କଳିଙ୍ଗରେ ଭାରତ-ବେଲଜିୟମ ହାଇଭୋଲଟେଜ ମ୍ୟାଚ – ଗ୍ରୁପ ଶୀର୍ଷ ସ୍ଥାନ ନେଇ ହେବ ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ରୁପ୍ ଶୀର୍ଷ ସ୍ଥାନ ପାଇଁ ଭାରତ-ବେଲଜିୟମ ମଧ୍ୟରେ ହେବ କଡ଼ା ଟକ୍କର। ଓଡ଼ିଶା ପୁରୁଷ ହକି ବିଶ୍ୱକପର ପଞ୍ଚମ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ବିଶ୍ୱକପର ଦଶମ ମ୍ୟାଚରେ ଭାରତ-ବେଲଜିୟମ ମଧ୍ୟରେ ଲଢ଼େଇ...

ଅଭିନବ ବିନ୍ଦ୍ରାଙ୍କୁ ମିଳିଲା ସୁଟିଙ୍ଗ୍‌ର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏସଏସଏଫ ପକ୍ଷରୁ ଅଭିନବ ବିନ୍ଦ୍ରାଙ୍କୁ ସୁଟିଙ୍ଗ୍‌ର ସର୍ବୋଚ୍ଚ ସମ୍ମାନ 'ବ୍ଲୁ କ୍ରସ୍' ଦ୍ୱାରା ସମ୍ମାନିତ କରାଯାଇଛି। ଭାରତୀୟ ଅଲମ୍ପିକ୍ ତଥା ବନ୍ଧୁକ ଚାଳନାରେ ବିଶ୍ୱ ଚାମ୍ପିୟନ ଅଭିନବ ବିନ୍ଦ୍ରା ପୁଣି ଥରେ ଦେଶର...

ହକି ବିଶ୍ୱକପ୍‌ ମଞ୍ଚରେ ଶାହରୁଖ – କହିଲେ ‘ଚକ୍‌ ଦେ ଇଣ୍ଡିଆ’

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=GJVSdenDE6w] ୨୭ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିରେ ସାମିଲ୍‌ ହୋଇଥିଲେ ବଲିଉଡ ବାଦ୍‌ଶାହ ଶାହରୁଖ ଖାନ୍। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଭ୍ୟାନିଟି...

ନମାଜ ପଢ଼ିଲେ ପାକ୍‌ ହକି ଖେଳାଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଗଜପତିନଗରରେ ଥିବା ମସଜିଦ୍‌ରେ ନମାଜ ପଢ଼ିଥିଲେ ପାକିସ୍ତାନ ହକି ଖେଳାଳି। ଶନିବାରଠାରୁ ହକି ବିଶ୍ୱକପ୍‌ ସବୁଠୁ ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ୮ ବର୍ଷ ପରେ ବିଶ୍ୱକପ୍‌ ଅଭିଯାନ...

ଆଜିର ଟକ୍କର: ପାକିସ୍ତାନ-ଜର୍ମାନୀ, ନେଦରଲ୍ୟାଣ୍ଡ-ମାଲେସିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ପାକିସ୍ତାନ ପାଳି। ଶନିବାରଠାରୁ ହକି ବିଶ୍ୱକପ୍‌ର ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ପୁଲ 'ଡି'ର ଦ୍ୱତୀୟ ମ୍ୟାଚ୍‌ରେ ୪ଥର ବିଜେତା ପାକିସ୍ତାନ ଭେଟିବ ଜର୍ମାନୀକୁ। ସଂଧ୍ୟା ୭ଟାରେ ଏହି...

ଟିମ ଇଣ୍ଡିଆକୁ ବଡ଼ ଝଟକା: ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଲେ ପୃଥ୍ୱୀ ଶ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ୧୯ ବର୍ଷିୟ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍...

ଆଜି ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ଟକ୍କର: ଅଷ୍ଟ୍ରେଲିଆର ଚାଲିବ ଏକକ ରାଜୁତି! 

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହକି ପୁରୁଷ ବିଶ୍ୱକପର ତୃତୀୟ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ। ଶୁକ୍ରବାର ଅପରାହ୍ନ ୫ଟା ଓ ୭ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବ ୪ଟି ଟିମ୍। ପୁଲ୍–ବିରେ ଅଷ୍ଟ୍ରେଲିଆ-ଆୟର୍ଲାଣ୍ଡ ଏବଂ...

ଆରମ୍ଭରୁ ଫ୍ରାନ୍ସକୁ ଝଟକା : ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁଲ-ଏ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ହକି ବିଶ୍ୱକପର ୧୪ତମ ସଂସ୍କରଣର ୪ର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡ ୨-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଛି। ସହଜ ପେନାଲ୍‌ଟି...

ଭୁବନେଶ୍ୱର ଦେଶର ନୂଆ ଖେଳ ରାଜଧାନୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ହକି ବିଶ୍ଵକପ୍‌ ପରେ ଭୁବନେଶ୍ୱର ନୂଆ ଖେଳ ରାଜଧାନୀ ଭାବେ ପରିଗଣିତ ହେଉଛି। ଭାରତର ନୂଆ ଖେଳ ରାଜଧାନୀ ଭାବରେ ଓଡ଼ିଶା ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯାଉଛି। ଏହାର ପ୍ରମାଣ ବର୍ତ୍ତମାନ...

ହକି ବିଶ୍ଵକପ୍ : ୪-୩ ଗୋଲରେ ସ୍ପେନକୁ ହରାଇଲା ଆର୍ଜେଣ୍ଟିନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ତୃତୀୟ ମ୍ୟାଚକୁ ଜିତିନେଇଛି ଆର୍ଜେଣ୍ଟିନା। ‘ପୁଲ-ଏ’ରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ...