ସୁସ୍ଥ ହେଲେ ମହାପ୍ରଭୁ – ଆଜି ଗଜପତି ମହାରାଜାଙ୍କୁ ଦିଆଯିବ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁସ୍ଥ ହେଲେ ଚତୁର୍ଦ୍ଧା ମୂରତି
ଆଜି ଶ୍ରୀନଅରକୁ ଯିବ ମହାପ୍ରଭୁଙ୍କ ସୁସ୍ଥ ଖବର
ଶେଷ ସ୍ପର୍ଶ ପାଉଛି ତିନି ରଥ
ଜୁଲାଇ ୧୨ରେ ରଥଯାତ୍ରା
ଦଶମୂଳ ମୋଦକ ସେବନ ପରେ...
ଦଶମୂଳ ମହୌଷଧୀ କ’ଣ ଓ କିପରି ଏହା ପ୍ରସ୍ତୁତ ହୋଇଥାଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣସର ନୀତି ବେଳେ ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଦଶମୂଳ ମହୌଷଧୀ କ'ଣ ଏବଂ କିପରି ଏହାକୁ ପ୍ରସ୍ତୁତ କରାଯାଏ ଜାଣନ୍ତୁ।
୧୦୮ ଗରା ଜଳ ସ୍ନାନ ପରେ ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର...
ଅଣସର ନୀତି – ଚକାବିଜେ ହେଲେ ଚତୁର୍ଦ୍ଧା ମୂରତି, ସୁସ୍ଥ ହେବା ନେଇ ମିଳିଲା ସଙ୍କେତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣସର ପିଣ୍ଡିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ
ଶୟନ ଅବସ୍ଥାରୁ ଚକାବିଜେ କଲେ ଚତୁର୍ଦ୍ଧା ମୂରତି
ଆଜି ଲାଗି ହେବ ଦଶମୂଳ ମହୌଷଧୀ
ରଥଯାତ୍ରାକୁ ଆଉ ୬ ଦିନ ବାକି
ସ୍ନାନ...
ଆଜି ସୁନାବେଶ : ଜାଣନ୍ତୁ କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର?
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=nCMC2UnXqPA]
ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ସୁନାବେଶ ଅନ୍ୟତମ। ମହାପ୍ରଭୁଙ୍କ ଏହି ବେଶ ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ମହାପ୍ରଭୁ।
ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ...
ଶ୍ରୀନଅର ଆଗରେ ଲକ୍ଷ୍ମୀ-ନାରାୟଣ ଭେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହୁଡ଼ାଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହୋଇଛି। ଅଭିମାନିନୀ ମା’ ଲକ୍ଷ୍ମୀ ଆଜି ଶ୍ରୀନଅରରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟିଛନ୍ତି।
ଳକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ନେଇ ମାଉସୀ ଘର...
ରଥଯାତ୍ରା – ଗଜପତି ମହାରାଜାଙ୍କ ସେବା ପରମ୍ପରାର ମହତ୍ତ୍ୱ
ଡକ୍ଟର ଭାସ୍କର ମିଶ୍ର
[youtube https://www.youtube.com/watch?v=Ew5lCM990Ao]
ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ବା ପ୍ରଧାନ ସେବକ ଗଜପତି ମହାରାଜାଙ୍କ ସେବା ପୁରୀ ରାଜବଂଶର ବଂଶାନୁକ୍ରମିକ ସେବା ଭାବେ ପରିଚିତ। ରଥଯାତ୍ରାରେ ତିନି ରଥରେ ବିଜେ ଓ ବାହୁଡା...
ମହାପ୍ରଭୁଙ୍କ ଘଣ୍ଟ ସେବା ଓ ଘୋଷ ଘଣ୍ଟୁଆ
ମୋନାଲିସା ମିଶ୍ର
[youtube https://www.youtube.com/watch?v=Ew5lCM990Ao]ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଦୁଇପ୍ରକାରର ଘଣ୍ଟବାଜଣା ସେବକଙ୍କର ଉଲ୍ଳେଖ ଅଛି। ଗୋଟିଏ, କ୍ରମ-୧୦୨ର ‘ଘଣ୍ଟସେବା’ ଓ ଅନ୍ୟଟି କ୍ରମ-୧୦୩ର ‘ଘଣ୍ଟୁଆ’। ଏ ଦୁଇସେବାର ପ୍ରକାର ଭିନ୍ନ ଭିନ୍ନ।
‘ଘଣ୍ଟସେବା’ର ବିବରଣୀ ଅନୁସାରେ- ଶ୍ରୀମନ୍ଦିରର...
ବାରଣାସୀରେ ଭାଙ୍ଗିଲା ୨୦୦ ବର୍ଷର ପରମ୍ପରା – ଗଡ଼ିଲାନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=4V_pI5TuG9c]
ଐତିହାସିକ ସହର ବାରଣାସୀରେ କରୋନା ମହାମାରୀ ପାଇଁ ୨୦୦ ବର୍ଷର ପରମ୍ପରା ଭଙ୍ଗ ହୋଇଛି। ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ଆଜି ବନ୍ଦ ରହିଛି। ଏହି ଯାତ୍ରା ଦେଖିବା ପାଇଁ ଲୋକମାନେ...
ଅହମ୍ମଦାବାଦରେ ମନ୍ଦିର ପରିସରରେ ଟଣା ହେଉଛି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=4V_pI5TuG9c]
ପବିତ୍ର ଗୁଣ୍ଡିଚା ଯାତ୍ରା ଅବସରରେ ବିଶ୍ୱର ବିଭିନ୍ନ ସ୍ଥାନରେ ଟଣା ହୁଏ ରଥ। ଏଥର କିନ୍ତୁ କରୋନା ପାଇଁ ସବୁଠି ରଥଯାତ୍ରା ବନ୍ଦ। କେବଳ ପୁରୀରେ ରଥଯାତ୍ରାକୁ ଅନୁମତି ମିଳିଛି।...
ଶ୍ରୀକ୍ଷେତ୍ରରେ ସୁନାବେଶ – ଜାଣନ୍ତୁ କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ସୁନାବେଶ ଦିନ ତିନିଠାକୁର କ’ଣ ପିନ୍ଧନ୍ତି ଆସନ୍ତୁ ଜାଣିବା।
ଶ୍ରୀଗୁଣ୍ଡିଚା ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ ଆଷାଢ଼ ଶୁକ୍ଲ ଏକାଦଶୀ ଦିନ...




















