ବଙ୍ଗୋପସାଗରରେ ଲଘୁଚାପ, ୫୦ରୁ ୬୦ କିମି ବେଗରେ ବୋହିପାରେ ପବନ, ୧୪ଟି ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶୁକ୍ରବାରଠାରୁ ବର୍ଷା ପରିମାଣ ବଢ଼ିବ। ସାରା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର...
ଆଜିଠାରୁ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ଆଜିଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଡାକରା ଦିଆଯାଇଛି।
ସାରା ଦେଶରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟ ଆରମ୍ଭ। ବିଭିନ୍ନ ଦାବି ନେଇ...
ଅନାସ୍ଥା ପ୍ରସ୍ତାବ ଆଲୋଚନା ପୂର୍ବରୁ କକ୍ଷତ୍ୟାଗ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ବିରୋଧୀଙ୍କ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ଅଛି। ଏହା ପୂର୍ବରୁ ବିଭିନ୍ନ ଦଳଙ୍କ ପକ୍ଷରୁ ପକ୍ଷ ରଖିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।...
ଭାରତୀୟ ତ୍ରିରଙ୍ଗାକୁ ଅପମାନ କଲା ବିଶ୍ୱ ହକି ମହାସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଣ୍ଡନରେ ଶନିବାରରୁ ଆରମ୍ଭ ହେଉଛି ମହିଳା ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ। ଏହି ଅବସରରେ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି।
ଇଂଲଣ୍ଡର ରାଜଧାନୀ ଲଣ୍ଡନଠାରେ ଆରମ୍ଭ ହେଉଛି ମହିଳା ହକି...
ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ, ଜାଣନ୍ତୁ ମତ ରଖିବା ପାଇଁ କେଉଁ ଦଳକୁ ମିଳିବ କେତେ ସମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ।
ଶାସନର ୪ ବର୍ଷ ପରେ ମୋଦି ସରକାର ଆଜି ପ୍ରଥମଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ଯାଉଛନ୍ତି।...
ସୁଟିଂ ସେଟରେ ନୂଆ ଓଡ଼ିଆ ସିନେମା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସମ୍ପ୍ରତି ଯେଉଁସବୁ ନୂଆ ଓଡ଼ିଆ ସିନେମାର ସୁଟିଂ ଚାଲିଛି, ତା’ ଉପରେ ଆସନ୍ତୁ ନଜର ପକାଇବା...
ଚାମ୍ପିଅନ୍
ନୂଆ ପ୍ରଯୋଜକ ଏନ୍ ଗଙ୍ଗାଧର ଓ ଦୀପ୍ତିଙ୍କ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ସିନେମା ‘ଚାମ୍ପିଅନ୍’ର...
ମୋଦି ସରକାର ପାଇଁ ଆଜି ଅଗ୍ନି ପରୀକ୍ଷା, ସମଦୂରତ୍ୱ ମନ୍ତ୍ର ଜପିବ ବିଜେଡି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ଲୋକସଭାରେ ଆସ୍ଥା ଭୋଟ ବେଳେ ବିଜେଡିର ଆଭିମୁଖ୍ୟ କ'ଣ ରହିବ ତା' ଉପରେ ରହିଛି ସମସ୍ତଙ୍କ ନଜର।
୧୫ ବର୍ଷ ପରେ ପୁଣିଥରେ ଏନଡିଏ ସରକାର ବିରୋଧରେ ସଂସଦରେ ଆସିଛି ଅନାସ୍ଥା ପ୍ରସ୍ତାବ। ୨୦୦୩ରେ...
୫ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଉତ୍ତେଜନା, ରାସ୍ତା ଅବରୋଧକାରୀଙ୍କୁ ଘଉଡ଼ାଇଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରକ ଚକା ତଳେ ଚାଲିଗଲା ୫ ଜୀବନ
ଉତ୍ତ୍ୟକ୍ତ ଲୋକେ ଅବରୋଧ କଲେ ରାସ୍ତା
ଅବରୋଧକାରୀଙ୍କୁ ଘଉଡ଼ାଇଲା ପୋଲିସ
ମୃଦୁ ଲାଠି ଚାଳନା, ଫାଙ୍କା ଗୁଳି ଚାଳନା
ଓଭରବ୍ରିଜ ନିର୍ମାଣ...
ମଧୁସୂଦନ ପାଢ଼ୀ ହେଲେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି ଜେ ବେଣୁଗୋପାଳଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି।
ବେଣୁଗୋପାଳଙ୍କ...
ବାହୁଡ଼ା ପ୍ରସ୍ତୁତି – ନାକଚଣା ଦ୍ୱାରରେ ଲାଗିଲା ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦୁଇ ଦିନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରୁ ସିଂହଦ୍ବାର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଆଜିଠାରୁ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ...





















