ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୧ ଦିନରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ମହାରାଜା କଂସ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧ଦିନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ୧୧ ପ୍ରକାରର ପୋଷାକ ପିନ୍ଧି ମଞ୍ଚକୁ ଓହ୍ଲାନ୍ତି ପ୍ରବଳ ପ୍ରତାପି ମଥୁରା ନରେଶ ମହାରାଜା କଂସ। ତେବେ ଏହି ପୋଷାକ କିଏ ତିଆରି କରନ୍ତି? କଂସଙ୍କ ପୋଷାକରେ ଲାଗେ ମୋତି, ଜରି ଓ ପିତ୍ତଳ ସାମଗ୍ରୀ ଚେନ୍ନାଇରୁ ଆସେ ରତ୍ନ ପଥର ୧୧ ଦିନରେ ୧୧ ରକମର ପୋଷାକ ପିନ୍ଧନ୍ତି କଂସ ମହାରାଜା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି ପ୍ରବଳ ପ୍ରତାପି କଂସ ମହାରାଜା।...

ଅଭିନୟରେ ଧୋକା ପାଇ ପ୍ରଯୋଜକ ହେଇଗଲେ ଶ୍ରୀଧର ମାର୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=iCzY--GbonY&t=1s ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ନାଁ ଶ୍ରୀଧର ମାର୍ଥା। ପ୍ରଯୋଜନା ପାଇଁ ଓଡ଼ିଆ ସିନେ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସେ ହାସଲ କରିଛନ୍ତି। ସିନେମା ନିର୍ମାଣ ପାଇଁ ସେ...

ବରଗଡ଼ ଧନୁଯାତ୍ରାରେ ପ୍ରମୁଖ ଆକର୍ଷଣ ପାଲଟେ ହାତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରାରେ ନାୟକ କଂସ ମହାରାଜାଙ୍କ ରାଜଦରବାରକୁ ରାଜମହଲରୁ ଆସିବା ଓ ଶାସନ ପାଇଁ ନଗର ଭ୍ରମଣ କରିବା ଏକ ପ୍ରମୁଖ ଦୃଶ୍ୟ। ପୌରାଣିକ ଘଟଣାକ୍ରମରେ ଧନୁଯାତ୍ରା ଅଭିନୟ କରାଯାଉଥିବାରୁ ଏଥିପାଇଁ ବହୁ...

ବରଗଡ଼ ଧନୁଯାତ୍ରାର ମା’ ଯଶୋଦା ମୁଗ୍ଧା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=LG_JqIkKLkk ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛନ୍ତି ମା’ ଯଶୋଦା। ଯଶୋଦାଙ୍କ ଭୂମିକାରେ ଚଳିତ ବର୍ଷ ଅଭିନୟ କରିଛନ୍ତି ମୁଗ୍ଧା ଦାସ। ସେ ଜଣେ ନୃତ୍ୟଶିଳ୍ପୀ। ବିଭିନ୍ନ ମଞ୍ଚରେ...

ଜୀବନବୋଧର ଅନ୍ଵେଷଣ: ଜାନକୀ ବଲ୍ଲଭ ମହାପାତ୍ରଙ୍କ କବିତା

ଭାସ୍କର ପରିଚ୍ଛା ଓଡ଼ିଆ କଥା ସାହିତ୍ୟରେ ଜାନକୀ ବଲ୍ଲଭ ମହାପାତ୍ର ଏକ ଜଣାଶୁଣା ନାଁ। ଦୁଇଟି ଗଳ୍ପ ସଂକଳନ ରୂପାନ୍ତର ଓ ଯୁଗଳବନ୍ଦୀ ଏବଂ ଉପନ୍ୟାସ ସବୁଜ ବନାଗ୍ନି, ବିପୁଳ ପାଠକୀୟତା ଲାଭ କରିଥିଲା। 'ଫରଚା...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଯେଉଁଠି ମହାନାୟକ ସାଜନ୍ତି ମହାରାଜା କଂସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=PCMnI7niU1c&t=24s ନାଟକର ଅନେକ ଖଳ ଚରିତ୍ର ଦର୍ଶକଙ୍କ ହୃଦୟରେ ପାଇଛନ୍ତି ସ୍ଵତନ୍ତ୍ର ସ୍ଥାନ। ଏହା ମଧ୍ୟରୁ ବରଗଡ଼ ଧନୁଯାତ୍ରାର କଂସ ମହାରାଜା ଅନ୍ୟତମ। ମଥୁରା ନରେଶ କଂସ ମହାରାଜା ପାଲଟନ୍ତି ବରଗଡ଼ ଧନୁଯାତ୍ରାର ମହାନାୟକ। ଭାରତୀୟ ଲୋକନାଟକ ପରମ୍ପରାରେ ପ୍ରାୟତଃ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଇଥାଏ।...

ଆସନ୍ତାକାଲିଠୁ ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ: ଭୁବନେଶ୍ଵର ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଆସନ୍ତାକାଲି, ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ୨୦୨୫। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମହାମନ୍ତ୍ରୀ ଅକ୍ରୂର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=gx-HZ8JiHCE ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନଙ୍କ ମହାମନ୍ତ୍ରୀ ଅକ୍ରୂର। କିନ୍ତୁ କଂସ ମଥୁରାର ସିଂହାସନରେ ବସିବା ପରେ ପରେ ଅକ୍ରୂରଙ୍କୁ ମହାମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ।...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ‘ଗ୍ରୀନ୍ ରୁମ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠେ ‘ଗ୍ରୀନ୍ ରୁମ୍’। ଏହି ଗ୍ରୀନ୍ ରୁମ୍‌ରେ...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=I5y4AIqvv9w ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ। କିନ୍ତୁ ଦୁର୍ଭାଗ୍ୟକୁ ନିଜ ପୁଅ କଂସ ତାଙ୍କୁ ଗାଦିଚ୍ୟୁତ କରି ନିଜକୁ ମଥୁରାର ମହାରାଜା ଭାବେ ଅଭିଷିକ୍ତ କରନ୍ତି।...