ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆସିଲେ ମହାପ୍ରଭୁ ଦିନ ୧୧ଟାରୁ ଦିବ୍ୟସ୍ନାନ ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ଧାଡ଼ି...

ଶ୍ରୀଜୀଉଙ୍କ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଚାଲିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁ ସ୍ନାନ କରିବେ। ସ୍ନାନ ପରେ ମହାପ୍ରଭୁଙ୍କୁ ଅଣସର ଘରକୁ ନିଆଯିବ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ...

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସୁଛନ୍ତି ଶ୍ରୀଜୀଉ। ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮ ଗରା ସୁବାସିତ...

ସୋମବାର ସ୍ନାନ ପୂର୍ଣ୍ଣିମା – ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିବେ ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮...

ଆଜିଠୁ ଦଇତାପତିଙ୍କ ସେବା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବାୟତ। ଘୋଷଯାତ୍ରା ପରମ୍ପରା ଅନୁସାରେ, ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତିମାନେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କରିବେ। ଆଜି ଗୋଷ୍ଠୀଗତ ଭାବେ ଦଇତାପତିମାନେ ଶ୍ରୀମନ୍ଦିରରେ...

ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୯୨ଟି ଟ୍ରେନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସୁଛି ରଥଯାତ୍ରା। ଶ୍ରୀକ୍ଷେତ୍ରରେ ପୁଣିଥରେ ସମାଗମ ହେବେ କୋଟିକୋଟି ଶ୍ରଦ୍ଧାଳୁ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ ୧୯୨ଟି ଟ୍ରେନ୍‌। ଏନେଇ ଗୁରୁବାର ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକରେ...

ସରିଲା ରଥଯାତ୍ରା ସମନ୍ୱୟ କମିଟି ବୈଠକ: ଜୁନ୍ ୩୦ ସୁଦ୍ଧା ପୁରୀରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଯାତ୍ରା ପ୍ରସ୍ତୁତି ପାଇଁ ସରିଲା ତୃତୀୟ ସମନ୍ୱୟ କମିଟି ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ତୃତୀୟ ସମନ୍ୱୟ...

ଆଜି ରୁକ୍ମିଣୀ ହରଣ ଏକାଦଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ହୁଏ। ପାରମ୍ପାରିକ ରୀତିନୀତିରେ ଆଜି  ଶ୍ରୀଜଗନ୍ନାଥଙ୍କ ବିବାହ ହେବ। ସନ୍ଧ୍ୟା ଧୂପ ପରେ...

ରଥଯାତ୍ରା ପାଇଁ ପ୍ରଶାସନର ତୃତୀୟ ସମନ୍ୱୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ବସିଛି ତୃତୀୟ ସମନ୍ୱୟ ବୈଠକ। ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯାଉଛି।...

ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରର ମରାମତି ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୬ରୁ ଶ୍ରୀମନ୍ଦିର ଭିତରର ମରାମତି କରାଯିବ। ଏନେଇ ଭୁବନେଶ୍ୱରରେ ଆଜି ଶ୍ରୀମନ୍ଦିର ସୁରକ୍ଷା ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ୫ ଓ ୬ ତାରିଖରେ ଏଏସ୍‌ଆଇ ଶ୍ରୀମନ୍ଦିରର ଗର୍ଭଗୃହ...