୪ ହଜାର ରନ୍‌ କ୍ଲବରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଆଉ ରେକର୍ଡ ସ୍ଥାନ ପାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ୍‌ ଦଳର ସୁରେଶ ରାଇନା ୫ ହଜାର ରନ୍‌ କ୍ଲବ୍‌ରେ ସାମିଲ ହୋଇଥିଲେ। ସୋମବାର...

ରାଜସ୍ଥାନ ରୟାଲ୍‌ସ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ର ଚତୁର୍ଥ ମ୍ୟାଚ୍‌ରେ ଆଜି ରାଜସ୍ଥାନ ରୟାଲ୍‌ସକୁ ଭେଟିବ କିଙ୍ଗ୍ସ ଏକାଦଶ ପଞ୍ଜାବ। ପଞ୍ଜାବର ସୱାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯିବା ଏହି ମ୍ୟାଚ୍‌ରେ ରାଜସ୍ଥାନର ଆଜିଙ୍କ୍ୟ ରାହାଣେ ଟିମ୍‌ ମୁହା ମୁହିଁ...

ଏଥର ନିର୍ବାଚନ ଲଢ଼ିବେନି କି ଦିଲ୍ଲୀପ ତିର୍କୀ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ବୀରମିତ୍ରପୁର ବିଧାନସଭା ଆସନ ପାଇଁ...

କ୍ରିକେଟରରୁ ରାଜନେତା : ଜାଣନ୍ତୁ କିଏ ପାସ୍ କିଏ ଫେଲ୍?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଟିକେଟରେ ନୂଆଦିଲ୍ଲୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି। ଦେଶ ସେବାର ଏପରି ମଉକା...

କୋଲକାତା ସାମ୍ନାରେ ୧୮୨ ରନ୍‌ର ଟାର୍ଗେଟ ରଖିଲା ହାଇଦ୍ରାବାଦ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡେଭିଡ୍ ୱାର୍ଣ୍ଣରଙ୍କ ଧୁଆଁଧାର ୮୫ ରନ୍‌, ସନ୍‌ରାଇଜର୍ସ ହାଇଦ୍ରବାଦ୍‌ ୧୮୧/୩, କୋଲକାତା ସାମ୍ନାରେ ୧୮୨ ରନ୍‌ର ଟାର୍ଗେଟ। କୋଲକାତାର ଇଡେନ ଗାର୍ଡେନରେ ଚାଲୁଛି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ...

ଆଇପିଏଲ୍‌ରେ ରେକର୍ଡ, ୫୦୦୦ ରନ୍‌ରେ ରାଇନା ପ୍ରଥମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏଲ୍‌ ଆରମ୍ଭର ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ରେ ରେକର୍ଡ ସୃଷ୍ଟି କଲେ ଚେନ୍ନାଇ ସୁପରକିଙ୍ଗ୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଆଇପିଏଲ୍‌ ଇତିହାସରେ ରାଇନା ପ୍ରଥମ ଖେଳାଳି ଭାବେ  ୫୦୦୦ ରନ୍‌...

ଆଇପିଏଲ୍‌ ମହାସମର, ବେଙ୍ଗାଳୁରୁକୁ ୭୦ରେ ଅଲ୍‌ଆଉଟ୍‌ କଲା ଚେନ୍ନାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଆରମ୍ଭ ହେଲା ଆଇପିଏଲ୍‌ ମହାସମର। ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିଛି ଚେନ୍ନାଇ ସୁପର କିଙ୍ଗ୍ସ୍‌। ତେବେ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ...

ଶନିବାରଠାରୁ ଆଇପିଏଲ୍‌ ମହାସମର, ପ୍ରଥମ ମ୍ୟାଚ୍‌ ଚେନ୍ନାଇ ବନାମ ବେଙ୍ଗାଳୁରୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶନିବାରଠାରୁ ଆରମ୍ଭ ହେବ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ମହାସମର। ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ରେ କୋହଲି ସେନା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଳୁରୁକୁ ଭେଟିବ ଧୋନି ବାହିନୀ ଚେନ୍ନାଇ ସୁପର କିଙ୍ଗ୍ସ୍‌। ଚେନ୍ନାଇର...

ପ୍ରଥମ ମ୍ୟାଚ୍‌ର ଆୟ ପୁଲଓ୍ଵାମା ସହିଦଙ୍କ ପରିବାରକୁ ଦେବ ଚେନ୍ନାଇ ସୁପର କିଙ୍ଗ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ଆଇପିଏଲ୍‌ କାଉଣ୍ଟ୍‌ଡାଉନ୍‌। ଆସନ୍ତା ମାର୍ଚ୍ଚ ୨୩ରେ ଆଇପିଏଲ୍‌ର ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ମଧ୍ୟରେ...

ପ୍ରକାଶ ପାଇଲା ଆଇପିଏଲ୍‌ର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକାଶ ପାଇଲା ଆଇପିଏଲ୍‌ର ସମ୍ପୂର୍ଣ୍ଣ ଖେଳସୂଚୀ। ମଙ୍ଗଳବାର ବିବିସିଆଇ ପକ୍ଷରୁ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ ପାଇଁ ବାକି ରହିଥିବା ସମସ୍ତ ମ୍ୟାଚ୍‌ର କ୍ରୀଡ଼ାସୂଚୀ ଜାରି କରାଯାଇଛି। ପୂର୍ବରୁ ପ୍ରଥମ ୨ ସପ୍ତାହ ପାଇଁ...