ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଆଜି ସୁପର ଫାଇନାଲରେ ଭାରତ-ମାଲେସିଆ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଶନିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସୁପର ଫାଇନାଲରେ ଭାରତ ଓ ମାଲେସିଆ ମୁହାଁମୁହିଁ ହେବେ। ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଟାଇଟଲ ଲକ୍ଷ୍ୟରେ...

ତାଜାକିସ୍ତାନର ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ସିରିଜରେ ଓଡ଼ିଆ ଝିଅଙ୍କ କମାଲ: ସ୍ୱର୍ଣ୍ଣ ଜିତିଲେ ଶ୍ୱେତପର୍ଣ୍ଣା ଓ ଋତୁପର୍ଣ୍ଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଦୁଇ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଭାରତ ପାଇଁ ଆଣିଛନ୍ତି ଗୌରବ। ଏହି ଦୁଇ ବ୍ୟାଡମିଣ୍ଟନ ଖେଳାଳି ବିଡବ୍ଲ୍ୟୁଏଫ୍ ତାଜାକିସ୍ତାନ ଅନ୍ତର୍ଜାତୀୟ ସିରିଜର ମହିଳା...

‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ବିତ’ରେ ଦେଖନ୍ତୁ, ଚେସ୍ ମାଷ୍ଟର ପଦ୍ମିନୀ ରାଉତଙ୍କ କ୍ରୀଡ଼ା ଯାତ୍ରା

ଓଡ଼ିଶାଲାଇଭ୍ ସ୍ପୋର୍ଟସ୍ ବ୍ୟୁରୋ [youtube https://www.youtube.com/watch?v=-fD_1-qkAd4] ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ପଦ୍ମିନୀ ରାଉତ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା...

ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକି: ପାକିସ୍ତାନ ବିଦା, ସେମିରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚରେ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି ଟିମ ଇଣ୍ଡିଆ। ଭାରତ ମୋଟ ୧୩...

ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକି: ଆଜି ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆନ ଚାମ୍ପିୟାନ୍ସ ଟ୍ରଫି ହକିରେ ବୁଧବାର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ଭେଟିବ ଭାରତୀୟ ଦଳ। ଚେନ୍ନାଇଠାରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ଲିଗ ପର୍ଯ୍ୟାୟରେ ନିଜ ଶେଷ ମ୍ୟାଚ ଖେଳିବେ।...

‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’ରେ ଦେଖନ୍ତୁ, ଅନ୍ତର୍ଜାତୀୟ ଜୁ-ଜିତ୍‌ସୁ ତାରକା ଅନୁପମା ସ୍ଵାଇଁଙ୍କ କାହାଣୀ

ଓଡ଼ିଶାଲାଇଭ୍ ସ୍ପୋର୍ଟସ୍ ବ୍ୟୁରୋ [youtube https://www.youtube.com/watch?v=C6t92Vm2hQQ] ପାୱାର ସ୍ପୋର୍ଟସ୍ ଓ କମ୍ବାଟ ସ୍ପୋର୍ଟସ୍ ତାରକା ଓଡ଼ିଆ ଝିଅ ଅନୁପମା ସ୍ୱାଇଁ। ଜୁ-ଜିତ୍‌ସୁ ଖେଳରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା ଅନୁପମା। କେଉଁଝର ଜିଲ୍ଲାର ଏକ ଛୋଟିଆ ଗାଁରୁ...

ଓଡ଼ିଶାଲାଇଭ୍‌ର ସାପ୍ତାହିକ କ୍ରୀଡ଼ା ସାକ୍ଷାତକାର ସୋ’ ‘ସ୍ପୋର୍ଟସ୍ ଟକ୍ ଓ୍ଵିଥ୍ ସମ୍ଵିତ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରୀଡ଼ା ଜଗତରେ ଓଡ଼ିଶା ଆଜି ଏକ ପ୍ରମୁଖ ଆକର୍ଷଣ ହୋଇପାରିଛି। ଏହି ସଫଳତା ପଛରେ ରହିଛି ଓଡ଼ିଶାର ପ୍ରବୀଣ ଓ ଯୁବ ତାରକା, ଦକ୍ଷ ପ୍ରଶିକ୍ଷକ ଏବଂ କ୍ରୀଡ଼ା ସଂଗଠକ...

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ: ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ଦୁଇ ଦଳ ୩ଟି ଦିନିକିଆ ମ୍ୟାଚ ଖେଳିବେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ଏବେ ଦିନିକିଆ...

ଏସିଆନ ପାରା ଗେମ୍ସ: ଭାରତୀୟ ବ୍ୟାଡମିଣ୍ଟନ ଟ୍ରାଏଲ୍ସରେ ଓଡ଼ିଶାରୁ ୪ ଖେଳାଳି ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ହେବାକୁ ଥିବା ଏସିଆନ ପାରା ଗେମ୍ସ ପାଇଁ ଭାରତୀୟ ବ୍ୟାଡମିଣ୍ଟନ ଦଳର ଟ୍ରାଏଲ୍ସ ସୋମବାରଠୁ ଆରମ୍ଭ ହୋଇଛି। ଏହି ଟ୍ରାଏଲ୍ସରେ ଓଡ଼ିଶାରୁ ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ସମେତ ମୋଟ...

ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪: ଭୁବନେଶ୍ଵରରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୩-୨୪ ପାଇଁ ଖେଳସୂଚୀ ଘୋଷିତ ହୋଇଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରୁ ମ୍ୟାଚ ଖେଳି ଏହି ଟୁର୍ଣ୍ଣାମେଣ୍ଟରେ ନିଜର...