ଆଜିଠୁ ଭୁବନେଶ୍ଵରରେ ତିନିଦିନିଆ ଡିଜିପି ସମ୍ମିଳନୀ: ପୋଲିସ ଛାଉଁଣୀରେ ରାଜଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି, ଶୁକ୍ରବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେଉଛି ତିନିଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଉଥିବାରୁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ...
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ଵରରେ ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି ଡିଜିପି ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ...
ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଡିଜିପି ସମ୍ମିଳନୀ: ଭୁବନେଶ୍ୱରରେ କଡ଼ା ହେଲା ସୁରକ୍ଷା ବ୍ୟବସ୍ଥା
ପୁଷ୍ପମିତ୍ର ମହାନ୍ତି
ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ହାଇପ୍ରୋଫାଇଲ ଡିଜିପି ସମ୍ମିଳନୀ ପୂର୍ବରୁ ଏକ ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଉପୁଜିଛି। ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ନେତା ଖଲିସ୍ତାନୀ ଉଗ୍ରବାଦୀ...
ଶିଶୁ ଜନ୍ମ ହେବା ପରେ କେମିତି ହେବା ଦରକାର ମା’ଙ୍କ ଡାଏଟ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=a2QclIqAEZI
ପ୍ରସବ ପରବର୍ତ୍ତୀ ସମୟ ମା'ଙ୍କର ସାମଗ୍ରିକ ସୁସ୍ଥତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଉଭୟ ମା’ ଓ ଶିଶୁକୁ ପୋଷଣ ଦେଇଥାଏ।
ତେବେ ପ୍ରସବ...
ନାଁରୁ ‘ବଚ୍ଚନ’ ସରନେମ ହଟାଇ ଦେଲେ କି ଐଶ୍ୱର୍ଯ୍ୟା?
ମିନତି ମିଶ୍ର
ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସବୁବେଳେ ଚର୍ଚ୍ଚାରେ। କେତେବେଳେ ଚାହାଣୀକୁ ନେଇ ତ କେତେବେଳେ କାହାଣୀକୁ ନେଇ। ହେଲେ ଏବେ ଚର୍ଚ୍ଚା ତାଙ୍କର ନାଁକୁ ନେଇ। ନିକଟରେ ବଚ୍ଚନ ପରିବାର ସହ...
ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଉପକୂଳଗତ ପରିବେଶ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଉପକୂଳ ଅଞ୍ଚଳର ପରିବେଶ ଏବଂ ଜୀବିକାର୍ଜନ ଉଦ୍ଦେଶ୍ୟରେ ଆହ୍ଵନ’ ପ୍ରସଙ୍ଗକୁ ନେଇ ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ଓ କେନ୍ଦ୍ର ବିଜ୍ଞାନ...
ଆସିଲା ଶୀତକାଳୀନ ହାତୀ ଗଣନା ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୨୧୦୩ ହାତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୪ ଶୀତକାଳୀନ ହାତୀ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୩୮ଟି ବନଖଣ୍ଡରେ ଅଛନ୍ତି ୨,୧୦୩ ହାତୀ। ଚଳିତବର୍ଷ ରାଜ୍ୟରେ ବଢ଼ିଛନ୍ତି ମାତ୍ର ୫ ହାତୀ।...
ପ୍ରଫେସର ଡକ୍ଟର ଫକୀର ମୋହନ ନାହାକଙ୍କ ସମ୍ପାଦିତ ପୁସ୍ତକ ‘ମାଷ୍ଟରିଂ ପବ୍ଲିକ ରିଲେସନସ’ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନର ଜୟପୁରସ୍ଥିତ ମଣିପାଲ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଓଡ଼ିଆ ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଏବଂ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡକ୍ଟର ଚଞ୍ଚଲ ସଚ୍ଚଦେବା ସୁରୀଙ୍କ ଯୁଗ୍ମ ସମ୍ପାଦନାରେ ସମ୍ପାଦିତ ଇଂରାଜୀ...
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ଚତୁର୍ଥଥର ପାଇଁ...
ଉପମୁଖ୍ୟମନ୍ତ୍ରୀ କହିଲେ “ଆଗାମୀ ୧୫ ଦିନ ମଧ୍ୟରେ ସରିବ ସୁଭଦ୍ରା ରିଜେକ୍ସନ ଭେରିଫିକେସନ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ସୁଦ୍ଧା ହିତାଧିକାରୀଙ୍କୁ ମିଳି ସାରିଛି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଭିନ୍ନ କାରଣରୁ ଅନେକ ହିତାଧିକାରୀଙ୍କ ଆବେଦନ ଖାରଜ ହୋଇଛି। ଫଳରେ ଏହି ଯୋଜନାରୁ...





















