ଫେସବୁକ୍ ଲାଇଭ୍ କରି ଫସିଲେ ଧର୍ମେନ୍ଦ୍ର, ‘ଛେରାପହଁରା’କୁ କହିଲେ ‘ଝାଡ଼ୁମରା’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରୋଧୀ ରାଗି ପାଚି ଲାଲ୍
ଜଗନ୍ନାଥ ସଂସ୍କୃତିକୁ ଭଲଭାବେ ବୁଝନ୍ତୁ କେନ୍ଦ୍ରମନ୍ତ୍ରୀ: ପ୍ରତାପ ଜେନା
ଜଗନ୍ନାଥପ୍ରେମୀଙ୍କୁ ଆଘାତ ଲାଗିଛି: ପ୍ରତାପ ଦେବ
ଧର୍ମେନ୍ଦ୍ର ଦେଲେ ଜବାବ
କେନ୍ଦ୍ରମନ୍ତ୍ରୀ କହିଲେ, "କିଏ...
ଲୋକସଭା ନିର୍ବାଚନ: ଯୋଜନା ମୁତାବକ ମୋଦି ଆରମ୍ଭ କଲେ ‘ରାଜନୀତି’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୪ ଭଳି ୨୦୧୯ ନିର୍ବାଚନ ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ନଜରକୁ ଆସିବେ। ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ମୋଦି ୫୦ଟି...
ଊର୍ଦ୍ଧ୍ୱବାହୁ ହୋଇ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଧର୍ମେନ୍ଦ୍ର, ଓଡ଼ିଆରେ ଟୁଇଟ୍ କଲେ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଊର୍ଦ୍ଧ୍ୱବାହୁ ହୋଇ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିବା ବେଳେ ଓଡ଼ିଆରେ ଟୁଇଟ୍ କରି ଅମିତ ଶାହ ଓଡ଼ିଶାବାସୀଙ୍କ ନିକଟର ହେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ...
ଆଜି ହେଉଛି ଓଡ଼ିଶା ପାଇଁ ସୌଭାଗ୍ୟର ଦିନ: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ।...
ପିସିସି ସମନ୍ୱୟ କମିଟିକୁ ଅନୁମୋଦନ କଲେ ରାହୁଲ ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସମନ୍ୱୟ କମିଟିକୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନୁମୋଦନ କରିଛନ୍ତି। ଏହି କମିଟିରେ ବରିଷ୍ଠ ନେତାଙ୍କୁ ସାମିଲ୍ କରାଯାଇଛି। ମୋଟ ୩୧ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ...
ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ ବିଜେଡିରେ ଯୋଗଦେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭବାନୀପାଟଣାର ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାୟକ ବିଜେଡିରେ ଯୋଗଦେଇଛନ୍ତି। ଶୁକ୍ରବାରଦିନ ବିଜେଡି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଦୁଷ୍ମନ୍ତ ବିଜେଡିରେ ମିଶିଛନ୍ତି।
ଗତ...
ଚାଷୀଙ୍କ ପାଇଁ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ।
ଚାଷୀଙ୍କୁ ବୋନସ୍ ଏବଂ କୃଷି ଋଣ ଛାଡ଼ ଦାବିରେ କଂଗ୍ରେସ ଆଜି ରାଜରାସ୍ତାକୁ ଓହ୍ଲାଇଛି। ପିସିସି ସଭାପତି ନିରଞ୍ଜନ...
ମୋଦିଙ୍କ ନୂଆ ନୀତି: ‘ବିଦେଶୀ’ ପରାମର୍ଶଦାତାଙ୍କୁ ଛାଡ଼, ଘର ଲୋକଙ୍କୁ ଧର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେତେବେଳେ ଦେଶର କ୍ଷମତା ସମ୍ଭାଳିବା ଆରମ୍ଭ କଲେ ସେହି ସମୟରେ ସେ ଆର୍ଥିକ ନୀତିଗୁଡ଼ିକୁ ଲାଗୁ କରିବା ପାଇଁ ଆମେରିକାରେ କାର୍ଯ୍ୟରତ ତିନି ଜଣ...
କୋରାପୁଟ କଂଗ୍ରେସରେ ଲୁଚୁନି ଫାଟ, ଯୁବ ଅଧିକାର ସମାବେଶକୁ ଆସିଲେନି ତିନି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯେତେ ଚେଷ୍ଟା କଲେ ବି କଂଗ୍ରେସରେ ଫାଟ ଲୁଚୁନି। ବିଶେଷକରି କୋରାପୁଟ ଜିଲ୍ଲା କଂଗ୍ରେସ ନେତାଙ୍କ ମଧ୍ୟରେ ଯେଉଁ ତୁତୁ ମେମେ ଚାଲିଥିଲା ତାହା ଦିନକୁ ଦିନ ଜଟିଳ ହେଉଛି। ଜୟପୁରଠାରେ...
୪୫ ମିନିଟ୍ ଧରି ଆଲୋଚନା କଲେ ଅମିତ-ନୀତିଶ, ଆସନ ଭାଗବଣ୍ଟାକୁ ନେଇ ହୋଇପାରେ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟାଭେଟି ହୋଇଛନ୍ତି। ବିହାରରେ ଆସନ ଭାଗବଣ୍ଟାକୁ ନେଇ ଲାଗିରହିଥିବା ବିବାଦର ସମାଧାନ ହୋଇପାରେ।
୨୦୧୯ ନିର୍ବାଚନ ପୂର୍ବରୁ ବିଜେପି...




















