ପାଣ୍ଡିଆନ୍ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଫିସର ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ...

ବିଜେପୁର ଉପ-ନିର୍ବାଚନ: ପ୍ରଚାରକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛି ବିଜେପି। ବିଜେପୁରବାସୀ ବିଜେପିକୁ ଭୋଟ ଦେବେ ବୋଲି ଧର୍ମେନ୍ଦ୍ର...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଅଣ୍ଡା ମାଡ଼ କରିଥିବା ମହିଳାଙ୍କ ଉପରୁ ହଟିବ ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଭା ମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳା ରାଜଶ୍ରୀ କାମିଲାଙ୍କ ଉପରୁ ସବୁ ମାମଲା ହଟାଇ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼...

ପଦ୍ମ ଧରିବେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତ୍ରୀ ମହାଶ୍ୱେତା ରାୟ ପଦ୍ମ ଧରିବେ। ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ଯୋଗଦେବେ। ୨୦୧୯ ପୂର୍ବରୁ ଓଡ଼ିଶା ବିଜେପିରେ ଷ୍ଟାର ପଲିଟିକ୍ସ। ଜଣକ ପରେ...

ପାଣ୍ଡିଆନ୍ ମାମଲା: ମିଡିଆ-ରାଜନୈତିକ ଦଳ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ଝଡ଼ ଉଠିଛି। ବିଜେପି ଯୁବ ମୋର୍ଚ୍ଚା ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ କରିବା ପରେ ବିଜେଡି ମିଡିଆକୁ ଟାଣିଛି। ବିଜେଡି...

ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ଆସିଲାଣି ବିଜେପୁର ଉପ-ଦିର୍ବାଚନ ପ୍ରଚାର। ବିଜେପି ଏବଂ ବିଜେଡି ପ୍ରଚାର ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମା'ସମଲେ୍ଶ୍ୱରୀ...

୪ ଅଫିସରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ଷମତାର ଅପବ୍ୟବହାର କରୁଛନ୍ତି ଅଫିସର୍। ଏମିତି ଅଭିଯୋଗ ଆଣିଛି ବିଜେପି। ୪ ଜଣ ଅଫିସରଙ୍କୁ ଟାର୍ଗେଟ୍ କରି ବିଜେପି ନିର୍ବାଚନ ଅଧିକାରୀଙ୍କୁ ଦାବିପତ୍ର ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନକୁ ବିଜେପି ଯୁବ...

ପାଣ୍ଡିଆନ୍‌ଙ୍କ ବାସଭବନକୁ ଧସେଇ ପଶିଲେ ବିଜେପି କର୍ମୀ, ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କଲା ବିଜେପି ବାସଭବନ ସମ୍ମୁଖରେ ପ୍ରତିବାଦ ବିଜେପି-ବିଜେଡି ଭିତରେ ତୁ ତୁ ମେଁ ମେଁ ବିଜେଡି କହିଲା, "ଅଶୋଭନୀୟ ଆଚରଣ" ବିଜେଡିକୁ କାହିଁକି ବାଧୁଛି: ବିଜେପି ବିଜେପି...

ବିଜେପୁର ଥିଲା କଂଗ୍ରେସର ଗଡ଼: ୭ ଥର ଜିତିଛନ୍ତି କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ହେଉଛି କଂଗ୍ରେସର ଗଡ଼। ୧୯୬୧ରୁ ୨୦୧୪ ଭିତରେ ହୋଇଥିବା ୧୩ଟି ନିର୍ବାଚନରୁ କଂଗ୍ରେସ ୭ଟି ନିର୍ବାଚନରେ ବିଜୟ ହାସଲ କରିଛି। ଏବେ କଂଗ୍ରେସ ଗଡ଼କୁ ଛଡ଼ାଇ ଆଣିବା ପାଇଁ ବିଜେପି...

ଜମିଲାଣି ପ୍ରଚାର: ୧୯ ଓ ୨୧ରେ ବିଜେପୁର ଯିବେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ନେତା ଏହି ତାଲିକାରେ ଅଛନ୍ତି। ନବୀନ ଫେବ୍ରୁଆରି ୧୯ ଓ ୨୧ରେ...