ସୁଧୁରିଲେନିରେ ଅଷ୍ଟ୍ରେଲିଆ ଦର୍ଶକ – ଗାବା ଟେଷ୍ଟରେ ସିରାଜ ଏବଂ ୱାସିଂଟନଙ୍କୁ ଗାଳିଗୁଲଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସିଡନୀ ପରେ ଗାବା ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲୀୟ ଦର୍ଶକଙ୍କ ଗାଳିଗୁଲଜର ଶିକାର ହେଲେ ଟିମ୍ ଇଣ୍ଡିଆ ଖେଳାଳି। ଶୁକ୍ରବାର ଚତୁର୍ଥ ଟେଷ୍ଟ ଚାଲିଥିବାବେଳେ କିଛି ଅଷ୍ଟ୍ରେଲୀୟ ପ୍ରଶଂସକ ମହମ୍ମଦ ସିରାଜ ଓ...

ଗାବା ଟେଷ୍ଟରେ ଲବୁସଚେଞ୍ଜଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨୭୪/୫

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସଚେଞ୍ଜ। ଏହାସହ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୫ ୱିକେଟ୍ ହରାଇ ୨୭୪ ରନ୍...

କାଲିଠୁ ଗାବା ଟେଷ୍ଟ : ଇତିହାସ ରଚିବ କି ଟିମ୍ ଇଣ୍ଡିଆ?

ଓଡ଼ିଶାଲାଇଭ୍ ବ୍ୟୁରୋ ଗାବା ଷ୍ଟାଡିୟମରେ ଗତ ୩୩ ବର୍ଷ ହେଲା କୌଣସି ଟେଷ୍ଟ ହାରିନି ଅଷ୍ଟ୍ରେଲିଆ। ସିଡନୀରେ ଘମାସନ ଲଢ଼େଇ ପରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଗାବା ଟେଷ୍ଟ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଏବେ...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା – ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଖେଳିବେନି ବୁମରା!

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଦଳର ସବୁଠୁ ଭରସାଯୋଗ୍ୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି। ତେଣୁ...

ଥାଇଲାଣ୍ଡରେ କରୋନା ପଜିଟିଭ ହେଲେ ସାଇନା ନେହଓ୍ୱଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ଥାଇଲାଣ୍ଡରେ ଅଛନ୍ତି। ସେଠାରେ ଏକ ହସ୍ପିଟାଲରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି। ସାଇନା ଏକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ସିଡନୀରେ ଲଢ଼ିଲେ ଅଶ୍ୱିନୀ- ହନୁମା ଯୋଡ଼ି: ତୃତୀୟ ଟେଷ୍ଟ ଡ୍ର’ରେ ଶେଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶ୍ୱିନୀ- ହନୁମା ଯୋଡ଼ିଙ୍କ ଲଢୁଆ ବ୍ୟାଟିଂ ବଳରେ ସିଡନୀ ଟେଷ୍ଟକୁ ଡ୍ର’ରେ ଶେଷ କରିଛି ଟିମ୍ ଇଣ୍ଡିଆ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ଇଂନିସ ହେତୁ ଦଳ ନିଶ୍ଚିତ ପରାଜୟ ମୁହଁରୁ...

ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବିଜୟ ଲକ୍ଷ୍ୟ ୪୦୭, ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୮/୨

ଓଡ଼ିଶାଲାଇଭ୍ ବ୍ୟୁରୋ ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ୪୦୭ ରନର ବିଜୟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ। ଜବାବରେ ଚୁତର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ଦୁଇ ୱିକେଟ୍ ହରାଇ ୯୮ ରନ...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା – ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆକୁ ଶନିବାର ବଡ଼ ଝଟକା ଲାଗିଛି। ଆହତ ଜନିତ କାରଣ ହେତୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ତାଙ୍କ ସହିତ...

ତୃତୀୟ ଟେଷ୍ଟରେ ଫେଲ୍ ମାରିଲେ ଭାରତୀୟ ବୋଲର, ଦୃଢ଼ ସ୍ଥିତିରେ କଙ୍ଗାରୁ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ   ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟରେ ଭାରତୀୟ ବୋଲରମାନେ ଫେଲ୍ ମାରିଛନ୍ତି। ଯାହାଫଳରେ ସିଡନୀ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ଦୃଢ଼ ସ୍ଥିତିରେ ରହିଛି। ଶନିବାର ସୁଦ୍ଧା...

ତୃତୀୟ ଟେଷ୍ଟରେ ଗିଲଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୯୬/୨

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟର ପ୍ରଥମ ଇଂନିସରେ ୩୩୮ ରନରେ ଅଲଆଉଟ୍ ହୋଇଛି କଙ୍ଗାରୁ ଦଳ। ଜବାବରେ ଭାରତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗିଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ସହ ଦୁଇ...