ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା – ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ। ଏଥିପାଇଁ ସେବାୟତମାନେ ରାଘବ ଦାସ ମଠ ଠାରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମସ୍ତକର ଶୋଭା...

ମହାପ୍ରଭୁଙ୍କ ଦକ୍ଷିଣମୋଡ଼ ପୂର୍ବରୁ ତିନି ରଥରେ ଫାଟ, ଚାଲିଛି ମରାମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜୁଲାଇ ୧୭ତାରିଖରେ ତିନିରଥର ହେବ ଦକ୍ଷିଣ ମୋଡ଼। ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥର ଯାଞ୍ଚ କରାଯାଇଥାଏ। ଆଜି ମଧ୍ୟ ଏକ ସ୍ଵତନ୍ତ୍ର...

ଶ୍ରୀମନ୍ଦିରର ୨୦ ବିଲୁପ୍ତ ସେବା

ଶୁଭ୍ରାଂଶୁ ପଣ୍ଡା ଶ୍ରୀମନ୍ଦିରର ସେବାଗୁଡ଼ିକ ସମ୍ବନ୍ଧରେ ବହୁ ଆଲେଖ, ଆଲୋଚନା ଉପଲବ୍ଧ ଥିବା ବେଳେ ବିଲୁପ୍ତ ସେବା ବିଷୟରେ ଆସନ୍ତୁ ଜାଣିବା। ପ୍ରାତରୁତ୍‌ଥାୟ ନିର୍ମାଲ୍ୟ ମାନୟାମି ଦିନେ ଦିନେ ବନ୍ଧୁଭିଃ ଜ୍ଞାତିଭିଃ ସାର୍ଦ୍ଧଂ ଜୀବାମ୍ୟେତେନ ସର୍ବଦା ଇତି ବିଶ୍ଵାବସୋର୍ବାଣୀଂ...

ଆଜିଠୁ ମିଳିବ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇବେ। ବୁଧବାରଠାରୁ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ୍‌ ଷ୍ଟାଣ୍ଡରେ ଅବଢ଼ା...

ବାହାରିନରେ କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ କଟକଣା ଭିତରେ ଏବର୍ଷ ମଧ୍ୟ ବାହାରିନରେ ଥିବା ଓଡ଼ିଆ ସମାଜ ଓ ସଗାୟାଥରେ ଅବସ୍ଥାପିତ ଇସ୍କନ ମନ୍ଦିର ପ୍ରଶାସନର ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କାଳରେ ବିଶ୍ୱ...
Rath Jatra 2021

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା – ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ୯ ଦିନ ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ। ଶ୍ରୀଜିଉଙ୍କ ପବିତ୍ର ଘୋଷଯାତ୍ରା ପାଇଁ ସିଂହଦ୍ୱାର ସମ୍ମୁଖରେ...

ବିନା ଭକ୍ତରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଏ ବର୍ଷ ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ।...

ଇତିହାସରେ ଗଜପତିଙ୍କୁ ବି ମନା ହୋଇଥିଲା ଶ୍ରୀମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କୁ ଶ୍ରୀମନ୍ଦିର ମନା ହୋଇଥିଲା। ଶ୍ରୀମନ୍ଦିର ଇତିହାସରେ ଏମିତି ବି କିଛି ଘଟଣା ରହିଛି, ଯାହା ଆପଣ କେବେ ଶୁଣି ନଥିବେ। ଶ୍ରୀମନ୍ଦିର ଭିତରକୁ...

ସୁସ୍ଥ ହେଲେ ମହାପ୍ରଭୁ – ଆଜି ଗଜପତି ମହାରାଜାଙ୍କୁ ଦିଆଯିବ ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁସ୍ଥ ହେଲେ ଚତୁର୍ଦ୍ଧା ମୂରତି ଆଜି ଶ୍ରୀନଅରକୁ ଯିବ ମହାପ୍ରଭୁଙ୍କ ସୁସ୍ଥ ଖବର ଶେଷ ସ୍ପର୍ଶ ପାଉଛି ତିନି ରଥ ଜୁଲାଇ ୧୨ରେ ରଥଯାତ୍ରା ଦଶମୂଳ ମୋଦକ ସେବନ ପରେ...

ଦଶମୂଳ ମହୌଷଧୀ କ’ଣ ଓ କିପରି ଏହା ପ୍ରସ୍ତୁତ ହୋଇଥାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣସର ନୀତି ବେଳେ ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ଦଶମୂଳ ମହୌଷଧୀ କ'ଣ ଏବଂ କିପରି ଏହାକୁ ପ୍ରସ୍ତୁତ କରାଯାଏ ଜାଣନ୍ତୁ। ୧୦୮ ଗରା ଜଳ ସ୍ନାନ ପରେ ଜ୍ଵରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର...