କଶ୍ମୀରରେ ଦ୍ରାସ ସେକ୍ଟରରେ କାରଗିଲ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ ସିଂହ

ଓଡ଼ିଶାଲାଇଭ ବ୍ୟୁରୋ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ ହେବାକୁ ଯାଉଛି। ତା’ ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜୁଲାଇ ୨୦ରେ ଜମ୍ମୁକଶ୍ମୀର ଗସ୍ତ କରିଥିଲେ। ଜମ୍ମୁ କଶ୍ମୀରରେ ପହଞ୍ଚିବା ପରେ କାରଗିଲ ଯୁଦ୍ଧରେ...