ଯୋଗେଶ-ପ୍ରକାଶଙ୍କୁ ଶୃଙ୍ଖଳା ଛାଟ, ଆଜି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାୟକ ପ୍ରକାଶ ବେହେରା ଏବଂ ଯୋଗେଶ ସିଂଙ୍କ ବିରୋଧରେ କଂଗ୍ରେସ ଶୃଙ୍ଖଳା କମିଟି ନେବ କାର୍ଯ୍ୟାନୁଷ୍ଠାନ।
କଂଗ୍ରେସର ସାଲେପୁର ବିଧାୟକ ପ୍ରକାଶ ବେହେରା ଏବଂ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଶୃଙ୍ଖଳା...
ସଙ୍କଟରେ ବିରୋଧୀ ଦଳ ନେତା ପଦ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ଏହା ପରେ ନବ ଦାସଙ୍କର ଆଉ ବିଧାୟକ ପଦ ରହିବ ନାହିଁ। ଏଥିପାଇଁ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା...
ଅମିତ ଶାହଙ୍କୁ ସ୍ୱାଇନ ଫ୍ଲୁ, ଦିଲ୍ଲୀ ଏମ୍ସରେ ଚିକିତ୍ସା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କୁ ସ୍ୱାଇନ ଫ୍ଲୁ। ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଶାହ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।
ଅମିତ ଶାହ...
ନବଙ୍କୁ ନବ ବିଜେଡି!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ହାତ ଛାଡ଼ିବା ପରେ ଶଙ୍ଖ ଫୁଙ୍କିବା ପାଇଁ ସଜବାଜ ହେଉଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ।
କଂଗ୍ରେସ ସହ ସବୁ ସମ୍ପର୍କ ତୁଟାଇଲେ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ବୁଧବାର ଦିନ...
ଓଟିଇଟି ପ୍ରଶ୍ନପତ୍ର ଲିକ୍ – ତଦନ୍ତ କରିବ କ୍ରାଇମବ୍ରାଞ୍ଚ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖାଯାଇଛି। ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ବୋର୍ଡ ସଭାପତି ଜାହାନାରା ବେଗମ୍ କ୍ରାଇମବ୍ରାଞ୍ଚ...
‘କାଳିଆ’ ପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ଶେଷ – ୬୦ ଲକ୍ଷ ହିତାଧିକାରୀ କଲେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୨୫ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ଆର୍ଥିକ ସହାୟତା।
'କାଳିଆ' ଯୋଜନାରୁ ସୁବିଧା ନେବା ପାଇଁ ପ୍ରଥମ ପର୍ଯ୍ୟାୟ ଆବେଦନ ଶେଷ ହୋଇଛି। ଏଥିରେ ୬୦ ଲକ୍ଷ ହିତାଧିକାରୀ ଆବେଦନ କରିଥିବା ରାଜ୍ୟ...
ନବଙ୍କ ପରେ କଂଗ୍ରେସରେ ଯୋଗେଶଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବ ଦାସଙ୍କ ରାସ୍ତାରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ!
ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସଙ୍କ ଇସ୍ତଫା ପରେ ଏବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂକୁ ନେଇ ଚର୍ଚ୍ଚା ବଢ଼ିଛି। ଯୋଗେଶ ଖୁବ୍ଶୀଘ୍ର କଂଗ୍ରେସ...
୨୦୧୯ରେ ମମତା ହେବେ କିଙ୍ଗମେକର!
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ରେ ବିଜେପି କ୍ଷମତାକୁ ନ ଆସିଲେ, ବିକଳ୍ପ ବାଛିବାରେ ମମତା ହେବେ କିଙ୍ଗମେକର!
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସଭାପତି ମମତା ବାନାର୍ଜୀଙ୍କ ପାଇଁ ୨୦୧୮ ବର୍ଷଟି ଏକ ମିଶ୍ରିତ...
ନବ ଛାଡ଼ିଲେ କଂଗ୍ରେସ, ରାହୁଲଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଏବଂ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ନବ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ...
କଂଗ୍ରେସକୁ ‘ନବ’ ଝଟକା, ପ୍ରକାଶ ବି ପଛରେ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ଦଳ ଏଭଳି ସ୍ଥିତିରେ କେବେ ପହଞ୍ଚି ନଥିଲା। ଗୋଟିଏ ପଟେ ସମଗ୍ର ଦେଶରେ ରାହୁଲଙ୍କ ନେତୃତ୍ୱ ଚର୍ଚ୍ଚାକୁ ଆସିଥିବା ବେଳେ କଂଗ୍ରେସ...



















