ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ୨୦୧୯ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ଅସ୍ତ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ଯାଉଛନ୍ତି। ଏହା ହେବ ତାଙ୍କର ଶେଷ ସମ୍ପ୍ରସାରଣ/ପରିବର୍ତ୍ତନ। ଆସନ୍ତା ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି...

ମହାନଦୀ-ପୋଲାଭରମ୍ ପାଇଁ ବିଜେଡି ଗଢ଼ିଲା ଷ୍ଟିଅରିଂ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ଏବଂ ପୋଲାଭରମ୍ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି। ମହାନଦୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବିଜେଡି ଗଠନ କରିଛି ଷ୍ଟିଅରିଂ କମିଟି। ଏହି କମିଟିରେ...

ତେଜିଲା ରତ୍ନଭଣ୍ଡାର ଚାବି ହଜିବା ବିବାଦ: ବିଚାର ବିଭାଗୀୟ ତଦନ୍ତକୁ ଲୋକଦେଖାଣିଆ କହିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ତାତିଛନ୍ତି ବିରୋଧୀ। ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରୁ ନାହାନ୍ତି ବିରୋଧୀ। ବିଚାରବିଭାଗୀୟ...

ବାଙ୍କୀରେ କଂଗ୍ରେସ ନେତା କିଏ? ରବି-ଦେବାଶିଷଙ୍କୁ ନେଇ ଅଡ଼ୁଆରେ କର୍ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ଜିଲ୍ଲା ବାଙ୍କୀ ନିର୍ବାଚନମଣ୍ଡଳୀରେ ରବି ମଲ୍ଲିକ ଏବଂ ଦେବାଶିଷ ପଟ୍ଟନାୟକ ସମାନ୍ତରାଳ ସଭା କରୁଥିବାରୁ ଅଡ଼ୁଆରେ ପଡ଼ିଛନ୍ତି କର୍ମୀ। ବାଙ୍କୀ,(ଆଶିଷ ମହାପାତ୍ର): ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ପାଇଁ ଶାସକ...

ଭୋଟ ପାଇଁ ମହାନଦୀକୁ ନେଇ ରାଜନୀତି କରୁଛି ବିଜେଡି: ବିଶ୍ୱଭୂଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିକୁ ସମାଲୋଚନା କରିଛନ୍ତି। "ବିଜେପି ସବୁବେଳେ ଓଡିଶା ଏବଂ ମହାନଦୀ ପାଇଁ ଲଢେଇ କରି ଆସୁଛି। ଭବିଷ୍ୟତରେ ମଧ୍ୟ...

ସୁଧୁରୁନି ପ୍ରଭାତଙ୍କ ସ୍ୱାସ୍ଥ୍ୟ, ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଦିନ ଥିଲା ଜଣେ ଜନପ୍ରତିନିଧି ଭାବରେ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ କଥା ବୁଝୁଥିଲେ ବିଧାୟକ ପ୍ରଭାତ...

ବିଜେପିକୁ ଦରକାର ବୈଜୟନ୍ତଙ୍କ ଭଳି ନେତା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ଯେମିତି ଜାଣିଛନ୍ତି ବିଜେପିରେ ସେହିଭଳି ଜାଣିବା ଲୋକ କେହି ନାହାନ୍ତି। ଏଣୁ ବୈଜୟନ୍ତଙ୍କୁ ବିଜେପି ନେବାକୁ ଚାହୁଁଛି। ବିଜେଡିରୁ ଇସ୍ତଫା ଦେଇଥିବା...

ଆଜିର ବଡ଼ ଖବର (ଜୁନ ୨, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଆଇପିଏଲ ବେଟିଂ ଜାଲରେ ସଲମାନ ଖାନ୍‌ ଭାଇ: ଦୋଷ ସ୍ୱୀକାର କଲେ ଅରବାଜ ଗତକାଲି ହାଜର ହେବା ଲାଗି ସମନ ପାଇବା ପରେ ଶନିବାର ସକାଳେ କଡ଼ା ସୁରକ୍ଷା ଭିତରେ...

ମହାନଦୀ ପ୍ରସଙ୍ଗରେ ଖୁବଶିଘ୍ର ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ: ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାନଦୀ ପ୍ରସଙ୍ଗ ଖୁବଶିଘ୍ର ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ। ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର...

ବିଜେପିକୁ ଘାରିଲା ମହାନଦୀ ଚିନ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିଛି ବିଜେପି। ମହାନଦୀ ପାଇଁ ବ୍ୟାକଫୁଟ୍‌ରେ ଥିବା ବିଜେପି ଏବେ ଫ୍ରଣ୍ଟଲାଇନକୁ ଆସିବାକୁ ଚାହୁଁଛି। ଏହା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ମହାନଦୀ ପାଲଟିଲା...