୨୦୧୯ରେ ନବୀନଙ୍କ ଭରସା ଯୁବ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ନବୀନ ପଟ୍ଟନାୟକ।
ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ...
ମୋଦି, ଶାହା ଓ ୧୫ ମୁଖ୍ୟମନ୍ତ୍ରୀଙ୍କ ‘ମହାମନ୍ଥନ’ ଆରମ୍ଭ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନକୁ ଆଖିଆଗରେ ରଖି ବିଜେପିର ସମରସଜ୍ଜା ଆରମ୍ଭ।
ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଶେଷ ଆଡ଼କୁ ଯେଉଁ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ...
‘ମୁଁ ହିରୋ’ ଅଭିଯାନ – ମୁହାଁମୁହିଁ ହେଲେ ବିଜେଡି-ବିଜେପି-କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୁଁ ହିରୋ’ ଅଭିଯାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେଡି, ବିଜେପି ଓ କଂଗ୍ରେସ।
‘ବିଜୁ ଯୁବ ବାହିନୀ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ଅଭିଯାନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ...
୨୦୧୯ ପାଇଁ କମର କଷିଲେ ରାହୁଲ୍ – ୯ ଜଣିଆ କୋର୍ କମିଟି ଉପରେ କଂଗ୍ରେସର ଭରସା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ଦଳର ପ୍ରଚାର ମଙ୍ଗ ସମ୍ଭାଳିବା ପାଇଁ ୯ ଜଣିଆ କୋର୍ କମିଟି ଗ୍ରୁପ୍ ଗଠନ କରିଛନ୍ତି ରାହୁଲ ଗାନ୍ଧି।
୨୦୧୯ ନିର୍ବାଚନ ପାଇଁ କମର କଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।...
ଏକାଠି ବସିଲେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆରୋପ ପ୍ରତ୍ୟାରୋପ ରାଜନୀତିକୁ ଭୁଲି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକାଠି ହେଲେ ସବୁ ଦଳର ନେତା।
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଚକିତ କଲା ଭଳି ଘଟଣା ଘଟିଛି। ମନାନ୍ତର, ମତାନ୍ତରକୁ ପଛରେ...
ବାଜପେୟୀ ଥିଲେ ଦକ୍ଷ ରାଜନେତା ଓ ମହାନ କବି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବିଜେଡିର ବହୁ ବରିଷ୍ଠ ନେତା ସାମିଲ
ପିସିସି ସଭାପତି ଓ ବିରୋଧୀ ଦଳ ନେତା ଦେଲେ ଶ୍ରଦ୍ଧାଞ୍ଜଳି
ଧର୍ମେନ୍ଦ୍ର...
ବାଜପେୟୀଙ୍କ ଝିଆରୀ ଉଠାଇଲେ ପ୍ରଶ୍ନ – ‘ଚିତାଭସ୍ମକୁ ନେଇ ବିଜେପି କରୁଛି ରାଜନୀତି’
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ବିଜେପିକୁ କରିଛନ୍ତି ସମାଲୋଚନା।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 'ଚିତାଭସ୍ମ' ଶୋଭାଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା। ୨୦୧୯ ଲୋକସଭା ନିର୍ବାଚନରେ...
ବିଜେପି ନିମନ୍ତ୍ରଣ ରଖିଲେ ନବୀନ, ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ଆସିବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶୁକ୍ରବାର ଅପରାହ୍ଣ ୫ଟାରେ ବାଜପେୟୀଙ୍କ ପାଇଁ ହେବାକୁ ଥିବା ସର୍ବଦଳୀୟ ଶ୍ରଦ୍ଧାଞ୍ଜଳିକୁ ଆସିବା ପାଇଁ ସମ୍ମତି ଜଣାଇଛନ୍ତି ନବୀନ। ଏନେଇ...
ବିଜେପିର ‘ଚିତାଭସ୍ମ’ ଶୋଭାଯାତ୍ରା – ନିରଞ୍ଜନ କହିଲେ, “ଶୋକସଭା ନା ପିକନିକ୍ ପାର୍ଟି?”
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାରେ ରାଜନୀତିର ରଙ୍ଗ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଲେ କଡ଼ା ସମାଲୋଚନା।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 'ଚିତାଭସ୍ମ'କୁ ଦେଶର ୧୦୦ଟି ପ୍ରମୁଖ ନଦୀରେ ବିସର୍ଜନ କରିବାକୁ...
ପୁରୀ ମହୋଦଧିରେ ବିସର୍ଜନ ହେଲା ବାଜପେୟୀଙ୍କ ଚିତାଭସ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ପୁରୀ ଯାଏଁ ବିରାଟ ଶୋଭାଯାତ୍ରା
ଶୋଭାଯାତ୍ରାରେ ସାମିଲ୍ ହେଲେ ବିଜେପିର ବରିଷ୍ଠ ନେତା
ସମୁଦ୍ରକୂଳରେ ପୂଜାର୍ଚ୍ଚନା
ବାଜପେୟୀଙ୍କ ଚିତାଭସ୍ମରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ଲୋକ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ...




















