ବ୍ୟାଙ୍କକ୍-ବେଙ୍ଗାଳୁରୁକୁ ପୁଣି ବିମାନ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରୁ ବ୍ୟାଙ୍କକ୍ ଓ ବେଙ୍ଗାଳୁରୁକୁ ବିମାନ ଉଡ଼ାଣ ବନ୍ଦ ହେବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିମାନ ସେବା...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ କେ ଏସ୍ ଜାଭରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ କେ ଏସ୍ ଜାଭରି। ଜଷ୍ଟିସ୍ ଜାଭରି ଏବେ ଗୁଜରାଟ ହାଇକୋର୍ଟର ବିଚାରପତି ଅଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି...

ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ, ବିରୋଧୀଙ୍କୁ କଡ଼ା ସନ୍ଦେଶ ଦେଲା ବିଜେଡି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପୂର୍ବରୁ ବିଜେଡି ସାଂସଦ କକ୍ଷତ୍ୟାଗ କରି ବିରୋଧୀ ମହାମେଣ୍ଟକୁ କଡ଼ା ସନ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବର...

ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟ – ୩୪ ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିବା କିରାଣୀଙ୍କୁ ମିଳିଲା ନ୍ୟାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପୋଲିସ ହାଇସ୍କୁଲର ଟଙ୍କା ହେର୍‌ଫେର୍ ମାମଲା ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କିରାଣୀ ଭାଗିରଥି ମିଶ୍ର ଚାକିରୀରୁ ବରଖାସ୍ତ ହୋଇଥିଲେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ଭାଗିରଥି ୧୯୯୯ରେ...

ଗାଁ ମଶାଣିରେ ଜଳିଲା ୫ ଛାତ୍ରଛାତ୍ରୀଙ୍କ ଜୁଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକଠାରେ ଟ୍ରକ ଧକ୍କା ରାଣିତଲାଓ ଉଚ୍ଚ ବିଦ୍ୟାଳୟର ୫ଜଣ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ...

ଏବେ ଏମ୍ସରୁ ଡିସଚାର୍ଜ ହେବେନି ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏମ୍ସରୁ ଏବେ ଡିସଚାର୍ଜ ହେବେନି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଛି। ତଥାପି ଦିଲ୍ଲୀ ଏମ୍‌ସରୁ ଦୁହିଁଙ୍କୁ ଏବେ ଡିସଚାର୍ଜ କରାଯିବ ନାହିଁ। ଜଗା ସ୍ଵାସ୍ଥ୍ୟବସ୍ଥା...

କ’ଣ ନଘଟିଲା! ଅନାସ୍ଥା ଆଲୋଚନା ବେଳେ ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ସଂସଦରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ପରସ୍ପର ବିରୋଧୀ ସାଜିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ଆଜି ସଂସଦରେ ବିରୋଧୀଙ୍କ...

ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ...

ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିବା ପ୍ରସଙ୍ଗରେ କିଏ କ’ଣ କହିଲେ ଜାଣନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ ବିଜେଡି କକ୍ଷତ୍ୟାଗ କରିଛି। ଏହାକୁ ନେଇ ଓଡ଼ିଶା ରାଜନୀତି ମହଲରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ- ୫ମୃତ, ୨ଗୁରୁତର

ଓଡ଼ିଶାଳାଇଭ୍‌ ବ୍ୟୁରୋ ବଜ୍ରପାତ ନେଲା ୫ଜୀବନ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨ଜଣ ଗୁରୁତର ଆହତ ହୋଇଛି। ମୃତକଙ୍କ ମଧ୍ୟରେ ମୟୁରଭଞ୍ଜର ଦୁଇଜଣ ଥିବାବେଳେ ବାଲେଶ୍ଵରରେ ୩ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ଵର...