ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ ହୋଇଛନ୍ତି। ସେ ଏବେ ଚେତନ ଶର୍ମାଙ୍କ ସ୍ଥାନରେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ଵ ତୁଲାଇବେ। ଏନେଇ...
‘ହର୍ଡଲସ୍’ ଦେଇଛି ପରିଚୟ – ଅନୁରାଧା ବିଶ୍ଵାଳ
ଶୁଭଶ୍ରୀ ନାୟକ[youtube https://www.youtube.com/watch?v=t8gBqlvO4vk]
ଆଥଲେଟିକ୍ସ ଦୁନିଆରେ ହର୍ଡଲସ୍ ଏକ କଷ୍ଟସାଧ୍ୟ ଇଭେଣ୍ଟସ। ଏଭଳି ଏକ କ୍ରୀଡ଼ାରେ ଦୀର୍ଘ ୨୦ ବର୍ଷ ଯାଏଁ ନିଜର ରେକର୍ଡ ବଜାୟ ରଖିଥିଲେ ଓଡ଼ିଶାର ସଫଳ କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ।...
ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ: ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ବର୍ଲିନ ସ୍ପେଶାଲ ଅଲିମ୍ପିକ୍ସ ସମର ଗେମସ ୨୦୨୩ରେ ଓଡ଼ିଶା ପାଇଁ ଗୌରବ ସାଉଁଟିଛନ୍ତି ୭ ଆଥଲେଟ। ପ୍ରଥମଥର ପାଇଁ ଓଡ଼ିଶାର ଖେଳାଳିମାନେ ଏହି ପ୍ରତିଯୋଗିତାରେ ୮ଟି ପଦକ ଜିତି ସୁନାମ...
ଆଇସିସିର ପାକିସ୍ତାନକୁ ଝଟକା: ଅହମ୍ମଦାବାଦରେ ଭାରତ-ପାକ୍ ବିଶ୍ଵକପ ମ୍ୟାଚକୁ ନେଇ ଅନିଶ୍ଚିତତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଚଳିତବର୍ଷ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ଵକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ଵର ୧୦ଟି ଦଳ ଭାଗ ନେବେ। ବିଶ୍ଵକପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ...
ଭାରତରେ ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ହେବାକୁଥିବା ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩ ପାଇଁ ଖେଳସୂଚୀ ଜାରି ହୋଇଛି। ଚଳିତବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ଯାଏଁ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।...
ବର୍ଲିନ ସ୍ପେଶାଲ ଅଲିମ୍ପିକ ଗେମ୍ସରେ ଚମକିଲେ ଓଡ଼ିଶାର ଖେଳାଳି, ପ୍ରଥମଥର ଜିତିଲେ ୮ଟି ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଅଲିମ୍ପିକ ଗେମ୍ସ ୨୦୨୩ରେ ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ପ୍ରଥମଥର ପାଇଁ...
ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ଵକପ ୨୦୨୩: ପ୍ରଥମ ମ୍ୟାଚରେ କାନାଡାକୁ ଭେଟିବ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ଵକପ ୨୦୨୩ ପାଇଁ ଶୁକ୍ରବାର ଦିନ ଖେଳସୂଚୀ ଘୋଷଣା ହୋଇଛି। ଚଳିତବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ତାରିଖ ଯାଏଁ ଚିଲିର ସାଣ୍ଟିଆଗୋ ଠାରେ ଖେଳାଯିବ...
ଦୃଷ୍ଟିବାଧିତ ଆଇବିଏସ୍ ବିଶ୍ଵ କ୍ରିକେଟ୍ ପାଇଁ ଭାରତୀୟ ଦଳ ଘୋଷଣା, ସ୍କ୍ଵାଡ୍ରେ ୩ ଓଡ଼ିଆ ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୃଷ୍ଟିବାଧିତ ଆଇବିଏସ୍ ବିଶ୍ଵ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାରୁ ୩ ଜଣ ଖେଳାଳି ସାମିଲ ଅଛନ୍ତି। ସେମାନେ ହେଲେ ମହମ୍ମଦ ଜାଫର...
ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ଝିଅ କଳ୍ପନା ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପେଶାଲ ଅଲିମ୍ପିକ୍ସ ଓ୍ଵାର୍ଲ୍ଡ ଗେମସ୍ ୨୦୨୩ରେ ଚମକିଛନ୍ତି ଓଡ଼ିଆ ଝିଅ କଳ୍ପନା ଜେନା। ଜର୍ମାନୀର ବର୍ଲିନଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ସାଇକ୍ଲିଂ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି କଳ୍ପନା।
ନିକଟରେ...
କୋରାପୁଟରୁ ଟି୨୦ ବିଶ୍ଵକପ୍: ନକୁଳଙ୍କ କ୍ରିକେଟ ଯାତ୍ରା
ବିଶ୍ଵଜିତ ସାହୁ
[youtube https://www.youtube.com/watch?v=--dyfQ3Dl-k]
ନକୁଳ ବଡ଼ନାୟକ। ଦୃଷ୍ଟିହୀନ କ୍ରିକେଟରେ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରୁ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ୨୦୨୨ରେ ହୋଇଥିବା...





















