ଭାରତ-ଅଷ୍ଟ୍ରେଲିଆ ଦିନିକିଆ, ୨୫୫ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆ ୨୫୫ ରନରେ ଅଲଆଉଟ୍ ହୋଇଯାଇଛି। ଓପନର ଶିଖର ଧାୱନଙ୍କ ଦମଦାର ଇଂନିସ ବଳରେ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟ ଧାର୍ଯ୍ୟ...

ରଣଜୀ ଟ୍ରଫି – ହରିୟାଣାକୁ ୧ ୱିକେଟରେ ହରାଇଲା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ରଣଜୀ ଟ୍ରଫିରେ ପୁଣି ଏକ ବିଜୟ ହାସଲ କରିଛି ଓଡ଼ିଶା ଟିମ୍। ମଙ୍ଗଳବାର ହରିୟାଣା ବିପକ୍ଷ ମ୍ୟାଚକୁ ମାତ୍ର ୧ ୱିକେଟରେ ଜିତିନେଇଛି ଓଡ଼ିଶା। ପ୍ରଥମ ଇଂନିସରେ ପାଳି ଅଗ୍ରଣୀ ପାଇଥିବା ଓଡ଼ିଶା...

ଟସ୍ ଜିତି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ୩...

ସଚିନଙ୍କ ଏହି ରେକର୍ଡଠାରୁ ଆଉ ଗୋଟିଏ ଶତକ ଦୂରରେ ବିରାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚରେ ବିରାଟଙ୍କୁ ଅପେକ୍ଷା କରିଛି ଏକ ରେକର୍ଡ। ସେ ଆଉ ଗୋଟିଏ ଶତକ କଲେ ଘରୋଇ ମାଟିରେ ସର୍ବାଧିକ ଶତକ ସଚିନ...

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ୱାଙ୍ଖଡେରେ ମୁହାମୁହିଁ ହେବେ ଦୁଇ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠୁ ଆରମ୍ଭ ହେଉଛି। ମଙ୍ଗଳବାର ଦୁଇ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ବର୍ଷର ପ୍ରଥମ ସିରିଜକୁ ୨-୦ରେ...

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ରୋହିତ-ରାହୁଲ-ଧାଓ୍ଵନଙ୍କୁ ନେଇ ଦ୍ଵନ୍ଦ୍ଵରେ ବିରାଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚ ମୁମ୍ଵାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ହେଲେ କାଲି ହେବାକୁ ଥିବା ମ୍ୟାଚରେ ଟିମ୍‌ ଇଣ୍ଡିଆ ଓପନିଂକୁ...

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ – ଫେରିଲେ ରୋହିତ, ସାମି

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ବିସିସିଆଇ ଦଳ ଘୋଷଣା କରିଛି। ୧୬ ଜଣିଆ ଭାରତୀୟ ଦଳରେ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି ସ୍ଥାନ ପାଇଛନ୍ତି। ଜାନୁଆରି...

ମହିଳା ଟି-୨୦ ବିଶ୍ଵକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ମହିଳା ଟି-୨୦ ବିଶ୍ଵକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଘୋଷଣା ହୋଇଥିବା ଭାରତୀୟ ଦଳରେ ହରମନପ୍ରିତ କୌର ଅଧିନାୟକ ଦାୟିତ୍ଵ ତୁଲାଇବେ। ସେହିପରି ଦଳ...

ଶେଷ ଟି-୨୦ରେ ୭୮ ରନ୍‌ରେ ଜିତି ସିରିଜ ଅକ୍ତିଆର କଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଶେଷ ଟି-୨୦କୁ ଭାରତ ୭୮ ରନ୍‌ରେ ଜିତି ନେଇଛି। ଏହାସହ ଏହି ୩ ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଅକ୍ତିଆର କରିଛି ଭାରତ। ଏହି ମ୍ୟାଚରେ...

ଭାରତ-ବି’କୁ ୮ ୱିକେଟରେ ହରାଇ ଚ୍ୟାଲେଞ୍ଜର୍ ଟ୍ରଫି ଜିତିଲା ଭାରତ-ସି’

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ବାରବାଟୀ ଷ୍ଟାଡିୟମଠାରେ ଅନୁଷ୍ଠିତ ସିନିୟର ମହିଳା ଚ୍ୟାଲେଞ୍ଜର୍ ଟ୍ରଫି ଜିତିଛି ଭାରତ-ସି’। ଆଜି ଫାଇନାଲରେ ଭାରତ-ବି’କୁ ୮ୱିକେଟରେ ପରାସ୍ତ କରି ଏହି ଗୌରବ ଅର୍ଜନ କରିପାରିଛି। ବି’ ଦଳ ପ୍ରଥମେ...