ଆଜି ହୋଇପାରେ ନିର୍ବାଚନ ତାରିଖ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ କମିଶନ କରିବେ ସାମ୍ବାଦିକ ସମ୍ମିଳନୀ। ଲୋକସଭା ଏବଂ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ। ନୂଆଦିଲ୍ଲୀରେ ଆଜି ସନ୍ଧ୍ୟା ୫ଟାରେ ନିର୍ବାଚନ...

ଦଳ ବଦଳେଇଲେ ସୁନିତା – କଂଗ୍ରେସର କ୍ଷତି, ବିଜେଡିର ଲାଭ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ଆଶ୍ଚର୍ଯ୍ୟର ଆଶ୍ଚର୍ଯ୍ୟ। ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଏବେ ବିଜେଡିରେ। ଶନିବାର ଦିନ ସୁନିତା ବିଶ୍ୱାଳ ଯେତେବେଳେ ବିଜୁ ଜନତା ଦଳରେ ଯୋଗ...

ସବୁ ରାଜନୀତିକ ଦଳକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ – ‘ପ୍ରଚାରରେ ବ୍ୟବହାର କରନି ସୈନିକଙ୍କ ଫଟୋ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ଆଜି ସବୁ ରାଜନୈତିକ ଦଳକୁ ଚରମ ବାଣୀ ଶୁଣାଇଛନ୍ତି। ନିର୍ବାଚନ ପ୍ରଚାରରେ ଦେଶର ସୁରକ୍ଷାରେ ନିୟୋଜିତ ସୈନିକମାନଙ୍କ ଫଟୋ ବ୍ୟବହାର...

ଓଡ଼ିଶାରେ ପଡ଼ିବନି ରାହୁଲଙ୍କ ପ୍ରଭାବ – ‘ଓପିନିଅନ ଓଡ଼ିଶା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପୂର୍ବରୁ ତିନି ଥର ଓଡ଼ିଶା ଗସ୍ତରେ ଆସିଲେଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ପରେ ଗତ ୮ ତାରିଖରେ ରାହୁଲ କୋରାପୁଟ ଆସିଥିଲେ। ରାହୁଲଙ୍କ...

ବିଜେପିରେ ଯୋଗ ଦେବେ କି ଦାମ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାସ୍ତା ଅନୁସରଣ କରିବେ କି ଦାମ? ଏହି ପ୍ରଶ୍ନ ଏବେ ରାଜନୀତିକ ମହଲରେ ଉଙ୍କି ମାରୁଛି। ତାଛଡ଼ା ଡାକ୍ତର ଦାମୋଦର ରାଉତ ଆଜି ନୂଆଦିଲ୍ଲୀ...

ରବିବାର କେନ୍ଦ୍ରାପଡ଼ା ଆସିବେ ମୁଖ୍ୟମନ୍ତ୍ରୀ, ମହିଳା ସମାବେଶରେ ଯୋଗ ଦେବେ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସିବେ। ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେବେ। ଗତ ଫେବ୍ରୁଆରି ୧୫ ତାରିଖରେ ଯେଉଁଠିକୁ ଆସିଥିଲେ ପୁଣି ସେହି...

କଂଗ୍ରେସରେ ବାପା, ବିଜେଡିରେ ଝିଅ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବାପା ହେଉଛନ୍ତି କଂଗ୍ରେସର ମହାଦ୍ରୁମ। ୬ ଥର କଂଗ୍ରେସ ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇ ସେ ନିଜର ଲୋକପ୍ରିୟତା ପ୍ରମାଣ କରିଛନ୍ତି। ୨୦୦୯ରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ...

ଦଳ ଛାଡ଼ିଲେ ଭୁବନେଶ୍ୱର ବିଜେଡିର କାର୍ଯ୍ୟକାରୀ ସଭାପତି ବାବୁ ସିଂହ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡି ଛାଡ଼ିଲେ ବାବୁ ସିଂହ। ଭୁବନେଶ୍ୱର ବିଜେଡିର କାର୍ଯ୍ୟକାରୀ ସଭାପତି ଥିବା ବାବୁ ସିଂହ ବିଜେଡି ଛାଡ଼ିଛନ୍ତି। ଏନେଇ ବାବୁ ସିଂହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା...

“ସୀମାରେ ପାକିସ୍ତାନ ଥିଲା ସଜାଗ, ଆମେ ଆକାଶମାର୍ଗରୁ କଲୁ ଆଟାକ୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ "ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସୀମାରେ ପାକିସ୍ତାନ ସେନା ସଜାଗ ହୋଇ ରହିଥିଲା। ହେଲେ ଆମେ ଆକାଶମର୍ଗରୁ ଆଟାକ୍ କରିଥିଲୁ। ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଶିବିରକୁ ଛାରଖାର କରିଥିଲା। କିନ୍ତୁ କିଛି...

ବିଜେଡିରେ ବାବୁଙ୍କ ପତିଆରା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଶାସକ ବିଜୁ ଜନତା ଦଳରେ ଅଧିକରୁ ଅଧିକ ପୂର୍ବତନ ପ୍ରଶାସକ ଯୋଗ ଦେବା ଏକ ନୂଆ ଟ୍ରେଣ୍ଡ ହୋଇଛି। ବିଗତ କିଛି ଦିନ ମଧ୍ୟରେ ଅଧା ଡଜନ ପ୍ରାୟ ଅଫିସର...