ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ଉଦ୍ଘାଟିତ ହେବ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଓ ଅନ୍ୟାନ୍ୟ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଇସ୍ପାତନଗରୀ ରାଉରକେଲା ଗସ୍ତ କରୁଛନ୍ତି। ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ପାଇଁ ନବ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏହାସହ...
ହକି ବିଶ୍ଵକପ ପାଇଁ କମିଶନରେଟ ପୋଲିସ ଜାରି କଲା ହ୍ଵାଟ୍ସଆପ୍ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ବିଶ୍ଵକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି କରାଯାଇଛି ହ୍ଵାଟ୍ସଆପ୍ ନମ୍ବର। ଭୁବନେଶ୍ୱରରେ ହକି ପ୍ରଶଂସକ ତଥା ବାହାରୁ ଆସୁଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ହେଲ୍ପଲାଇନ ନମ୍ବରର ବ୍ୟବସ୍ଥା...
ହକି ବିଶ୍ଵକପ ୨୦୨୩: ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ହକି ମହାକୁମ୍ଭର ୯ ଦିନ ପୂର୍ବରୁ ବୁଧବାର ନେଦରଲାଣ୍ଡସ...
ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଖଣ୍ଡର...
ବୌଦ୍ଧରେ ହକି ଟ୍ରଫିକୁ ସ୍ଵାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ପୁରୁଷ ହକି ବିଶ୍ଵକପ୍ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି କରାଯାଇଛି। ହକି ବିଶ୍ଵକପ ପୂର୍ବରୁ ଗତ...
ଆଜିଠୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ୍, ହାର୍ଦିକଙ୍କ ନେତୃତ୍ଵରେ ଖେଳିବ ଭାରତୀୟ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍। ଭାରତରେ ହେବାକୁ ଥିବା ଏହି ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ପ୍ରଥମେ ହେବାକୁଥିବା...
ପୁରୁଷ ହକି ବିଶ୍ଵକପ-୨୦୨୩ରେ ଯୋଗ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ସିଂ ମାନଙ୍କୁ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ହକି ବିଶ୍ଵକପ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ହୋଇଛି ଆୟୋଜନ। ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ଵର...
ଓଡ଼ିଶାର ସବୁ ପଞ୍ଚାୟତରେ ହେବ ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ୨୦୨୩ ପୁରୁଷ ହକି ବିଶ୍ଵକପର ଆୟୋଜନ କରିବାକୁ ଯାଉଛି। ବିଶ୍ଵକପର ଏହି ସମାରୋହରେ ଗ୍ରାମାଞ୍ଚଳବାସୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ପ୍ରତି ଗ୍ରାମପଞ୍ଚାୟତରେ ଲୋକମାନଙ୍କ ମଧ୍ୟରେ କ୍ରୀଡ଼ାର...
ପରଲୋକରେ କିମ୍ବଦନ୍ତୀ ଫୁଟବଲର୍ ପେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କ ଦେହାନ୍ତ ହୋଇଛି। ଗୁରୁବାର ୮୨ ବର୍ଷ ବୟସରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ଝିଅ କେଲି ନାସ୍କିମେଣ୍ଟୋ ଏହି ସୂଚନା ଦେଇଛନ୍ତି। ବିଶ୍ଵର...
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ହୋଇଛନ୍ତି। ଡିଭାଇଡରରେ ପିଟି ହୋଇ ତାଙ୍କ କାର୍ ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀରୁ...





















