ପୁରୁଣା ହେଉନି ସ୍ଵୟମଙ୍କ ନୂଆ ସାୟରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=xie1Y9QyCsA
ଓଡ଼ିଆ ସଙ୍ଗୀତ ଜଗତରେ ଏବେ ଟ୍ରେଣ୍ଡରେ ଥିବା ଗାୟକ ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ସଙ୍ଗୀତ ଜଗତରେ ଦେଇଛି ସ୍ୱତନ୍ତ୍ର ପରିଚୟ।
ପେସାରେ ଜଣେ ଇଞ୍ଜିନିୟର...
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଂଗ୍ରହର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମର କେନ୍ଦ୍ର...
୧୬ ଦିନ ପୂର୍ବରୁ ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଗଲା ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଆଉ ୧୬ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହୋଇଛି ଶୀତ ଅଧିବେଶନ। ଏହି ଅଧିବେଶନ ନଭେମ୍ବର ୨୬ରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାର...
ବାରିପଦାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ...
୪୮ ଘଣ୍ଟାରେ ୪୮୦ ଏୟାରଷ୍ଟ୍ରାଇକ: ସିରିୟାର ଏକାଧିକ ସାମରିକ ଆଡ୍ଡା ଧ୍ୱଂସ କଲା ଇସ୍ରାଏଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ସିରିୟାରୁ ପୁଣି ଆସିଛି ଚିନ୍ତାଜନକ ଖବର। ରାଷ୍ଟ୍ରପତି ବଶର ଅଲ୍ ଅସଦ ପଦଚ୍ୟୁତ ହେବା ପରେ ଏବେ ବିଦ୍ରୋହୀଙ୍କ କବ୍ଜାରେ ସିରିୟା। ଅସଦ ଦେଶ ଛାଡ଼ି ପଳାଇବା ପରେ ଆମେରିକା...
ବାଲେଶ୍ଵର: ବଳାଙ୍ଗୀ ଡିଗ୍ରୀ କଲେଜରେ ଅନୁଷ୍ଠିତ ହେଲା ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବଳାଙ୍ଗୀ ଡିଗ୍ରୀ କଲେଜରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଈଶାଣୀ ମିନି ଷ୍ଟାଡିୟମଠାରେ...
ରାଜନୈତିକ ଦଳର ସଦସ୍ୟ ଥିବା ଓକିଲ ଲଢ଼ି ପାରିବେ ବାର୍ ଆସୋସିଏସନ ନିର୍ବାଚନ – ସୁପ୍ରିମକୋର୍ଟ
ପୁଷ୍ପମିତ୍ର ମହାନ୍ତି
ରାଜନୈତିକ ଦଳର ସକ୍ରିୟ ସଦସ୍ୟମାନେ ବାର୍ ଆସୋସିଏସନର ନିର୍ବାଚନ ଲଢ଼ି ପାରିବେ। ସେମାନଙ୍କୁ ଏପରି ନିର୍ବାଚନ ଲଢ଼ିବାକୁ ବାରଣ କରିବା ପାଇଁ କୌଣସି ଆଇନ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ...
କେମିତି ହୋଇଥିଲା ବିଶ୍ଵର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ?
ମିନତି ମିଶ୍ର
ସାରା ବିଶ୍ୱକୁ ଘାରିଛି ଯୁଦ୍ଧ ଭୟ। ରୁଷ-ୟୁକ୍ରେନ ଯୁଦ୍ଧ ଏଯାଏଁ ସରି ନଥିବାବେଳେ ମଧ୍ୟପ୍ରାଚ୍ୟରେ ମଧ୍ୟ ବଡ଼ ଯୁଦ୍ଧ ମୁଣ୍ଡ ଟେକିବାରେ ଲାଗିଛି। ଏବେ ଯୁଦ୍ଧରେ ଅନେକ ସମୟରେ ପରମାଣୁ ବୋମାର...
ଡିସେମ୍ବର ୧୭ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଦ୍ଵିତୀୟ...
ଭୁବନେଶ୍ୱର: ‘ଓଡ଼ିଶା ଖଦି ମେଳା-୨୦୨୪’ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ଓଡ଼ିଶା ଖଦି ମେଳା-୨୦୨୪’। ମଙ୍ଗଳବାର ସ୍ଥାନୀୟ ଖାରବେଳ ନଗରସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ କାର୍ଯ୍ୟାଳୟ ପରିସରରେ ମେଳା ଉଦ୍ଘାଟିତ ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା...





















