ଚିମ ଓଡ଼ିଶାର ସମସ୍ତ ହେଭିୱେଟ୍‌ ନେତା

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବର୍ତ୍ତମାନ ସବୁଠି ନିର୍ବାଚନୀ ମଳୟ ବହୁଛି। ଏଣେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି। ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ନବୀନ ନିବାସରେ ଲାଗିଛି ନେତାଙ୍କ ଭିଡ଼। ବହୁ...

ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି ନବୀନ!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ନବୀନ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବା ନେଇ ସଂଙ୍କେତ ଦେବା ପରେ ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି କୌଣସି ସମୟରେ ବି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ...

ଘୋଷଣା ହେଲା କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସ ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଶନିବାର ରାତିରେ ଏହି ତାଲିକା ଘୋଷଣା ହେବା ପରେ ଚଳଚଞ୍ଚଳ ହୋଇ...

ପ୍ରତ୍ୟକ୍ଷ ରାଜନୀତିକୁ ଏଣ୍ଟ୍ରି କରିବେ କି ପଦ୍ମଶ୍ରୀ ହଳଧର ନାଗ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଯେବେଠୁ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇଛି ତା ପରଦିନ ଅର୍ଥାତ ଗତ ସୋମବାରଠାରୁ ନବୀନ ନିବାସରେ ନେତା କର୍ମୀଙ୍କ ଗହଳି ଲାଗି ରହୁଛି। ରବିବାର ମଧ୍ୟ ଅନେକ...

ପ୍ରିୟଦର୍ଶୀଙ୍କ ଟିକେଟ କାଟିବା କଷ୍ଟ

ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ରାଜନୈତିକ ବାତାବରଣ ସରଗରମ ହୋଇପଡିଛି। ଶାସକ ବିଜେଡ଼ି, ବଜେପି ଓ କଂଗ୍ରେସ ପକ୍ଷରୁ ଟିକେଟ ପାଇଁ ଲବି ଜୋରଦାର ହେବାରେ ଲାଗିଛି।...