ଦିନେ ବିକୁ ଥିଲେ ଗୁପ୍‌ଚୁପ୍‌, ଏବେ କ୍ରିକେଟରେ ଷ୍ଟାର ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତକୁ ୧୯ ବର୍ଷରୁ କମ୍‌ ବିଶ୍ଵକପରେ ସେମିଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯସଶ୍ଵୀ ଯୟଶ୍ଵାଲ। ଦିନେ ସମୟ ଥିଲା ଯସଶ୍ଵୀ ମୁମ୍ଵାଇର ଆଜାଦ ମୈଦାନରେ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ।...

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ – ହାରିଲା ପାକିସ୍ତାନ, ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ ବର୍ଷରୁ କମ୍‌ ବିଶ୍ଵକପ୍‌ ସେମିଫାଇନାଲରେ ଭାରତର ଦମ୍‌ଦାର ବିଜୟ। ଏହି ମ୍ୟାଚରେ ଭାରତ ବୃହତ ବ୍ୟବଧାନରେ ବିଜୟୀ ହୋଇଛି। ପାକିସ୍ତାନକୁ ୧୦ ଓ୍ଵିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି...

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ଵକପ୍‌ – ଫାଇନାଲ୍‌ ଯିବାକୁ ଭାରତ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୯ ବର୍ଷରୁ କମ୍‌ ବିଶ୍ଵକପରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଆଗରେ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି...

ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ – ଦ୍ଵିତୀୟ ସ୍ଥାନରେ କେଏଲ୍‌ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ଟି-୨୦ ରାଙ୍କିଙ୍ଗରେ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ। ଏହା ରାହୁଳଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରାଙ୍କିଙ୍ଗ। ନ୍ୟୁଜିଲାଣ୍ଡ ବିପକ୍ଷ ୫ଟିକିଆ ଟି-୨୦ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଯୋଗୁଁ...

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ରୋହିତ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ୍ ଓ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା। ଗୋଡ଼ରେ ଆଘାତ ହେତୁ ତାଙ୍କୁ ଦଳରୁ ଦୂରେଇ ଦିଆଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ...

ତିନୋଟି ରଙ୍ଗର ବଲ୍‌ରେ ଖେଳାଯାଏ କ୍ରିକେଟ – ଜାଣନ୍ତୁ, କାହିଁକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ ମ୍ୟାଚରେ ଭିନ୍ନଭିନ୍ନ ପ୍ଲାଟଫର୍ମରେ ନାଲି ବଲ୍‌, ଧଳା ବଲ୍‌ ଓ ପିଙ୍କ ବଲରେ ଖେଳାଯାଏ କ୍ରିକେଟ। କ୍ରିକେଟ ବିଶ୍ଵର ଏକ ଲୋକ ପ୍ରିୟ ଖେଳ। ଏହି ଖେଳକୁ ଅଧିକ ଲୋକ ପସନ୍ଦ...

ନ୍ୟୁଜିଲାଣ୍ଡରେ ଭାରତର ଐତିହାସିକ ବିଜୟ: ୫-୦ରେ ସିରିଜ ପୋଛିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁଜିଲାଣ୍ଡ ମାଟିରେ ଭାରତର ଐତିହାସିକ ବିଜୟ। ନ୍ୟୁଜିଲାଣ୍ଡକୁ ୭ ରନ୍‌ରେ ହରାଇ ୫-୦ରେ କ୍ଲିନସୁଇପ କଲା ଭାରତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ସମସ୍ତ ମ୍ୟାଚରେ...

ନ୍ୟୁଜିଲାଣ୍ଡକୁ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଦାରିତ ଓଭରରେ ୧୬୩ ରନ୍‌ କରିଛି। ନ୍ୟୁଜିଲାଣ୍ଡକୁ ଏହି...

ଶେଷ ଟି-୨୦ – ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଶେଷ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ଏହି ମ୍ୟାଚ ଜିତିଲେ ନ୍ୟୁଜିଲାଣ୍ଡ...

ଆଜି ଶେଷ ଟି-୨୦ : କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଆଜି ଶେଷ ମ୍ୟାଚ୍ ଖେଳାଯିବ। ବର୍ତ୍ତମାନ ସିରିଜରେ ୪-୦ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଛି। ପ୍ରଥମ...