ନବୀନଙ୍କୁ ଗାଦିରେ ବସାଇବାକୁ ଦେବିନି – ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ “ଅଣଓଡ଼ିଆ ଅଫିସରଙ୍କ କଥାରେ ମତେ ଗୋଇଠା ମାରି ନବୀନ ଦଳରୁ ବିଦା କରିଥିଲେ। ମୋର ଗୋଟିଏ ଲକ୍ଷ୍ୟ, ଆସନ୍ତା ନିର୍ବାଚନରେ ନବୀନ ଯେପରି ସରକାର ଗଢ଼ି ନପାରିବେ। ମୁଁ ନବୀନଙ୍କଠାରୁ...

ବିଜେଡି ଛାଡିଲେ ସାଂସଦ ବଳଭଦ୍ର ମାଝୀ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟରୋ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କ ଇସ୍ତଫା, ଦଳ ଅଣଦେଖା କରିଥିବା ଆଣିଲେ ଅଭିଯୋଗ। ବିଜେଡିରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର ମାଝୀ। ନବରଙ୍ଗପୁରର ସାସଂଦ ବଳଭଦ୍ର ମାଝୀ। ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା...

ଘୋଷଣା ହେଲା ବିଜେଡିର ଇସ୍ତାହାର କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ   ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର କମିଟି ଘୋଷଣା ହୋଇଛି। ଇସ୍ତାହାର କମିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଦପ୍ରକାଶ ଅଗ୍ରୱାଲଙ୍କୁ ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଛି। କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ...

ପାରାଦୀପରୁ ଦାମଙ୍କ ପୁଅ ସମ୍ବିତ ବିଜେଡିରୁ ଆଶାୟୀ ପ୍ରାର୍ଥୀ!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେଡି ନିକଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି। ଏହାରି ଭିତରେ କାହାକୁ କେଉଁଠୁ ଟିକେଟ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡି...

ନିର୍ବାଚନ ଲାଗି ଆଡଭାଇଜରି – ରାତି ୧୦ରୁ ସକାଳ ୬ ଯାଏଁ ବାଜିବନି ମାଇକ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କମିଶନରେଟ୍‌ ପୋଲିସ କଟକଣା ଜାରି କରିଛି। ରାତି ୧୦ରୁ ସକାଳ ୬ ଯାଏଁ ବାଜିବନି ମାଇକ୍‌। ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ...

ସିଦ୍ଧାନ୍ତଙ୍କୁ ମିଳିନପାରେ ଏଥର ଟିକେଟ!

ଓଡ଼ିଶାଲାଇଭ୍‌ ପଲଟିକାଲ୍‌ ବ୍ୟୁରୋ ବାଜିଛି ନିର୍ବାଚନ ବିଗୁଲ। ଆଉ କିଛିଦିନ ପରେ ପ୍ରଥମ ପର୍ଯ୍ୟାୟ ଲାଗି ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ଯାହାକୁ ନେଇ ପ୍ରମୁଖ ତିନି ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଛି...

ନବୀନ ନିବାସରେ ଟିକେଟ ଲାଗି କସରତ – ଜମୁଛି ନେତାଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖଉଛି ନିର୍ବାଚନ। ବିଜେଡି ଟିକେଟ ନେବାକୁ ନବୀନ ନିବାସରେ ଭିଡ଼। ଟିକେଟ ପାଇଁ ଜଣକ ପରେ ଜଣେ ଆଶାୟୀ ନବୀନ ନିବାସ ଗେଟ୍‌ରେ ପ୍ରବେଶ କରୁଛନ୍ତି। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ରହୁଛନ୍ତି।...

ବ୍ରହ୍ମପୁର : ଭୃଗୁ-ଚନ୍ଦ୍ର ଲଢେ଼ଇ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଖବର ଆସୁଛି ଯେ ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏଠାରୁ ପ୍ରାର୍ଥୀ ହେବା ଏକରକମ...

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଏ କେଉଁଠୁ ପ୍ରାର୍ଥୀ ହେବେ ତାକୁ ନେଇ ବିଭିନ୍ନ ଦଳରେ ମାନସମନ୍ଥନ ଚାଲିଥିବା ବେଳେ କଂଗ୍ରେସ କିନ୍ତୁ ଏ କ୍ଷେତ୍ରରେ ଆଗରେ ରହିଛି। ଗତ କିଛିଦିନ ତଳେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ...

ବିଜୟ-ଦିଲ୍ଲୀପଙ୍କ ଅମଳର ରାଜନୀତି ଆଉ ନାହିଁ – ‘ଓପିନିଅନ ଓଡ଼ିଶା’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ବିଜେପିରୁ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ୨୦୧୯ରେ ଓଡ଼ିଶା ନୂଆ ସକାଳ...