ସ୍ୱାସ୍ଥ୍ୟ ସହ ସୁନ୍ଦରତା: ଉଭୟ ପାଇଁ ଜରୁରୀ ତରଭୁଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗରମ ଦିନରେ ତରଭୁଜର ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ଶରୀରକୁ ଥଣ୍ଡା ରଖିବା ସହ ସୁସ୍ଥ ମଧ୍ୟ ରଖିଥାଏ। ହେଲେ ଗରମ ଦିନର ଏହି ଆରାମଦାୟୀ ଫଳ ଆପଣଙ୍କ ତ୍ୱଚାରେ...
୧୭ ଦିନ ପୂର୍ବରୁ ଜନ୍ମ ନେଇଥିଲା ଶିଶୁ କନ୍ୟା, ହେଲେ ତାକୁ ଥରଟିଏ ବି ଦେଖିପାରିଲେନି ସହିଦ କୁନ୍ଦନ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ସୋମବାର ପୂର୍ବ ଲଦାଖର ଗାଲବାନ ଘାଟିରେ ଭାରତ-ଚୀନ ଯବାନଙ୍କ ଭିତର ହୋଇଥିବା ସଂଘର୍ଷରେ ଭାରତ ହରାଇଛି ନିଜର ୨୦ ଜଣ ଯବାନଙ୍କୁ। ଏଥିରେ ରହିଛନ୍ତି ଝାଡ଼ଖଣ୍ଡ କୁନ୍ଦନ କୁମାର ଓଝା।...
ଆଜି ବଡ଼ଦିନ, ଧରାବତରଣ କଲେ ପ୍ରଭୁ ଯୀଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ।
ଖ୍ରୀଷ୍ଟମାସ ବା ବଡ଼ଦିନ ଖ୍ରୀଷ୍ଟିୟାନମାନଙ୍କ...
କରୋନା ମୁକାବିଲାରେ ଓଡ଼ିଶା ଅନ୍ୟ ରାଜ୍ୟଠୁ ଆଗରେ – ଡକ୍ଟର ଅଚ୍ୟୁତ ସାମନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=TdDE6X1_G1s
‘‘ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଯେମିତି ଆଗରେ ଥିଲା ଏବେ କରୋନା ମୁକାବିଲାରେ ମଧ୍ୟ ସେମିତି ଆଗରେ।’’
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିଛନ୍ତି। ଭୁବନେଶ୍ୱର...
ଜୁନ୍ ୧୩ ସୁଦ୍ଧା ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଏଥର ସ୍ୱାଭାବିକ ବର୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବିଳମ୍ବରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୧୩ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିବ। ଜୁନ୍ ପହିଲାରୁ ସେପ୍ଟେମ୍ବର ଶେଷ ଯାଏଁ ଦେଶରେ ବର୍ଷା ସ୍ୱାଭାବିକ ରହିବ...
ବର୍ଷାଦିନେ ଭାଇରସ ବ୍ୟାପିବାର ଆଶଙ୍କା ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ଅତି କ୍ଷୀପ୍ର ବେଗରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା। ତେବେ କୋହଲା ପାଗ ତଥା ବର୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ...
ମାଡ଼ିଆସୁଛି ମହାବାତ୍ୟା ଅମ୍ପନ, କେତେ ସଜାଗ ଭଦ୍ରକ ଓ ବାଲେଶ୍ୱର
ଓଡ଼ିଶାଲାଇଭ୍ ବ୍ୟୁରୋ
ତୀବ୍ରରୁ ଅତିତୀବ୍ର ରୂପ ନେବାରେ ଲାଗିଛି ସାମୁଦ୍ରିକ ମହାବାତ୍ୟା ଅମ୍ପନ। ତେବେ ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ ହେବାର ସୂଚନା ଥିଲେ ମଧ୍ୟ ଓଡ଼ିଶାର ଉପକୂଳ ଅଞ୍ଚଳଗୁଡ଼ିକରେ ଏହାର ପ୍ରଭାବ ପଡ଼ିବାର ଯଥେଷ୍ଟ...
ଜୁଲାଇ ୨୬ରେ NEET UG ପରୀକ୍ଷା, ଜାଣନ୍ତୁ ପ୍ରସ୍ତୁତି ବେଳେ କେଉଁ ଦିଗ ପ୍ରତି ଦେବେ ଧ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଡିକାଲ ବିଭାଗରେ ନିଜର କ୍ୟାରିୟର ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ନିଜ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଆଗକୁ ଅଛି ଏନ୍.ଇ.ଇ.ଟି ୟୁଜି ପରୀକ୍ଷା, ଦେଶରେ କରୋନା ଆତଙ୍କ ପାଇଁ...
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା: ଯାଜପୁରର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା। ବୁଲ୍ବୁଲ୍ ଏବେ ପାରାଦୀପଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ...
କଟକ ଖାନନଗରରେ ଆକର୍ଷଣ ଥିଲା ବୈଷ୍ଣୋ ମାତା ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=HSSkW22swRs
ଏଥର ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ କମିଟି ପକ୍ଷରୁ ନୂଆ ଥିମରେ ତିଆରି ହୋଇଥିଲା ବୃନ୍ଦାବନର ବୈଷ୍ଣୋ ଦେବୀ...