ଜୋରଦାର ହେଲା ବିଜେପିର ଲୋକସମ୍ପର୍କ ଅଭିଯାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତରୁ ଫାଇଦା ନେବା ପାଇଁ ରାଜ୍ୟ ବିଜେପି ନେତାମାନେ ଚାହୁଁଛନ୍ତି। ଏଥିପାଇଁ ଲୋକସମ୍ପର୍କ ଅଭିଯାନକୁ ଜୋରଦାର କରୁଛି ବିଜେପି। ରାଜ୍ୟ ବିଜେପି ପକ୍ଷରୁ ଲୋକସମ୍ପର୍କ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ...

ଆସନ ନୁହେଁ, ଭୋଟ ପ୍ରତିଶତ ବି କମୁଛି: ଚିନ୍ତାରେ ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଦଳ ଏବେ ଚିନ୍ତାରେ। ୧୦ଟି ରାଜ୍ୟର ୪ଟିରେ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳକୁ ନେଇ ବିଜେପି କିଛିଟା ବିଚଳିତ ହୋଇପଡ଼ିଛି। ଦେଶର ବିଭିନ୍ନ ରାଜ୍ୟରେ...

କମିଲା ଆସନ: ଲୋକସଭାରେ ମ୍ୟାଜିକ ନମ୍ବର ତଳେ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଉପ-ନିର୍ବାଚନରେ ପଦ୍ମ ଫୁଟୁ ନଥିବାରୁ ଲୋକସଭାରେ ବିଜେପି ଆସନ ସଂଖ୍ୟା କମି ଚାଲିଛି। ୨୦୧୪ରେ ଏକାକୀ ୨୮୨ ଆସନ ପାଇଥିବା ବିଜେପିର ଆସନ ସଂଖ୍ୟା ଏବେ ୨୭୦କୁ ଖସି ଆସିଛି। ୨୦୧୪ରେ...

ଫୁଟିଲାନି ପଦ୍ମ: ଉପ-ନିର୍ବାଚନରେ ଅଟକିଗଲା ବିଜେପି ବିଜୟ ରଥ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୦ଟି ରାଜ୍ୟର ୧୪ଟି ଆସନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଆସିଛି ବଡ଼ ରାୟ। ବିଜେପି ବିଜୟରେ ଲାଗିଛି ବ୍ରେକ। ଆଛେ ଦିନ୍‌ର ସ୍ଲୋଗାନ ଦେଉଥିବା ବିଜେପି ପାଇଁ ଏବେ ବୁରା ଦିନ୍...

ବୈଜୟନ୍ତଙ୍କ ପାଇଁ କଂଗ୍ରେସ-ବିଜେପିର ଦୁଆର ଖୋଲା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବୈଜୟନ୍ତଙ୍କୁ ନେବା ପାଇଁ କଂଗ୍ରେସ ଏବଂ ବିଜେପି ଆରମ୍ଭ କରିଛନ୍ତି ଗୋଟି ଚାଳନା। ହେଲେ ବୈଜୟନ୍ତ କାହାକୁ ନିଜର କରୁଛନ୍ତି ତା'ଉପରେ ସମସ୍ତଙ୍କ ନଜର। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିକଟରେ...

ତେଲ ଦର ବୃଦ୍ଧିର ପ୍ରତିବାଦ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟପାଳଙ୍କୁ ଭେଟିଛି ବିଜେଡି। ବିଜେଡିର ୧୭ ଜଣିଆ ଟିମ୍ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ବିଜେଡି ଉପ-ସଭାପତି ଦେବୀପ୍ରସାଦ...

ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଯାଇପାରନ୍ତି ନବୀନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଂଶୀଧର ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସି ନଥିବାରୁ ବୈଜୟନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। ତେବେ ଶୁଦ୍ଧିକ୍ରିୟାରେ ନବୀନ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିପାରନ୍ତି ବୋଲି ରାଜନୀତି...

ଇଣ୍ଡୋନେସିଆରେ ମୋଦି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ଆଜି ପହଞ୍ଚିଛନ୍ତି। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। "କୋଟି କୋଟି ଭାରତୀୟ ମୋତେ ସାଧାରଣ...

ରମଣଙ୍କୁ ଜବାବ ଦେଲା ବିଜେଡି: “ମହାନଦୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ମହାନଦୀ ପ୍ରସଙ୍ଗରେ ବିଜେଡି ମୁହଁତୋଡ଼ ଜବାବ ଦେଇଛି। ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିର କଡ଼ା ଜବାବ ଦେଇଛି ବିଜେଡି। ରମଣ ସିଂ ସମ୍ବିଧାନର ବିଧି...

ଆଜିର ବଡ଼ ଖବର (ମେ ୩୦, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ହ୍ୱାଟସ୍‌ଆପ୍‌କୁ ଟକ୍କର ଦେବ ବାବା ରାମଦେବଙ୍କ 'କିମ୍ଭୋ' ଆପ୍ ଟେଲିକମ୍ ଏବଂ ସୋସିଆଲ ମିଡିଆ ସେକ୍ଟରରେ ପ୍ରବେଶ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ପତଞ୍ଜଳି କମ୍ୟୁନିକେସନ ପକ୍ଷରୁ ନିକଟରେ ସିମ୍‌...