ସ୍ତନ କର୍କଟ କାହାକୁ ହେବାର ଆଶଙ୍କା ଅଧିକ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=bZMUgBxL36U ସ୍ତନର କୋଷିକାଗୁଡ଼ିକ ଅନିୟନ୍ତ୍ରିତ ବିଭାଜନ ହେଲେ ସେଠାରୁ ଏକ ନୂତନ କୋଷିକା ସୃଷ୍ଟି ହୋଇଥାଏ, ଯାହାକୁ କର୍କଟ କୋଷ ବା କ୍ୟାନ୍ସର ସେଲ୍‌ ବୋଲି କୁହାଯାଏ। ଯଦି ଜଣେ ମହିଳାଙ୍କର ସ୍ତନରେ...

ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ଓଡ଼ିଶାରେ ବ୍ଲକଚେନ୍ ଚାଳିତ ‘ଶକ୍ତି ଆପ୍‌’ର ଶୁଭାରମ୍ଭ

ପୁଷ୍ପମିତ୍ର ମହାନ୍ତି ଲିଙ୍ଗଭିତ୍ତିକ ହିଂସାର ମୁକାବିଲା ପାଇଁ ବ୍ଲକଚେନ୍ ଟେକ୍ନୋଲୋଜି ବ୍ୟବହାର କରିବା କ୍ଷେତ୍ରରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ପାଲଟିଛି। ଏନେଇ ବ୍ଲକଚେନ୍ ଚାଳିତ ସମନ୍ୱୟ ବ୍ୟବସ୍ଥା ‘ଶକ୍ତି ଆପ୍‌’ର ଶୁଭାରମ୍ଭ ହୋଇଛି।...

କଟକ: ‘ଓଡ଼ିଶା ମାଷ୍ଟର୍ସ ସୁପର ୧୦୦’ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଜବାହରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ‘ବିଡବ୍ଲ୍ୟୁଏଫ୍ ଓଡ଼ିଶା ମାଷ୍ଟର୍ସ ସୁପର ୧୦୦’ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ। ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ...

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ଏକ ମାତ୍ର ପ୍ରାର୍ଥୀ ସୁଜିତ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଏହି ଆସନ ଲାଗି ଏକ ମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି...

କାହିଁକି କଲମ ଛାଡ଼ିଥିଲେ ଡକ୍ଟର ସରୋଜିନୀ ସାହୁ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_u9lU056j5o&t=5s ଓଡ଼ିଆ ସାହିତ୍ୟ ଜଗତର ଜଣେ ପରିଚିତ ଚେହେରା ଡକ୍ଟର ସରୋଜିନୀ ସାହୁ। ଜଣେ ନାରୀବାଦୀ ଲେଖିକା ଭାବେ ସେ ଖୁବ୍ ଚର୍ଚ୍ଚିତ। ବିଶିଷ୍ଟ କଥାକାର ଜଗଦୀଶ ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଡକ୍ଟର ସରୋଜିନୀ...

ଭୁଲ ବାଟ ଦେଖାଇଲା ଗୁଗଲ୍ ମ୍ୟାପ୍, ଜଙ୍ଗଲ ଭିତରେ ହଟହଟା ହେଲେ ପର୍ଯ୍ୟଟକ

ପୁଷ୍ପମିତ୍ର ମହାନ୍ତି ଭୁଲ ବାଟ ଦେଖାଇ ଭରସା ହରାଉଛି ଗୁଗଲ୍ ମ୍ୟାପ। ଜିପିଏସ୍ ନେଭିଗେସନର ଭୁଲ ମାର୍ଗଦର୍ଶନ ପାଇଁ ହଇରାଣ ହରକତ ହେଉଛନ୍ତି ଯାତ୍ରୀ। ଏହା ଉପରେ ଭରସା କରିବାକୁ ଏବେ ଲୋକଙ୍କ ମନରେ ଡର...

ଆରବିଆଇ ଗଭର୍ଣ୍ଣର ନା ଏସବିଆଇ ମୁଖ୍ୟ – କିଏ ପାଆନ୍ତି ଅଧିକ ଦରମା?

ମିନତି ମିଶ୍ର ବଦଳିଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କର ଗଭର୍ଣ୍ଣର। ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ସରିବା ପରେ କେନ୍ଦ୍ର ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ହେବେ ଆରବିଆଇ ଗଭର୍ଣ୍ଣର। ସେ ବୁଧବାର ଦାୟିତ୍ଵ ଗ୍ରହଣ...

ସିରିୟାରେ ଶେଷ ପର୍ଯ୍ୟାୟରେ ଗୃହ ଯୁଦ୍ଧ: ରୁଷ ଶରଣରେ ଗାଦିଚ୍ୟୁତ ରାଷ୍ଟ୍ରପତି ବଶର ଅଲ୍ ଅସଦ 

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଏସୀୟ ଦେଶ ସିରିୟାରେ ଚାଲିଥିବା ଗୃହ ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ୍ ଅସଦ ଗାଦିଚ୍ୟୁତ ହୋଇଛନ୍ତି। ବିଦ୍ରାହୀଙ୍କ ଭୟରେ...

ଯୋଜନା କରୁଛନ୍ତି ରାଜ୍ୟ ସରକାର, ଭୁବନେଶ୍ଵରରେ ବଢ଼ିବ ସଡ଼କ ଏବଂ ଫ୍ଲାଇଓଭର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ବଢ଼ିଚାଲିଛି ଜନସଂଖ୍ୟା। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନ କରିବ ଓଡ଼ିଶା – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ଵରରେ ଜାନୁଆରି ୮ରୁ ୧୦ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ...