ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ ପ୍ରସଙ୍ଗ: ବିଜେଡିକୁ ତୀର ମାରିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧର୍ମେନ୍ଦ୍ର କହିଲେ, ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନି କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଉଠାଇଲା ବିବାଦ? ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ: ଧର୍ମେନ୍ଦ୍ର ଗଣମାଧ୍ୟମ ଉପରେ ଦୋଷ ଲଦିଲେ ବିଜେଡି ମୁଖପାତ୍ର ରାଷ୍ଟ୍ରପତି...

ବୈଜୟନ୍ତଙ୍କ ବାଣକୁ ବିଜେଡିର ଫୁଃ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡିରୁ ବିତାଡ଼ିତ ନେତା ବୈଜୟନ୍ତଙ୍କ ତାଜା ତୀରକୁ ବାଏଁ ବାଏଁ ଉଡ଼ାଇ ଦେଇ ଦଳର ମୁଖପାତ୍ର କହିଛନ୍ତି "ତାଙ୍କ କଥା ସେ ବୁଝନ୍ତୁ"। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି...

ଏହି ଆଇପିଏସ ଦମ୍ପତ୍ତିଙ୍କୁ ଦେଖି ଡରନ୍ତି ନକ୍ସଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡର ‘ଚକ୍ରବ୍ୟୁହ’ ଫିଲ୍ମ କଥା ଆପଣଙ୍କର ମନେ ଥିବ। ଏହି ଫିଲ୍ମରେ ଅର୍ଜୁନ ରାମପାଲ ଓ ଇସା ଗୁପ୍ତା ଆଇପିଏସ ପତି-ପତ୍ନୀ ନକ୍ସଲ ଇଲାକାରେ କାମ କରନ୍ତି। ଇଏ ତ ରିଲ୍ ଲାଇଫର...

ଚିଟଫଣ୍ଡ ଠକେଇର ବଡ଼ ରାୟ: ଏଟି ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ୮ ବର୍ଷ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଟି-ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ଜେଲ ଦଣ୍ଡାଦେଶ ଏଟି ଠକେଇରେ ୫ ବର୍ଷ ସ୍ୱସ୍ତିକ ଇଣ୍ଡିଆ ଠକେଇରେ ୩ ବର୍ଷ ଚିଟଫଣ୍ଡ ଠକେଇର ଆଜି ବଡ ରାୟ...

ସବୁ ଟପ୍ ଓଲିଉଡ ଷ୍ଟାରଙ୍କ ସହ ଓଲିଉଡ ନାୟିକା ମେଘାଙ୍କ ଯୋଡ଼ି ଜମିଛି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଙ୍ଗୀୟ ନାୟିକା ମେଘା ଓଲିଉଡରେ ପ୍ରାୟ ପାଞ୍ଚବର୍ଷ ଯାଏଁ ନିଜର ଅଭିନୟର ଜଲୱାରେ ଦର୍ଶକଙ୍କୁ ଖୁବ୍‍ ମୋହିତ କରିଥିଲେ। ଏହି ସମୟରେ ସେ ସିଦ୍ଧାନ୍ତଙ୍କଠାରୁ ଆରମ୍ଭ କରି ବାବୁସାନ୍‌ଙ୍କ ଯାଏଁ...

ଆଇଏଏସ ଟିନାଙ୍କ ଆଉ ଏକ ସଫଳତା: ଜିଣିଲେ ସ୍ଵର୍ଣ୍ଣପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୫ର ୟୁପିଏସସି ଟପ୍ପର ଟିନା ଡାବିଙ୍କ ଆଉ ଏକ ସଫଳତା। ପୁଣି ଏକ ପରୀକ୍ଷାରେ ଟପ୍‌ କରି ସ୍ଵର୍ଣ୍ଣପଦକ ଜିତିଛନ୍ତି ଟିନା। ସଫଳତାର ଶୀର୍ଷରେ ଟିନା ଡାବି। ପ୍ରଥମେ ସର୍ବଭାରତୀୟ ସ୍ତରରେ ୟୁପିଏସସି ପ୍ରଥମ...

ବନ୍ଦେ ‘ଉତ୍କଳ’ ବନାମ ବନ୍ଦେ ‘ଓଡ଼ିଶା’: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବହେ ଝାଡ଼ିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଅତୀତ ବୁନିଆଦର ପାଠ ପଢ଼ାଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ଏହି ଗୀତରୁ 'ଉତ୍କଳ' ବାଦ୍‌...

ସୁଶାନ୍ତଙ୍କ ବାଚଳାମିକୁ ନେଇ ନବୀନଙ୍କ ମୁଣ୍ଡବ୍ୟଥା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟ ଏବେ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି। ନିଜ ଘର ସଜାଡ଼ିବା ପାଇଁ ଓ କୌଣସି ଅଯଥା...

ଭାରତୀୟମାନେ ସୁଇସ୍ ବ୍ୟାଙ୍କରେ ଟଙ୍କା ଲୁଚାଇ ରଖନ୍ତି କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ   କଳାଧନ ସାଇତିବା ପାଇଁ ସୁଇସ୍ ବ୍ୟାଙ୍କଠାରୁ ଆଉ ଭଲ ଥାକ ଆଉ କ’ଣ ବା ହୋଇପାରେ? ଏକଥା କିଛି ଭାରତୀୟ ବେଶ୍ ଭଲ ଭାବେ ବୁଝିଛନ୍ତି! ମୋଦି ସରକାରଙ୍କ ଅମଳରେ ବିଦେଶରେ ଜମା...

ବିଜେଡିର ଜୟଗାନ କଲେ ସାଲେପୁର କଂଗ୍ରେସ ବିଧାୟକ, ଦଳରେ ହଲଚଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡିକୁ ସାର୍ଟିଫିକେଟ ଦେବା ପରେ କଂଗ୍ରେସର ଭିତିରି ମହଲରେ ସୃଷ୍ଟି ହୋଇଛି ହଲ୍‌ଚଲ୍। କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଗଣମାଧ୍ୟମରେ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି...