ଅମିତ ରୋହିଦାସଙ୍କୁ ଭାରତୀୟ ହକି ଦଳର ଉପଅଧିନାୟକ ଦାୟିତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆର ଆଡିଲେଡରେ ଆସନ୍ତା ୨୬ ନଭେମ୍ବରରୁ ଆରମ୍ଭ ହେବାକୁଥିବା ଭାରତ- ଅଷ୍ଟ୍ରେଲିଆ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଭାରତୀୟ ଦଳରେ ହରମନପ୍ରୀତ୍ ସିଂହ ଅଧିନାୟକ ନିଯୁକ୍ତ...
ଦୀପଗ୍ରେସ୍ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ହକି ଦଳର ମହିଳା ଖେଳାଳି...
ଜାତୀୟ କ୍ରୀଡ଼ା ପୁରସ୍କାର: ଦୀପଗ୍ରେସଙ୍କୁ ଅର୍ଜୁନ, ଶରତଙ୍କୁ ଖେଳରତ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ। ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କା ପାଇବେ ଅର୍ଜୁନ ପୁରସ୍କାର। ଟେବୁଲ ଟେନିସ ଖେଳାଳି ଶରତ କମଲଙ୍କୁ ଖେଳରତ୍ନ ପୁରସ୍କାର।...
ନଭେମ୍ବର ୨୦ରୁ କାତାରରେ ଆରମ୍ଭ ହେବ ଫୁଟବଲ୍ ବିଶ୍ଵକପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛିଦିନ ପରେ ଆରମ୍ଭ ହେବାକୁ ଯାଉଛି ଫିଫା ବିଶ୍ଵକପ୍। ପ୍ରଥମ ଥର ପାଇଁ କାତାର ଭଳି ଏକ ଆରବ ଦେଶ ଏହାର ୨୨ତମ ସଂସ୍କରଣ ଆଯୋଜନ କରିବାକୁ ଯାଉଛି। ଏହା...
ଭାରତୀୟ ହକିର ‘ଓ୍ଵାଲ୍’ – ଦିଲ୍ଲୀପ ତିର୍କୀ
ଆଶିଷ କୁମାର ରାୟ
[youtube https://www.youtube.com/watch?v=5UKBqIlUVhA]
ବିଶ୍ଵ ହକି ମାନଚିତ୍ରରେ ଯେଉଁ କେତେଜଣ ଖେଳାଳି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଓଡ଼ିଆ ପୁଅ ଦିଲ୍ଲୀପ ତିର୍କୀ ଅନ୍ୟତମ। ଭାରତୀୟ ହକିର ଓ୍ଵାଲ୍...
ଟି-୨୦ ବିଶ୍ୱକପ୍ : ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହେଲା ଇଂଲଣ୍ଡ
ଓଡ଼ିଶା ଲାଇଭ୍ ବ୍ୟୁରୋ
ରବିବାର ଟି-୨୦ ବିଶ୍ୱକପ୍ ୨୦୨୨ର ଫାଇନାଲ ମ୍ୟାଚ୍ରେ ୫ ଓ୍ଵିକେଟ୍ରେ ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ନିଜର ଦ୍ଵିତୀୟ ବିଶ୍ୱକପ୍ ଟ୍ରଫି...
ଓଡ଼ିଶାର ୩ ନୂଆ ହକି ଟର୍ଫକୁ ମିଳିଲା ଏଫଆଇଏଚ୍ ସାର୍ଟିଫିକେଟ୍ : ସୁନ୍ଦରଗଡ଼ର ୨ ଓ ସମ୍ବଲପୁରର ୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଭିନ୍ନ ହକି ଗ୍ରାଉଣ୍ଡରେ ଥିବା ଟର୍ଫଗୁଡ଼ିକୁ ଏଫ୍ଆଇଏଚ୍ ମାନ୍ୟତା ପ୍ରଦାନ କରିଛି। ଏଫଆଇଏଚ୍ ବିଭିନ୍ନ ଦେଶର ହକି ଟର୍ଫଗୁଡ଼ିକୁ ମାନ୍ୟତା ଦେଇଆସୁଛି। ଏହା ଦ୍ୱାରା ଉଚ୍ଚମାନର ହକି ପଡ଼ିଆ ନିର୍ମାଣ...
ଟି-୨୦ ବିଶ୍ୱକପ୍ : ଭାରତକୁ ୧୦ ଓ୍ଵିକେଟରେ ପରାସ୍ତ କଲା ଇଂଲଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟି-୨୦ ବିଶ୍ୱକପ୍ ୨୦୨୨ର ଦ୍ଵିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହ ଭାରତର ବିଶ୍ୱକପ୍ ଯାତ୍ରା ଶେଷ ହୋଇଛି। ଟସ୍ ଜିତି ପ୍ରଥମେ ବୋଲିଂ...
ଓଡ଼ିଶା ହକିର ପ୍ରଥମ ହିରୋ ମାଇକେଲ କିଣ୍ଡୋ
ଆଶିଷ କୁମାର ରାୟ
ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ...
ଟି-୨୦ ବିଶ୍ଵକପ୍ : ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ
ଓଡ଼ିଶା ଲାଇଭ୍ ବ୍ୟୁରୋ
ଟି-୨୦ ବିଶ୍ୱକପ୍ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି ପାକିସ୍ତାନ ୭ ଓ୍ଵିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ।...




















