୨ ବିଜେପି ନେତାଙ୍କୁ ଛତ୍ରପୁର ପୋଲିସର ନୋଟିସ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବିଜେପି ନେତାଙ୍କୁ ନୋଟିସ୍।
ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ଦୁଇ ବିଜେପି ନେତାଙ୍କୁ ନୋଟିସ ଜାରି କରିଛି ପୋଲିସ।...
ଆସିଲା ନିର୍ବାଚନ, ଫେରିଲା ସିବିଆଇ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ। ରାଜନୀତି ପାଣିପାଗ ଗରମ।
୨୦୧୯ ନିର୍ବାଚନ ପୂର୍ବରୁ ସିବିଆଇକୁ ନେଇ ପୁଣି ରାଜ୍ୟ ରାଜନୀତିର ପାରଦ ବଢ଼ିଛି। ଦୀର୍ଘ ଦିନର ନୀରବତା ପରେ ସିବିଆଇ...
ଅତନୁ, ଅରୁଣଙ୍କୁ ସିବିଆଇ ନୋଟିସ୍!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜୁ ଜନତା ଦଳର ଆଗ ଧାଡ଼ିର ଦୁଇ ବିଧାୟକ ଅତନୁସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଏହି ଦୁଇ ନେତାଙ୍କୁ ନୋଟିସ୍ ହୋଇଥିବା...
ମୋଦି ନରମ, ଶାହ ଗରମ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶାର ବିଜେଡି ସରକାର ପ୍ରତି କେନ୍ଦ୍ରର ବିଜେପି ନେତାଙ୍କର ଆଭିମୁଖ୍ୟ କ'ଣ? ଏହା ବୁଝିବା ଏବେ ମୁସ୍କିଲ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ନବୀନଙ୍କ ପିଠି ଥାପୁଡ଼େଇ...
ସାଲେପୁରରେ ଅମିତ ଶାହ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର – କହିଲେ, “ଓଡ଼ିଶାରେ ଆଗାମୀ ସରକାର ବିଜେପିର”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି, କଂଗ୍ରେସକୁ ତୀର ମାରିଲେ ଶାହ
ବିଜେଡି-କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ
ନବୀନ ସରକାରକୁ ହଟାଇବାକୁ ଆହ୍ୱାନ
ଓଡ଼ିଆ କହୁଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ଦରକାର
ବିଜେପି...
ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ହରାଇବ କଂଗ୍ରେସ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଯଦି ବାଚସ୍ପତି କଂଗ୍ରେସ ପାଖରୁ ବିରୋଧୀ ଦଳର ମାନ୍ୟତା ପ୍ରତ୍ୟହାର କରିନିଅନ୍ତି ତେବେ ଯେଉଁ ଗାଡ଼ିଟି ଓ ଦୁଇ ଜଣ କର୍ମଚାରୀ ସରକାର ଦେଇଛନ୍ତି ତାହା ଫେରାଇନେବେ। ଏତିକି ଛଡ଼ା 'ମୋର ଆଉ...
ଆଜି ଆସୁଛନ୍ତି ଅମିତ ଶାହ, କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ।
ସତ୍ୟଭାମାପୁରରୁ ପୁଣି...
ସାଲେପୁରରେ ବିଜେପିର ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀ, ଉଦବୋଧନ ଦେବେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୯ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ଶାହ
ସ୍ୱତନ୍ତ୍ର ହେଲିକପ୍ଟରରେ ଯିବେ ସାଲେପୁର
ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ ଶାହ
କୁଳିଆଠାରେ ଦଳୀୟ କର୍ମୀଙ୍କୁ ଦେବେ ଉଦବୋଧନ
ଓଡ଼ିଶା ଗସ୍ତରେ ଆସୁଛନ୍ତି...
ଦିଲ୍ଲୀରେ ନବୀନ ଉଠାଇଲେ କେନ୍ଦ୍ର ଅବହେଳା ପ୍ରସଙ୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮-୧୯ ଆର୍ଥିକ ବର୍ଷ ପୂର୍ବରୁ ବକେୟା ଟଙ୍କା ଦେବାକୁ ଦାବି କଲେ ନବୀନ।
ସଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ଦୁଇ...
ସାଲେପୁରରେ ଅମିତ ଶାହ ଗର୍ଜିବେ ନା ନରମିବେ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଟକ ସାଲେପୁରରେ କ'ଣ ରହିବ ଅମିତ ଶାହଙ୍କ ଆଭିମୁଖ୍ୟ? ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିବେ କି ଶାହ?
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ଦିନ ଓଡ଼ିଶା ଆସୁଛନ୍ତି।...




















