ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ତିଆରି ପାଇଁ ଅଗ୍ରିମ ଟଙ୍କା ଦେବେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ଅଗ୍ରିମ ଟଙ୍କା ଦେବେ ରାଜ୍ୟ ସରକାର। ନୂଆ ଜମି କିଣିବା, ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ...
ନୟାଗଡ଼ରେ ଗଛକୁ ପିଛି ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୮ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ନୂଆଁ ଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକଠାରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ...
ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ସୁପ୍ରିମକୋର୍ଟରେ ବଦଳିଲା ନିୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ଏବେ ଆଂଶିକ ନ୍ୟାୟାଳୟ କାର୍ଯ୍ୟଦିବସ ନାମରେ ନାମିତ କରାଯାଇଛି। ଏଥିସହିତ ଅବକାଶକାଳୀନ ବିଚାରପତି ଶବ୍ଦକୁ ମଧ୍ୟ ଉଠାଇ ଦେବା...
ଓଡ଼ିଶାରେ ସ୍ଥାୟୀ କଫି ଚାଷକୁ ପ୍ରୋତ୍ସାହିତ କରିବ ‘ପ୍ରୋଜେକ୍ଟ ଉନ୍ନତି କଫି’
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସ୍ଥାୟୀ କଫି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ପ୍ରୋଜେକ୍ଟ ଉନ୍ନତି କଫି’ର ଶୁଭାରମ୍ଭ ହୋଇଛି। ସମନ୍ଵିତ ସାମାଜିକ କଲ୍ୟାଣ ଏବଂ ଅନୁସନ୍ଧାନ କେନ୍ଦ୍ର (ଆଇଏସଡବ୍ଲୁଏଆର) ପକ୍ଷରୁ କୋରାପୁଟ ଜିଲ୍ଲାରେ ଏହାକୁ...
ଓଡ଼ିଶାରେ ଆମ୍ବ ଟାକୁଆ ମୃତ୍ୟୁ ରାଜନୀତି: ନବୀନ କହିଲେ “୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ସାରିଦେଲେ”
ଓଡ଼ିଶାଲାଇଭ୍ ବ୍ୟୁରୋ
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।...
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁବପିଢ଼ି ପାଇଁ ସଚେତନତା କାର୍ଯ୍ୟକ୍ରମ: ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୁବ ସଚେତନତା କାର୍ଯ୍ୟକ୍ରମ ‘ଷ୍ଟ୍ରୋକକୁ ଜାଣିବା, ଜିଣିବା’କୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟର ସହଭାଗିତାରେ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି...
ବୌଦ୍ଧ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ସେଫ୍ଟି କମିଶନର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ସରିଛି ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା। ଆଉ ମାତ୍ର କିଛି ଦିନର ଅପେକ୍ଷା। ରେଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ପରେ ବୋଦ୍ଧରୁ ଗଡ଼ିବ...
କମିଲା ସୁନା ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
କମିଲା ସୁନା ଦର। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୬୫୦ ଟଙ୍କା ହ୍ରାସ ହୋଇଛି। ସୁନା ମୂଲ୍ୟ ହ୍ରାସ ହେବା ପରେ ଗୁରୁବାର ଦିନ ୨୨ କ୍ୟାରେଟ...
ଧାରା ୩୭୦ ପ୍ରସଙ୍ଗରେ ଜମ୍ମୁ କଶ୍ମୀର ବିଧାନସଭାରେ ହଙ୍ଗାମା: ମୁହାଁମୁହିଁ ଶାସକ-ବିରୋଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀର ବିଧାନସଭାରେ ଗୁରୁବାର ଜୋରଦାର ହଙ୍ଗାମା ହୋଇଛି। ଧାରା ୩୭୦ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଏବଂ ବିରୋଧୀ। ଉଭୟ ପକ୍ଷର ନେତାଙ୍କ ମଧ୍ୟରେ ଠେଲାପେଲା, ଧକ୍କା ମରାମରି...
ସଲମାନଙ୍କ ପରେ ଟାର୍ଗେଟରେ ଶାହରୁଖ ଖାନ: ମିଳିଲା ହତ୍ୟା ଧମକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସଙ୍କଟରେ ବଲିଉଡ ସୁପରଷ୍ଟାର। ସଲମାନ ଖାନଙ୍କ ପରେ ଏବେ ଟାର୍ଗେଟରେ ବଲିଉଡ ବାଦଶାହ ଶାହାରୁଖ ଖାନ। ଏକ ଅଜଣା ନମ୍ବରରୁ ଶାହରୁଖ ଖାନଙ୍କ ନିକଟକୁ ଆସିଛି ହତ୍ୟା ଧମକ। ଏହି ଖବର...





















