ଗୁଜୁରାଟ ଭୋଟ୍: ଏକଜିଟ ପୋଲ୍ କହୁଛି ପୁଣି ଫୁଟିବ ପଦ୍ମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ଭୋଟ। ୧୮ ତାରିଖରେ ହେବ ଭୋଟ ଗଣତି। ତେବେ ଏହା ପୂର୍ବରୁ ଆସିଛି ଏକ୍ଜିଟ୍ ପୋଲ୍ ଫଳାଫଳ। ଗୁଜୁରାଟରେ ପୁଣି ପଦ୍ମ ଫୁଟିବ ବୋଲି...
ନବୀନ ନିବାସରେ ପ୍ରସ୍ତୁତ ହେଲା ରଣନୀତି: ସଂସଦରେ ମହାନଦୀ – ପୋଲାଭରମକୁ ଅସ୍ତ୍ର କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ
ଜାନୁୟାରୀ ୫ ଯାଏଁ ଚାଲିବ ଅଧିବେଶନ
ସଂସଦରେ ଓଡ଼ିଶାର ହକ୍ ପାଇଁ ଲଢ଼େଇ କରିବ ବିଜେଡି
ମହାନଦୀ, ପୋଲାଭରମ୍ ସହ ଏମ୍ଏସ୍ପି ବୃଦ୍ଧିକୁ ଅସ୍ତ୍ର...
ବଡ଼ ଭାଇଙ୍କ ପାଦ ଛୁଇଁ ଭୋଟ ଦେଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ସାବରମତିରେ ଭୋଟ ଦେଇଛନ୍ତି। ବଡ଼ ଭାଇ ସୋମା ମୋଦିଙ୍କ ପାଦ ଛୁଇଁ ପ୍ରଧାନମନ୍ତ୍ରୀ ୧୧୫ ନମ୍ବର ବୁଥ୍ ଆଗରେ ଲାଇନ୍ରେ ଛିଡ଼ା ହୋଇଥିଲେ।
ଗୁଜୁରାଟ ବିଧାନସଭା ପାଇଁ...
ସକାଳୁ ସକାଳୁ ଭୋଟ ଦେଲେ ମୋଦିଙ୍କ ମା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ବିଧାନସଭା ନିର୍ବାଚନରେ ଆଜି ୯୩ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହିସବୁ ଆସନ ହିଁ ଦଳ ଓ ପ୍ରାର୍ଥୀଙ୍କ ଭବିଷ୍ୟତ କହିବ। ସତ କହିଲେ ଦ୍ୱିତୀୟ ପର୍ଯ୍ୟାୟ...
ମହାନଦୀ ମହାଲଢ଼େଇ ପାଇଁ ସଜବାଜ ହେଲେ ସବୁ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭାରେ ପାରିତ ହେଲା ମିଳିତ ସଙ୍କଳ୍ପ
ସମର୍ଥନ କଲେ ବିଜେଡି-ବିଜପି-କଂଗ୍ରେସ
କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାକୁ ଆରମ୍ଭ ହେଲା ଅଭିଯାନ
କଲ୍ମା ବ୍ୟାରେଜର ୬୫ଟି ଗେଟ୍ ବନ୍ଦ କଲା...
ଓଡ଼ିଶାରେ ୫୨ ଦାଗୀ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ନେତାଙ୍କ ପାଇଁ ଦେଶରେ ପ୍ରତିଷ୍ଠା ହେବ କୋର୍ଟ। ଏନେଇ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଓଡ଼ିଶାରେ ଦାଗୀ ନେତାଙ୍କ ତାଲିକା ପ୍ରକାଶ ପାଇଛି। ଓଡ଼ିଶାରେ ୫୨ ନେତାଙ୍କ ନାଁରେ...
ପଡ଼ୋଶୀ ରାଜ୍ୟ ଅକ୍ତିଆରରେ ଓଡ଼ିଶାର ୯୬ ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ତୁଟୁନି ସୀମା ବିବାଦ। ଏବେ ବି ଓଡ଼ିଶାର ୯୬ଟି ଗାଁ ରହିଛି ପଡୋଶୀ ରାଜ୍ୟ ଅକ୍ତିଆରରେ। ବିଧାନସଭାରେ ରାଜସ୍ୱମନ୍ତ୍ରୀ ଦେଇଛନ୍ତି ଏହି ତଥ୍ୟ।
ଓଡ଼ିଶାର ୯୬ଟି ଗାଁକୁ ଅକ୍ତିଆର୍ କରିଛନ୍ତି ପଡୋଶୀ ରାଜ୍ୟ।...
ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ୧୦ଟି ଅଜଣା କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
୧. ରାହୁଲ ଗାନ୍ଧି ୧୯ ଜୁନ୍ ୧୯୭୦ରେ ଜନ୍ମ ଗ୍ରହଣ କରିଥିଲେ। ପଣ୍ଡିତ ନେହେରୁଙ୍କ ଅଣନାତି ଓ ଇନ୍ଦିରା ଗାନ୍ଧିଙ୍କ ନାତି ଏବଂ ରାଜୀବ ଗାନ୍ଧିଙ୍କ ପୁଅ ହେଉଛନ୍ତି ରାହୁଲ୍।
୨. ଗାନ୍ଧି...
ଆରମ୍ଭ ହେଲା ରାହୁଲ ରାଜ: ଖୁସିରେ ନାଚିଲେ ଓଡ଼ିଶା କଂଗ୍ରେସ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାହୁଲ ଗାନ୍ଧି ଧରିଛନ୍ତି କଂଗ୍ରେସର ମଙ୍ଗ। ଏହାକୁ ନେଇ ଦେଶ ତମାମ୍ କଂଗ୍ରେସ କର୍ମକର୍ତ୍ତାଙ୍କ ମନରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଏପଟେ ଓଡ଼ିଶା କଂଗ୍ରେସ ନେତା ବି ରାହୁଲଙ୍କୁ ସ୍ବାଗତ...
କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ପାଇଁ ୪ ଚାଲେଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି ରାହୁଲ ଗାନ୍ଧି। ବିଭିନ୍ନ ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବା ବେଳେ ଲୋକସଭାରେ ବି ଦଳର ସ୍ଥିତି ବିଗିଡ଼ି ଯାଇଛି। କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବା ପାଇଁ...





















