ନ୍ୟୁଜିଲାଣ୍ଡ ୪ ଓ୍ଵିକେଟରେ ବିଜୟୀ – ସଙ୍କଟରେ ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଆଶା

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଆଇସିସି ବିଶ୍ଵକପର ୨୫ତମ ମ୍ୟାଚରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ଦଳକୁ ୪ ଓ୍ଵିକେଟରେ ପରାସ୍ତ କରିଛି। ଏହାସହ ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକାର ବିଶ୍ଵକପ ଯାତ୍ରା ଆଶା ମଉଳି ଯାଇଛି।...

ବିଶ୍ଵକପ ଇତିହାସରେ ଦୁଇଦେଶ ପାଇଁ ଖେଳିଥିବା ଖେଳାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପ କ୍ରିକେଟ ଏକ ବଡ଼ ପ୍ଲାଟଫର୍ମ। ଏହା ପ୍ରତି ୪ବର୍ଷରେ ଥରେ ହୋଇଥାଏ। ବର୍ତ୍ତମାନ ବିଶ୍ଵକପର ୧୨ତମ ସଂସ୍କରଣ ଚାଲୁଅଛି। ସମସ୍ତ ଖେଳାଳିଙ୍କ ସ୍ଵପ୍ନ ବିଶ୍ଵକପ କ୍ରିକେଟରେ ନିଜ ଦେଶରୁ...

ବିଶ୍ୱକପରୁ ବାହାର ହେବାପରେ ଇମୋସନାଲ୍‌ ଟୁଇଟ୍‌ କଲେ ଧାୱନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାୱନ ବାହାର ହୋଇଛନ୍ତି। ଆହତ କାରଣରୁ ଧାୱନ ବିଶ୍ୱକପରେ ଖେଳିପାରିବେନି ବୋଲି ଘୋଷଣା କରିଛନ୍ତି। ଖବର ପ୍ରକାଶ ପାଇବା...

ଆଜିର ମୁଖ୍ୟ ଖବର @10PM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ମୋଦିଙ୍କ ନିକଟତର ହେଉଛନ୍ତି କି ନବୀନ? ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଗୋଟିଏ ଚିତ୍ର ଦେଖିବାକୁ ମିଳିଥିଲା। ବିଜେପି ଏବଂ ବିଜେଡି ପରସ୍ପର ବିରୋଧରେ ଲଢ଼ିଥିଲେ। ନେତା...

ନ୍ୟୁଜିଲାଣ୍ଡକୁ ୨୪୨ ରନ୍‌ର ଟାର୍ଗେଟ୍‌ ଦେଲା ଦକ୍ଷିଣ ଆଫ୍ରିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପରେ ବୁଧବାର ନ୍ୟୁଜିଲାଣ୍ଡକୁ ଭେଟିଛି ଦକ୍ଷିଣ ଅଫ୍ରିକା। ଲଣ୍ଡନର ବର୍ମିଙ୍ଗ୍‌ହାମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବର୍ଷା ପାଇଁ ବିଳମ୍ବରରେ ଆରମ୍ଭ ହୋଇଥିଲା। ତେବେ ଦକ୍ଷିଣ ଅଫ୍ରିକା ପ୍ରଥମେ ବ୍ୟାଟିଂ କରି...

ଆଜିର ମୁଖ୍ୟ ଖବର @7PM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ପଶ୍ଚିମ ଓଡିଶାରେ ଭୂମିକମ୍ପ ଝଟକା! ପଶ୍ଚିମ ଓଡିଶାରେ କିଛି ସ୍ଥାନରେ ମୃଦୁ ଭୂମିକମ୍ପର ଝଟକା ଲାଗିଛି। ଏହି ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଛି।...

ବର୍ଷା ପାଇଁ ଦେଢ଼ ଘଣ୍ଟା ବିଳମ୍ବରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ମିଙ୍ଗ୍‌ହାମରେ ପିଚ୍‌ ଓଦା। ବିଳମ୍ବରେ ମ୍ୟାଚ୍‌ ଆରମ୍ଭ। ଦକ୍ଷିଣ ଅଫ୍ରିକା ବିପକ୍ଷରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି। ଆଇସିସି ବିଶ୍ୱକପରେ ବୁଧବାର ନ୍ୟୁଜିଲାଣ୍ଡକୁ ଭେଟିବ ଦକ୍ଷିଣ ଅଫ୍ରିକା। ଲଣ୍ଡନର ବର୍ମିଙ୍ଗ୍‌ହାମରେ ହେବାକୁ...

ବିଶ୍ୱକପ ୨୦୧୯ – ଧାୱନ ଆଉଟ୍, ରିଷଭ ଇନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆହତ ଯୋଗୁଁ ବିଶ୍ୱକପରୁ ବାହାର ହେଲେ ଶିଖର ଧାୱନ। ଧାୱନଙ୍କ ସ୍ଥାନରେ ଟିମ୍‌ରେ ଖେଳିବେ ରିଷଭ ପନ୍ତ। ଟିମ୍‌ ଇଣ୍ଡିଆକୁ ଫେରିବେନି ଧାୱନ। ଆହତ କାରଣରୁ କ୍ରିକେଟ୍‌ ବିଶ୍ୱକପ ୨୦୧୯ରୁ ବାହାର ହେଲେ...
ODISHALIVE_NEWS UPDATE_2PM

ଆଜିର ମୁଖ୍ୟ ଖବର @2PM (ଜୁନ୍ ୧୯, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର। ପ୍ରକାଶ ପାଇଲା ଉଭୟ ଅନଲାଇନ-ଅଫଲାଇନ୍ ଓଜେଇଇ ରେଜଲ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଏଣ୍ଟ୍ରାନ୍ସ ରେଜଲ୍ଟ ପ୍ରକାଶ ପାଇଛି। ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ପରୀକ୍ଷା...

ବୃହତ ବ୍ୟବଧାନରେ ହାରିଲା ଆଫଗାନିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଆଇସିସି ବିଶ୍ଵକପର ୨୪ତମ ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରି ଆଫଗାନିସ୍ତାନକୁ ୧୫୦ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଦଳ ପକ୍ଷରୁ ଏହି ମ୍ୟାଚରେ ନୂଆ ରେକର୍ଡ ମଧ୍ୟ...