କର୍ଣ୍ଣାଟକରେ ରାଜନୀତି ପାଲା ଆରମ୍ଭ, କୁମାର ସ୍ୱାମୀଙ୍କ ଚୌକି ଟଳମଳ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ ସରକାର ଗଠନ ପରେ ସେଠି କିଛି ଠିକ୍ ଚାଲୁନଥିବା କଥା ସାମ୍ନାକୁ ଆସିଛି। ଏହି ମେଣ୍ଟକୁ କବ୍‌ଜାରେ ରଖିଥିବା ପୂର୍ବ ମୁଖ୍ୟମନ୍ତ୍ରୀ...

ନବୀନ କାହିଁକି ଖେଳିଲେ ମହିଳା କାର୍ଡ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହିଳାଙ୍କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନଙ୍କ ଏହି ମହିଳା କାର୍ଡକୁ ବିରୋଧୀ କରିଛନ୍ତି ସମାଲୋଚନା। ୨୦୧୯ ନିର୍ବାଚନ ପାଇଁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପରେ...

ମନ୍ତ୍ରୀଙ୍କ ମନ: ‘ବନ୍ଦେ ଉତ୍କଳ ଜନନୀ’କୁ ବଦଳାଇ କରାଯାଉ ‘ବନ୍ଦେ ଓଡ଼ିଶା’

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ...

ଏକାସାଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ: ମୋଦିଙ୍କ ପ୍ରସ୍ତାବରେ ହଁ ମାରିଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନଙ୍କୁ ଜାତୀୟ ଲ' କମିଶନଙ୍କ ଚିଠି ଏକାସାଙ୍ଗେ ନିର୍ବାଚନ ପ୍ରସଙ୍ଗରେ ମତ ରଖିବାକୁ ଚିଠି ଜୁଲାଇ ୭-୮ରେ ଦିଲ୍ଲୀରେ ସମ୍ମିଳନୀ ଚିଠି ପାଇବା ପରେ ନବୀନ ମାରିଲେ ହଁ ସାରା ଦେଶରେ...

ଓଡ଼ିଶାରେ ବିଜେପି ହାସଲ କରିବ ୧୨୦ ଆସନ: ସ୍ମୃତି ଇରାନି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=K8t72_13KT8] ଓଡ଼ିଶାବାସୀ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ୨୦୧୯ରେ ବିଜେପି ମିଶନ-୧୨୦ ଲକ୍ଷ୍ୟ ନିଶ୍ଚୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି। ୪୩ ବର୍ଷ ତଳର ଏମର୍ଜେନ୍ସି କଥା...

ସୋସିଆଲ ମିଡିଆରେ ତୀର ମାରିଲେ ନିରଞ୍ଜନ: ରତ୍ନଭଣ୍ଡାର ଅଡିଟ କାହିଁକି କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ପୁଣି ଉଠାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଥମି ଯାଇଥିବା ବେଳେ ଆଜି ଏହାକୁ ଉଖାରିଛନ୍ତି ପିସିସି...

ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର: ନୟାଗଡ଼ରେ ବିଜେପିର ଦୁଇ ଗୋଷ୍ଠୀ ଭିତରେ ମୁଥ ମରାମରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ବିଜେପିରେ କନ୍ଦଳ ଦୁଇ ଗୋଷ୍ଠୀ ଭିତରେ ପିଟାପିଟି ଦୁଇ କର୍ମୀଙ୍କ ମୁଣ୍ଡ ଫାଟିଲା ବିବାଦ ସମାଧାନ ପାଇଁ ନୟାଗଡ଼ରେ ପହଞ୍ଚିଲେ କେଭି ସିଂଦେଓ ବିଜୁ ଜନତା ଦଳର ସରକାରକୁ ଧରାଶାୟୀ...

କଟକ ଲୋକସଭା ଆସନରୁ ଲଢ଼ିବେ ବୈଜୟନ୍ତ! ପ୍ରଭାବ ପଡ଼ିବନି କହିଲେ ଦେବାଶିଷ-ମୋକିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ନେତା ସମୀର ଦେଙ୍କୁ ବୈଜୟନ୍ତ ପଣ୍ଡା ଭେଟିବା ପରେ କଟକ ରାଜନୀତି ସରଗରମ୍ ହୋଇଛି। ବିଜେଡି-କଂଗ୍ରେସ ଏହି ଭେଟଘାଟକୁ କଡ଼ା ଜବାବ ଦେଇଛନ୍ତି। କଟକରେ ବୈଜୟନ୍ତ-ସମୀର ଦେ କବାଟକିଳା ବୈଠକ ...

ନବୀନ ମାଗିଲେ ହକିର ହକ୍, କେନ୍ଦ୍ର କହିଲା ନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକିର ହକ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିଲେ ଚିଠି। ହେଲେ ହକ୍ ଦେବା ବଦଳରେ କେନ୍ଦ୍ର ନବୀନଙ୍କ ଦାବିକୁ ବାଏଁ ବାଏଁ ଉଡ଼ାଇ ଦେଇଛି। ପୁଣିଥରେ କେନ୍ଦ୍ର...

ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଉପରେ ଫୋକସ୍ ଦେବେ ଅମିତ ଶାହ। ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଗସ୍ତ...