ଭୋଟ୍ ଦେଉଛି ଦିଲ୍ଲୀ, ଦିନ ୧୨ଟା ସୁଦ୍ଧା ୧୫.୬୮ ପ୍ରତିଶତ ଭୋଟିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ସମସ୍ତ ବିଧାନସଭା ଆସନ ପାଇଁ ଶନିବାର ଭୋଟଗ୍ରହଣ କରାଯାଉଛି। ନିର୍ବାଚନ କମିସନରଙ୍କ ସୂଚନା ଅନୁଯାୟୀ ଦିନ ୧୨ଟା ସୁଦ୍ଧା ଦିଲ୍ଲୀରେ ମୋଟ୍ ୧୫.୬୮ ପ୍ରତିଶତ ଭୋଟିଂ ହୋଇଛି। ସକାଳ ୮ଟାରୁ ଏହି...

ଦିଲ୍ଲୀର ୭୦ଟି ଆସନ ଲାଗି ଚାଲିଛି ଭୋଟ୍‌ ଗ୍ରହଣ – ସୁରକ୍ଷା କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଚାଲିଛି ଭୋଟ୍‌ ଗ୍ରହଣ। ନିର୍ଦ୍ଧାରିତ ସମୟରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ଲାଗି ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ୬୭୨ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ। ବିଧାନସଭା...

ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ – ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ। ଫେବ୍ରୁଆରି ୨୧ରେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏହିଦିନ କେତେବେଳେ...

ଗୋଲାପ ଦିଆନିଆରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ୱିକ୍‌। ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ରୋଜ୍‌ ଡେ’ରେ ଗୋଲାପ ଦିଆନିଆ ହେବେ ପ୍ରେମୀଯୁଗଳ। ଏଥିପାଇଁ ଫୁଲ ବଜାରରେ ବି...

ଦିଲ୍ଲୀରେ ସରିଲା ପ୍ରଚାର: ଶେଷ ଦିନରେ ଶକ୍ତି ଦେଖାଇଲେ ଆପ୍-ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରେ ସରିଲା ହାଇଭୋଲ୍‌ଟେଜ ପ୍ରଚାର। ୮ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଦିଲ୍ଲୀ ବିଧାନସଭା ଆସନ ପାଇଁ ଶେଷ ହେଲା ପ୍ରଚାର। ମୋଟ ୭୦ଟି ଆସନ ପାଇଁ ୮ରେ ହେବ ଭୋଟ। ପ୍ରଚାରର...

୮ରେ ଦିଲ୍ଲୀ ନିର୍ବାଚନ – ଆଜି ସରୁଛି ପ୍ରଚାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ବିଜେପି, ଆପ୍‌, କଂଗ୍ରେସ ମଧ୍ୟରେ ପ୍ରଚାର ମଇଦାନରେ...

ବିଜେପିକୁ ପ୍ରଶ୍ନ ପଚାରିଲେ କେଜରିୱାଲ – ଦିଲ୍ଲୀରେ ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ‘‘ତୁମ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?’’ – ଏହି ପ୍ରଶ୍ନ ବିଜେପିକୁ ପଚାରିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ। ଫେବ୍ରୁଆରି ୮ରେ ଦିଲ୍ଲୀ ବିଧାନସଭା ପାଇଁ ହେବ ନିର୍ବାଚନ।...

ଦିଲ୍ଲୀ ଦଖଲ ପାଇଁ ମୋଦୀଙ୍କ ପ୍ରଚାର – ଦ୍ୱାରକା ସଭାରେ କେଜରିୱାଲଙ୍କୁ ଟାର୍ଗେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ପାଇଁ ଜୋର୍‌ ଧରିଛି ପ୍ରଚାର। ଦ୍ୱିତୀୟ ଦିନରେ ଆଜି ପୁଣିଥରେ ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖିବାକୁ ମିଳିଛି। ଦ୍ୱାରକାରେ ଜନସଭା କରି ସିଧା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଦିଲ୍ଲୀରେ ପ୍ରଚାର କଲେ ମୋଦୀ – ‘‘କେଉଁଭଳି ସରକାର ଦରକାର ତାହା ଦିଲ୍ଲୀବାସୀ ଜାଣିଛନ୍ତି’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଜମୁଛି ନିର୍ବାଚନ ପ୍ରଚାର। ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ରୋଡ୍‌ ସୋ’ ଏବଂ ସଭା କରି ରାଜନୀତି ପାଣିପାଗକୁ ସରଗରମ କରିଥିବା ବେଳେ ଏହାକୁ କାଉଣ୍ଟର...

ନୂଆ ଟିକସ ସ୍ଲାବକୁ ଯିବେ ନା ପୁରୁଣାରେ ରହିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଯେଉଁ ନୂଆ ବ୍ୟକ୍ତିଗତ କର ସ୍ଲାବ ଘୋଷଣା କରିଛନ୍ତି ତାହା ସମସ୍ତଙ୍କୁ ସୁହାଇ ନପାରେ। ଟିକସ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନୂଆ ବ୍ୟବସ୍ଥାରେ ବିଶେଷ କିଛି...